ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ । ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ ।
ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନ୍ ନମ୍ବରରୁ ସମ୍ପୃକ୍ତ ଯୁବକଙ୍କ ପାଖକୁ ଶେଷ କଲ୍ ଯାଇଥିଲା। ଏହି କଲ୍ର ଅବଧି ମାତ୍ର ୨୭ ସେକେଣ୍ଡ ଥିଲା।
ମେଡିକାଲ ହେଉ କି ଗାଁ ଦାଣ୍ଡ । ଆଖି ପିଛୁଳାକେ ଗାଏବ୍ ହେଉଯାଉଛନ୍ତି ଶିଶୁ । ଯାହାର ବହୁ ଚର୍ଚ୍ଚିତ ଉଦାହରଣ ଯାଜପୁରର କୁନି ଝିଅ ପିହୁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, NCRB ତଥ୍ୟ କହୁଛି, ଗଲା ୬ ବର୍ଷରେ ରାଜ୍ୟରୁ ନିଖୋଜ ହେଲେଣି ୧୬ ହଜାର ୬ ଶହରୁ ଅଧିକ ଶିଶୁ । ତେବେ ସବୁଠୁ ବଡ଼ କଥା ହେଉଛି ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଗଲା ୨୦୨୧ରେ ରାଜ୍ୟରୁ ଗାଏବ୍ ହୋଇଛନ୍ତି ୪ ହଜାର ୧୩୩ ଶିଶୁ । ଅର୍ଥାତ୍ ଦିନକୁ ହଜୁଛନ୍ତି ପ୍ରାୟ ୧୧ ପିଲା ।
ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।
ଘରୁ ଭିତରୁ କେମିତି ମିଳିଲା ମୃତଦେହ ? ପୁଅକୁ ଟ୍ୟୁସନରେ ଛାଡିବା ପରେ ଘରେ କେମିତି ହେଲା ମୃତ୍ୟୁ ? କଣ ରହିଛି କାରଣ ?
ହେଲେ ଶେଷରେ ଗିରଫ ହେଲେ ।
୨ ଅଭିଯୁକ୍ତଙ୍କୁ ଗିରଫ କରି ଚାଲିଛି ତଦନ୍ତ
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।
ଗଳା ଚିପି ହତ୍ୟା ସନ୍ଦେହ, ପୋଲିସର ଖୋଳତାଡ଼ ଆରମ୍ଭ
୨ ତାରିଖ ଯାଏଁ ୧୪୪ ଧାରା ଜାରି କଲା ପ୍ରଶାସନ
ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍ସିଆର୍ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।
ପିହୁର ସୂଚନାଦାତାଙ୍କୁ ୫ ଲକ୍ଷ ଦେବାକୁ ପୋଲିସର ଘୋଷଣା । ଗତ ୨୦୨୦ ଅଗଷ୍ଟ ୯ରୁ ନିଖୋଜ ହୋଇଯାଇଛି ପିହୁ ।
ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି, ଦେଶରେ ୩ ନମ୍ବର । ଆଇନ୍ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ ।
ଗାଡି ଖରାପ ହେବାରୁ ଟ୍ରକ୍ରେ ପଳାଇଥିଲେ ଯୁବକ ! ସତ କହୁଛନ୍ତି ତ ରଘୁରଞ୍ଜନ?
ଜଣେ ସିକ୍ୟୁରିଟି ଗାର୍ଡକୁ ମାରି କି ଲାଭ ପାଇଲେ ?
ଟଙ୍କା ସୁନା ଲୁଟି ମହିଳା ଫେରାର୍ । ଆଗରୁ ମହିଳା ଜଣକ ବାହା ହୋଇଥିଲେ ।
ଦୁଇ ପିଲା ମୁହଁକୁ ବି ଚାହିଁଲାନି । ସ୍ତ୍ରୀକୁ ମାରି ରଶିରେ ଟାଙ୍ଗିଦେଲା ।
ମହିଳାଙ୍କୁ ନିର୍ଯାତନା ଦେଶର ଟପ୍-୫ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ମହିଳାଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ୩ ନମ୍ବରରେ ରହିଛି।
ଗତବର୍ଷ କେବଳ ୫,୬୫୧ ଜଣ ଆତ୍ମହତ୍ୟା କରିଥିବା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ୨୦୨୧ ରିପୋର୍ଟରେ ପ୍ରକାଶ ପାଇଛି।
ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି ।
ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଦୌରାତ୍ମ୍ୟ ଚଳାଇଛନ୍ତି ପଥର ମାଫିଆ । ଇତିମଧ୍ୟରେ ଜିଲ୍ଲାର ବହୁ ଅଫିସର ମାଫିଆଙ୍କ ଆକ୍ରମଣର ଶୀକାର ହୋଇ ଲହୁଲୁହାଣ ହେଲେଣି ।
ଆମ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । କିନ୍ତୁ ପୋଲିସ ବାଲା ଆସି ମତେ ଜୋର ଜବରଦସ୍ତ ଉଠାଇ ନେଲେ। ମୁଁ ଯେତେ କାକୁତିମୀନତି ହେଲି କେହି ଶୁଣିଲେନି। ମୁଁ ରକ୍ତବାନ୍ତି କଲା ପରେ ବି ମତେ ଛାଡିଲେନି। ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀଙ୍କ ନାଁରେ ମୁଁ କୌଣସି FIR ଦେଇନି। ମୋ ଆଗରେ ସ୍ୱାମୀଙ୍କୁ ମାରିଲେ ପୋଲିସ।
ଅଭିଯୁକ୍ତକୁ ଏହି ମାମଲାରେ ପୋଲିସ ଅଧିକ ପଚରାଉଚୁରା ଜାରିରଖିଛି।
SIଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କ ନାଁରେ ଏତଲା
ଜୋରଜବରଦସ୍ତି କରି ରାଜି ନହେବାରୁ ସେ ମୋ ସହ ଏପରି କରିଛି । ସେ ବି ସମାନ କଷ୍ଟ ଭୋଗିବା ଉଚିତ୍ ।