• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Fraud, Priest loot 30 lakhs
ଚିତା ଚୈତନ୍ୟ କାଟି ଲୁଟୁଥିଲେ, ନାମ ନେଲେ

ଅସଲି ପୂଜକଙ୍କ ନକଲି କାଣ୍ଡ। ଲୋକଙ୍କୁ ଚାକିରି ଦେବା, ବଡ ହସ୍‌ପିଟାଲରେ ଚିକିତ୍ସା କରିବା କହି ଲୁଟୁଥିଲେ। ଧରା ପଡିଗଲା ଏବେ ସବୁ କିଛି। ପୂଜକ ଭାବି ଲୋକେ କରିଥିଲେ ବିଶ୍ୱାସ, ହେଲେ ମିଳିଲା ବିଷ।

loot in kendrapara
ପ୍ରଧାନମନ୍ତ୍ରୀ ଓ ବଡ଼ ଅଫିସରଙ୍କ ଫଟୋ ସହ ନିଜ ଫଟୋ ଯୋଡ଼ି ଟଙ୍କା ଲୁଟିନେଲେ ନନା

ସାମ୍ନାକୁ ଆସିଲା ଭଦ୍ର ଚୋରଙ୍କ ଅସଲ ଚେହରା । ଚିତା ଚୈତନ ମାରି, ଭଦ୍ର ଲୋକର ମୁଖା ପିନ୍ଧି, ସହାନୁଭୂତି ଦେଖାଇ, ପିଠି ଆଉଁଶି ଗରିବଙ୍କୁ ଲୁଟୁଥିଲେ। ଲକ୍ଷେ କି ୨ ଲକ୍ଷ ନୁହେଁ, ପୁରା ଲୁଟି ନେଇଛନ୍ତି ୩୦ ଲକ୍ଷ। କିଏ ରୋଗର ଚିକିତ୍ସା କରିବା ପାଇଁ ତ କିଏ ଚାକିରି ପାଇବା ଆଶାରେ ଜମି ବାଡି ବିକି ଏଇ ଭଦ୍ର ଚୋରଙ୍କୁ ଦେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ ଟଙ୍କା ଦେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Drug Mafia Ranju Nayak
ଚନ୍ଦୁ ମର୍ଡର କେସ୍‌ର ପର୍ଦ୍ଦାଫାସ; ଦାଦା ବଟି ପାଇଁ ମୁଣ୍ତ ଗଡ଼ାଇଥିଲା ଲେଡି ନିଶା ମାଫିଆ

ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା ବେଳେ ଆଜି ଉଭୟଙ୍କୁ ଗିରଫ କରିଛି ପୋଲିସ୍‌।

tragic story
ବୁଡ଼ିଗଲା ଟଙ୍କା, ଜୀବନ ହାରିଦେଲେ ଯୁବକ

୧୦ଲକ୍ଷ ନିଜ ଟଙ୍କା ଓ ଆଉ ୧୦ ଲକ୍ଷ ଧାର କରିଥିଲେ ବିନୋଦ

death threat
‘ମୋର କେହି ଶତ୍ରୁ ନାହାନ୍ତି, ମୋତେ ହତ୍ୟା ଧମକ କାହିଁକି ?’

ବିଧାୟକଙ୍କୁ କିଏ ଓ କାହିଁକି ହତ୍ୟା ଧମକ ଦେଉଛି ?

Lots of money found from bus passenger
ଗଦା ଗଦା ନୋଟ୍, ପାଞ୍ଚ ଶହଠୁ ଆରମ୍ଭ କରି ଶହେ ଟଙ୍କିଆ ନୋଟ ଗଦା

ଏହି ବିପୁଳ ନୋଟ୍ ମିଳିଛି ବ୍ରହ୍ମପୁରରୁ କଟକ ଅଭିମୁଖେ ଏକ ଘରୋଇ ବସ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ। ତାଙ୍କ ଠାରୁ ଏହି ପୁଳା ପୁଳା ନୋଟ୍ ପୂରା ଫିଲ୍ମି ଷ୍ଟାଇଲ୍‌ରେ ମିଳିଛି।

Puri-Konark Marine Drive
ସମୁଦ୍ର ଆଁକୁ ଚାଲିଯିବନି ତ ପୁରୀ-ଚନ୍ଦ୍ରଭାଗା ମନୋରମ ବେଳାମାର୍ଗ ? 

କାରଣ ସମୁଦ୍ରର ଭୀମକାୟ ଢେଉ ମା଼ଡରେ ମେରାଇନ୍ ଡ୍ରାଇଭ୍‌ର ଇକୋ-ରିଟ୍ରିଟ୍ ସ୍ଥଳ ପାଖରେ ପ୍ରାୟ ୨୫୦ ମିଟର ପ୍ରାଚୀର ଧୋଇ ଯିବା ପରେ ଏବେ ସୃଷ୍ଟି ହୋଇଛି ଏଭଳି ଆଶଙ୍କା ।

Police Public Clash
ନିର୍ଦ୍ଦୋଷକୁ ରାତି ଅଧିଆ ଉଠାଇ ଆଣିଲା ପୋଲିସ ! ଥାନାରେ ପଶି ନିର୍ଧୁମ ଛେଚିଲେ ଗାଁ ଲୋକ

ଥାନାରେ ଭଙ୍ଗାରୁଜା, ପୋଲିସ କର୍ମଚାରୀ ଲହୁଲୁହାଣ । ଗଂଜେଇ ଚାଲାଣ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

journalist Siddique Kappan
ବହୁ ଚର୍ଚ୍ଚିତ ସାମ୍ବାଦିକ ସିଦ୍ଦିକ୍‌ କପ୍ପନଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ଜାମିନ, ତଥାପି ରହିବେ ଜେଲ୍‌ରେ

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ୍‌ ଗଣଦୁଷ୍କର୍ମ ମାମଲା ପରେ କପ୍ପନଙ୍କୁ ଗିରଫ କରାଯାଇଥିଲା ।

BJD Youth Leader
ଟ୍ରକ୍‌ ଚୋରି ଘଟଣାରେ ବିଜେଡି ଯୁବ ନେତା ଗିରଫ

ଅଶ୍ୱଜିତଙ୍କ ଗିରଫକୁ ନେଇ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 

Note Bundle
ଗଞ୍ଜେଇ ଧରିବାକୁ ହୋଇଥିଲା ଚଢ଼ାଉ, ମିଳିଲା ପୁଳା ପୁଳା ଟଙ୍କା ବିଡ଼ା

ସଂପୃକ୍ତ ବ୍ୟକ୍ତି ବସ୍‌ରେ ବ୍ରହ୍ମପୁରରୁ କଟକ ଯାଉଥିଲା ବୋଲି ପୋଲିସ ଆଗରେ କହିଛି ।

deadbody
ଦୁଇ ଦୁଇଟି ସନ୍ଦେହଜନକ ମୃତ୍ୟୁ ! ହଠାତ୍‌ କାହିଁକି କଲେ ଆତ୍ମହତ୍ୟା ?

ବୌଦ୍ଧ କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଠାକୁର ବେହେରାଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

Crime
ନୃଶଂସ ମାଆ ! ନବଜାତ କନ୍ୟା ସନ୍ତାନକୁ କଲା ହତ୍ୟା

୫ ଦିନର ଛୁଆକୁ ହତ୍ୟା କରିଥିବା ଅଭିଯୋଗ । ସଂପୃକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ ।

Fake currency worth Rs 16.11 lakh seized in Rourkela
କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି?

ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍‌ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୧ ହଜାର ହେବ।

Fake currency worth Rs 16.11 lakh seized in Rourkela
ଦୁର୍ଗାପୂଜାକୁ ଟାର୍ଗେଟ୍ କରି ଛପାଯାଉଛି ଜାଲି ନୋଟ୍‌ !

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି?

Special story
ବ୍ୟବସାୟୀଙ୍କ ଘରୁ ମିଳିଲା ୧୭କୋଟି : ଘର ଭିତରେ ଟଙ୍କାର ପାହାଡ଼

ମୋବାଇଲ୍ ଗେମିଂ ଫ୍ରଡର ତଦନ୍ତ ବେଳେ ମିଳିଲା ଟଙ୍କା

ଜାରି ହେଲା 144 ଧାରା
ଶବ ପାଇଁ ଶ୍ମଶାନ ନମିଳିବାରୁ ଉତ୍ତେଜନା: ୧୪୪ ଧାରା ଜାରି, ପୋଲିସ୍‌ର ଲାଠି ଚାର୍ଜ

ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା।

Duplicate Medicine
ଚିନ୍ତା ବଢାଇଲା ନକଲି ଔଷଧ, ଥାନାରେ ଏତଲା ଦେଲେ ଡ୍ରଗ୍ ଇନ୍ସପେକ୍ଟର

ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି।

Student of a private ITI attempts killing self over alleged ragging
ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ ! ବିଷ ପିଇଲେ ITI ଛାତ୍ର

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ।

Bhubaneswar Crime
ପାର୍ବଣ ଋତୁରେ ରାଜଧାନୀରେ ହତ୍ୟା ! ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ୟୁନିଟ୍-୮ର ଏକ ବସ୍ତି ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ସଂଘବଦ୍ଧ ହୋଇ କିଛି ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କଲେ ।

Self Kill Cases
ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା

ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା। କିଶୋରଠୁ ବୟସ୍କ କ୍ରମାଗତ ଭାବେ ଜୀବନ ହାରୁଛନ୍ତି । କିଏ ବ୍ୟବସ୍ଥା ବିରୋଧରେ ଲଢ଼େଇ କରି ନିରାଶ ହେବା ପରେ ତ ଆଉ କିଏ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏସବୁ ଭିତରେ ଆଜି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଅଚଳ ହୋଇଯାଇଥିବା ଜଣେ ଦିବ୍ୟାଙ୍ଗ ଯୁବକ ।

Album Actress
୧୦ ଦିନର ଛୁଆକୁ ଧରି ଡିସିପି ଅଫିସ୍‌ ଆଗରେ ଆଲବମ୍‌ ଅଭିନେତ୍ରୀ

ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା।

Self Kill Cases
ଜୀବନକୁ ଏତେ ଘୃଣା କାହିଁକି ?

ବ୍ୟବସ୍ଥା ଆଗରେ ବୋଝ ହୋଇଯାଉଛି କି ଜୀବନ ? ମୃତ୍ୟୁ ଅପେକ୍ଷା ମହଙ୍ଗା ହୋଇଯାଉଛି କି ଜୀବନ ଧାରଣ ?

Cheating On Wife
ରସିକିଆ ସ୍ୱାମୀ ସାମ୍ନାରେ ଦୁଇ ଗର୍ଭବତୀ ପତ୍ନୀ ହାତାହାତି

ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାରେ ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ..ହେଲେ ଉଭୟ ସାମ୍ନାସାମ୍ନି ହେବା ପରେ..

Red sandalwood smuggling
'ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର..ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା