• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Government School Teacher
ସରକାରୀ ଶିକ୍ଷକଙ୍କ ଟଙ୍କିକିଆ ଚାଉଳ ଲୋଭ

ବାଃ ବାଃରେ ଶିକ୍ଷକ। ସରକାରୀ ସ୍କୁଲରେ ଚାକିରି କରିବା ପରେ ବି ଟଙ୍କିକିଆ ଚାଉଳ ନେଉଛନ୍ତି ଏଇ ଶିକ୍ଷକ। ଖାଲି ଚାଉଳ ନୁହେଁ ବରଂ ଦିବ୍ୟାଙ୍କ ସାର୍ଟିଫିକେଟ୍‌ ବି ହାତେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲ୍ଲା ଶିକ୍ଷାଧିକାରୀ

Ticket For India Vs South Africa
ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ନଥିଲା, କିନ୍ତୁ ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ ବହୁ ନକଲି ପାସଧାରୀ

ଏବେ ସୋସିଆଲ ମିଡିଆରେ ଏଭଳି ବହୁ ସଂଖ୍ୟାରେ ପାସ୍ ଘୁରିବୁଲିବା ପରେ ଏହାକୁ ନେଇ ମର୍ମାହତ ସାଧାରଣ କ୍ରିକେଟ୍‌ ପ୍ରେମୀ ।

Mines Mafia
ଯାଜପୁରରେ ଏକାଧିକ ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଜୋରଦାର ଚଢ଼ାଉ

ଆୟକର ଫାଙ୍କି ଅଭିଯୋଗରେ ରେଡ୍ ସୂଚନା । ଘର, ଅଫିସ ଓ କ୍ରସର ୟୁନିଟ୍ରେ ରେଡ୍ ।

Kangaroo Court
ଗାଁ ଭିତରେ କଙ୍ଗାରୁ କୋର୍ଟ !  ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପ୍ରେମୀଯୁଗଳଙ୍କୁ ବାନ୍ଧି ବୁଲାଇଲେ ଗ୍ରାମବାସୀ

ଛତିଶଗଡ ଉରଣ୍ଡାବେଡା ଥାନା ଅଞ୍ଚଳରେ ଘଟଣା । ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଦେଲେ ଶାରିରୀକ ନିର୍ଯାତନା ।

Elephant Died
ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ତଦନ୍ତ କରିବ ସ୍ପେସାଲ ଟିମ୍

ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।

15 Year Old Boy Beaten To Death By Father And Step Mother
୧୫ ବର୍ଷର ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମା’ !

୧୫ ବର୍ଷର ପୁଅକୁ ବାପା ଓ ସାବତ ମା’ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୮/୧୦ ବର୍ଷ ତଳେ ମୃତକଙ୍କ ମା’ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

Elephant Skeleton
ଚାଲିଗଲା ଆଉ ଏକ ହାତୀର ଜୀବନ; କଙ୍କାଳ ମିଳିଲା କିନ୍ତୁ ଦାନ୍ତ ଗାୟବ

ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି ।

Mahanga Double Murder
ଡବଲ ମର୍ଡର ଘଟଣାରେ ନୂଆ ଫର୍ଦ୍ଦ ! କୋର୍ଟ ପଚାରିଲେ କାହିଁକି ବିଳମ୍ବ ହେଉଛି ତଦନ୍ତ ? ତୁରନ୍ତ ରିପୋର୍ଟ ଦିଅ

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା ।

  • Monday, 13 June 2022
Special story
ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବାଟରେ ଯାହାକୁ ପାଇଲା କାଟିଲା

ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା

Man Cheated Second Wife
ଲୁଚି ଲୁଚି ଦ୍ୱିତୀୟ ବିବାହ କଲେ, ଧୋକା ଦେଇ ଚାଲି ଆସିଲେ; ପରେ ଏମିତି ହେଲା ଅବସ୍ଥା...

ପୁଣି ଲଭ୍‌, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ। 

cough syrup
ଫିଲ୍ମ ଷ୍ଟାଇଲରେ କଫସିରଫ୍ ଚୋରା ଚାଲାଣକାରୀ କାବୁ : ଗୋଡ଼ାଇ ଗୋଡ଼ାଇ ଧରିଲା ବରଗଡ଼ ଜିଲ୍ଲା ପୋଲିସ

ବୋଲେରୋରେ କଫ ସିରଫ ବୋଝେଇ କରି ଚାରିଜଣ ନିଶା ବେପାରୀ ବେଆଇନ ଭାବେ ଚାଲାଣ କରୁଥିବା ଖବର ପାଇଥିଲା ବରଗଡ ପୋଲିସର ସ୍ପେସିଆଲ ଟିମ ପୋଲିସ ଟିମ ବୋଲେରୋକୁ ପଛପଟୁ ପିଛା କରିଥିଲା ।

Special story
ବାପା ସାଜିଲା ରାକ୍ଷସ : ରାତି ଅଧରେ ପୁଅକୁ ଦୁଇ ଗଡ଼ କରି ହାଣି ପକାଇଲା

ସାମାନ୍ୟ ଝଗଡ଼ା ପାଇଁ ବାପା ନେଇଗଲା ପୁଅର ଜୀବନ ।

Thief beaten black & blue by locals in front of police in Balasore
ଗ୍ରାହକ ସାଜି ଚୋରି କରିବାକୁ ଆସିଥିଲେ, ମାଡ଼ ଖାଇ ଥାନାକୁ ଗଲେ...

ପୋଲିସ୍‌ ସାମ୍ନାରେ ଚୋରକୁ ନିର୍ଧୁମ ପିଟିଲେ ଲୋକେ। ଏକ ଲୁଗା ଦୋକାନକୁ ଜଣେ ଯୁବକ ଗ୍ରାହକ ହୋଇ ଡ୍ରେସ୍‌ ଦେଖିବାକୁ ଆସିଥିଲେ। ହେଲେ ମାଡ଼ ଖାଇ ଥାନାକୁ ଗଲେ।

5 Arrested For Blackmailing After Forcefully Filming Obscene Video
ଜୋର ଜବରଦସ୍ତ କରି ପାହାଡ଼ ଉପରେ ଅଶ୍ଳୀଳ ଭିଡିଓ ଶୁଟ୍‌ କଲେ, ତା’ ପରେ...

ଶୁଟ୍‌ କରିଥିବା ଅଶ୍ଳୀଳ ଭିଡିଓ ଦେଖାଇ ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରିବା କରିଥିଲେ ଅଭିଯୁକ୍ତ। ୫୦ ହଜାର ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ କରିଦେବାର ଧମକ ଦେଇଥିଲେ ଅଭିଯୁକ୍ତମାନେ।

Above 70 Lakhs Fraud
ବ୍ୟାଙ୍କ୍‌ ଖାତା ଅପଡେଟ୍‌ ବେଳେ ଜଣାପଡ଼ିଲା ଚାଞ୍ଚଲ୍ୟକର ତଥ୍ୟ, ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ

ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ।

  • Saturday, 11 June 2022
  • Fraud
Crime
ଡ୍ରଗ୍ସ ନେଇ ଚୁର୍ ହେବା ପରେ ହିତାହିତ ଜ୍ଞାନ ଭୁଲୁଛନ୍ତି ନିଶାଡ଼ି

ନିଶା ପାଇଁ ନାଶ ହେଲା ସଂସାର । ପରିବା କଟା ଛୁରୀରେ ପରିବାରର ସର୍ବନାଶ କରିଦେଲା ନିଶାଡ଼ି । ସ୍ୱାମୀ ଆକ୍ରମଣରେ ପତ୍ନୀ ଆରପାରିରେ । ମରଣ ସହ ସଂଘର୍ଷ କରୁଛି ଝିଅ ।

Crime
ଡ୍ରଗ୍ସ ସେବନ ପରେ ହିତାହିତ ଜ୍ଞାନ ଭୁଲିଯାଉଛନ୍ତି ନିଶାଡ଼ି, ରାଜଧାନୀରେ ଗଡ଼ିଲାଣି ଅନେକ ମୁଣ୍ଡ

ନିଶା କାରବାର ରୋକିବାକୁ ପୋଲିସ୍‌ର ଭୂମିକାକୁ ନେଇ ପ୍ରଶ୍ନ । ନିଶାରୁ କେମିତି ମିଳିବ ନିସ୍ତାର ବାଟ ବତାଇଲେ ବିଶେଷଜ୍ଞ ।

Ganjam
ବିଗିଡ଼ୁଛି ଗଞ୍ଜାମ ସ୍ଥିତି, ରାଜନୈତିକ ଆକ୍ରୋଶରୁ ଗଲାଣି ୧୨ ଜଣଙ୍କ ଜୀବନ

ଗଞ୍ଜାମ ଜିଲାରେ ଘଟୁଥିବା ଏସବୁ ହତ୍ୟାକାଣ୍ଡ ଏବେ ପୋଲିସର ନିଦ ହଜାଇ ଦେଇଛି । ଜିଲ୍ଲାବାସୀ ବି ଚିନ୍ତାରେ ।

Diamond
ଚୋରା ହୀରା କାରବାର ବେଳେ ବାପା-ପୁଅ ଗିରଫ, ୫୦ ଲକ୍ଷର ହୀରା ଜବତ

ସେମାନଙ୍କ ପାଖରେ ଏତେ ପରିମାଣର ହୀରା ଆସିଲା କେଉଁଠୁ ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Barabati stadium turns battlefield, crowd clash at ticket counter
ବାରବାଟୀରେ ଟିକେଟ ମହାଭାରତ

ଦ୍ୱିତୀୟ ଟି-ଟ୍ୱେଣ୍ଟିର ଟିକେଟ ପାଇଁ ଖଣ୍ଡଯୁଦ୍ଧ…

Google Play Store
ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ ଫ୍ରଡ୍ ଲୋନ ଆପ୍

ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ।

Crime
କି ପ୍ରଚଣ୍ଡ କ୍ରୋଧ ! କ୍ଷଣିକ ମଧ୍ୟରେ ପୁରା ପରିବାର ଛାରଖାର, ପ୍ରଥମେ ପତ୍ନୀ ପରେ କୁନି ଝଅର ତଣ୍ଟି କାଟିଲା ବାପା

ଘରେ ବେଡ୍ ଉପରେ ପଡ଼ି ରହିଛି କୁନି ଝିଅ ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର ।

  • Thursday, 09 June 2022
  • Crime
Wife's Sting Operation
ପୋଲିସ ସ୍ୱାମୀର ଚୋରା ପୀରତି ଧରିବାକୁ ପତ୍ନୀ କଲେ ଜବରଦସ୍ତ ଷ୍ଟିଙ୍ଗ ଅପରେସନ୍‌

ବିବାହର କିଛି ଦିନ ପରେ ମନୀଷା ଜାଣିବାକୁ ପାଇଥିଲେ ଯେ, ସ୍ୱାମୀ ସତ୍ୟମ ବାହାଲଙ୍କ ନାରୀଙ୍କ ପ୍ରତି ଦୁର୍ବଳତା ରହିଛି । ଅର୍ଥାତ୍‌ ସ୍ୱାମୀଙ୍କ ଚରିତ୍ର ପ୍ରତି ତାଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଏକ ଉପାୟ ପାଞ୍ଚିଥିଲେ ।

Balasore turning into safe haven for criminals
ଆତଙ୍କ ଖେଳାଇଛନ୍ତି ଅପରାଧି, ନିରବଦ୍ରଷ୍ଟା ସାଜିଛି ପୋଲିସ୍‌: ଭୟଭୀତ ଅବସ୍ଥାରେ ଲୋକେ

କିଛି ଦିନ ମଧ୍ୟରେ ବାଲେଶ୍ୱରରେ ଦୁଇ ଦୁଇଟି ହତ୍ୟା ସହ ଛିନ୍‌ତାଇ, ଲୁଟ୍ ଓ ବାଇକ୍ ଚୋରି ଭଳି ଘଟଣା ଘଟିବାରେ ଲାଗିଛି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ପୋଲିସ ବିଭାଗ କିନ୍ତୁ ପୁରାପୁରି ନିରବଦ୍ରଷ୍ଟା ସାଜିଛି। 

miscreants
ଜମି କିଣିବା ପାଇଁ ଟଙ୍କା ରଖିଥିଲେ, ବ୍ୟାଙ୍କରୁ ଉଠାଇ ଡିକିରେ ରଖିବା ବେଳେ ଝାମ୍ପିନେଲେ

ଡିକିରେ ଟଙ୍କା ବ୍ୟାଗ୍ ରଖୁଥିବା ବେଳେ ଝାମ୍ପି ନେଲେ ୨ ଲୁଟେରା