ଆଜି ସକାଳେ ୪ ଘଣ୍ଟାର ଅପରେସନ ପରେ ଭୁବନେଶ୍ୱର ସତ୍ୟ ବିହାର ଘରୁ ଜଗବନ୍ଧୁକୁ ଧରିଥିଲା ପୋଲିସ ।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ୱାମୀକୁ ଗିରଫ ପୋଲିସ୍ ଗିରଫ କରିଛି ।
ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ବିନା ଦୋଷରେ ନାବାଳକକୁ ଟିକ୍ ଟିକ୍ କରି କାଟିଦେଲେ । ଭୁଲ ନକରି ଦୋଷୀ ହୋଇଗଲା ନୀରିହ, ଚାଲିଗଲା ଜୀବନ ।
ବାପା ସାଜିଲା ବଇରୀ । ଦୁଇ ପୁଅଙ୍କ ମଧ୍ୟରେ ଭଲ ସମ୍ପର୍କ ଆଖିରେ ଗଲାନି । ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ବଡ଼ ପୁଅକୁ ଗୁଳି ।
ଅର୍ଚ୍ଚନାର କେଳେଙ୍କାରୀ ଏତିକି ନୁହେଁ। ଚର୍ଚ୍ଚାକୁ ଆସିଛି କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠା।
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ଯେଉଁଠି କଲମ ଚାଷରେ ସବୁ ଅସମ୍ଭବ ସମ୍ଭବ କେମିତି ? ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ହାତଲେଖା ଏ ତଥ୍ୟ ଉପରେ ନଜର ପକାନ୍ତୁ: ୨୦୧୬ ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ପରିଭ୍ରମଣ ପାଇଁ ଖୋର୍ଦ୍ଧା ଜିଲ୍ଲା ଆତ୍ମା ପକ୍ଷରୁ, ବାଣପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରକୁ ଆସିଥିଲା ୩୦ ହଜାର ଟଙ୍କା। ଯେଉଁ ଟଙ୍କାରେ ୧୦୦ ଚାଷୀ ବୁଲି ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷିମେଳା
ଅର୍ଚ୍ଚନାର କେଳେଙ୍କାରୀର ଫର୍ଦ୍ଦ ସରିବାରେ ନା ନେଉନି। କାରଣ କେସିଙ୍ଗା ସ୍ଥିତ ଏହି ଗୋଲାପୀ କୋଠାଟି ବୁଢାଡଙ୍ଗର ପାଦଦେଶରେ ଅଛି। ଆଉ ଏହି କୋଠାରେ ରୁହନ୍ତି ଅର୍ଚ୍ଚନାର ବାପା, ମା । ହେଲେ ଅଭିଯୋଗ ହୋଇଛି, ଏହି ୨ ମହଲା ଘର ହୃଷିକେଶ ମହଲା ନାମକ ଜଣେ ଟେଲର ଦୋକାନୀଙ୍କ ଦୋକାନ ଉପରେ ଛିଡ଼ା ହୋଇଛି
ସ୍ତ୍ରୀକୁ ମାରି ଅଗଣାରେ ପୋତିଦେଲା ମଦ୍ୟପ ସ୍ୱାମୀ । ୪୫ ଦିନ ପରେ ପୋଲିସ ଆସି ଖୋଳିଲା ମାଟି ମୃତଦେହ ଉଦ୍ଧାର କରିଛି ।
ସୋସିଆଲ ମିଡିଆରେ ସେହି ସମୟର ଲୋମହର୍ଷଣକାରୀ ଭିଡିଓ ଭାଇରାଲ୍ ହେଉଛି ।
ବାଣ ବ୍ୟବସାୟୀଙ୍କ ଅନ୍ୟ ଗୋଦାମରେ ବିପୁଳ ପରିମାଣର ବାଣ ଗଛିତ ଥିବା ସନ୍ଦେହ କରୁଛି ପୋଲିସ ।
NCB ଭିଜିଲାନ୍ସ ଟିମ୍ର ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । ୮ NCB ଅଧିକାରୀ ଜାଣିଶୁଣି ଆର୍ୟନଙ୍କୁ ଫସାଇଥିଲେ ।
ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।
ପୋଲିସ୍ର ଗୋଡ଼ ଧରିଲେ, ତଥାପି ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ରଖିଲେନି
ପଞ୍ଜାବ ଲୁଧିଆନା ଖୁର୍ସିଦପୁର ଗାଁର ଅମାନବୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ କୁଲଦୀପ ସିଂହଙ୍କୁ ଗିରଫ କଲା ପୋଲିସ ।
ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।
ଫୋନ୍ ପାଇଁ ପାଟିତୁଣ୍ଡ । ସ୍ତ୍ରୀର ମନ ରଖି ଦାମିକିଆ ମୋବାଇଲ୍ ଆଣି ଦେଇଥିଲେ ଯୁବକ । ହେଲେ ଟଙ୍କା ନଥିବାରୁ ଫାଇନାନ୍ସ କରି ମୋବାଇଲ କଣିଥିଲେ । ଅନ୍ୟପଟେ ଫାଇନାନ୍ସ ସମ୍ପର୍କରେ ସ୍ତ୍ରୀକୁ ଲୁଚାଇଥିଲେ । ଆଉ ଏତିକିରେ . . .
କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି।
ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡ଼ର୍ରେ ସୃଷ୍ଟି ହୋଇଛି କମ୍ପନ ।
ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ । ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହେଲେ, ଟଙ୍କା ଗଣିଲେ ।
ଭୁବନେଶ୍ୱର ମହିଳା ଥାନା ପୋଲିସ ଡାକ୍ତରଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାଁ ଜୟଦୀପ ଦାସଗୁପ୍ତା ।
ଅର୍ଚ୍ଚନାଙ୍କ ଲିଙ୍କରେ ବିଧାୟକ, ମନ୍ତ୍ରୀ, ପ୍ରଶାସକ ରହିଛନ୍ତି । ତେଣୁ ପୋଲିସ୍ ତଦନ୍ତ ସ୍ଥାଣୁ ପାଲଟିଛି । ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି ।
ବିପଦ ଅତିର୍କିତ ଆସେ। ହଠାତ୍ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ ।
ବାପା ଭାବୁଥିଲା ପୁଅ ମୋର ନିଖୋଜ ଅଛି, ଆଉ ପତ୍ନୀ ଭାବୁଥିଲେ ସ୍ୱାମୀକୁ ହତ୍ୟା କରାଯାଇଛି। ହେଲେ ସମସ୍ତଙ୍କୁ ଚକ୍ମା ଦେଖାଇ ନିଖୋଜ ନାଟକ କରି ୫ ବର୍ଷ ହେଲା ଫେରାର ଥିଲା ପୁଅ।
ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା ।