• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Killer Mother
ମାଆ ହେବା ପୂର୍ବରୁ ମାଆର ଏ କି ରୂପ ? ଏତେ ନୃଶଂସ...

ସାବତ ଝିଅକୁ ମାରିବା ପାଇଁ ଏକ ବାକ୍ସରେ ବନ୍ଦ କରିଦେଇଛି ମାଆ । ଆଉ ସେହି କୁନି ଝିଅକୁ ମାତ୍ର ୯ ବର୍ଷ । 

  • Tuesday, 29 November 2022
rape
ଲଜ୍ଜା ! ଆଖିରେ ଦେଖିଲେ ଛାତ୍ରୀଙ୍କ ଦୁଷ୍କର୍ମ, ସାହାଯ୍ୟ କରିବା ପରିବର୍ତ୍ତେ ଇଜ୍ଜତ ଲୁଟିଲେ ସାର୍

ପ୍ରଧାନ ଶିକ୍ଷକଙ୍କୁ ଦେଖି ପଳାଇଲେ ରେପିଷ୍ଟ ! ତା’ପରେ ଶିକ୍ଷକ ପାଲଟିଗଲେ ସୈତାନ, ନିଜେ ବି ଛାତ୍ରୀଙ୍କୁ ଦୁଷ୍କର୍ମ କଲେ

Pramod Swain
EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ, କହିଲେ ମୋତେ ବ୍ଲାକ୍‌ମେଲ୍‌ କରୁଥିଲା ଅର୍ଚ୍ଚନା

ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍‌ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।

Special story
ଅପହୃତ ବିଜେପି ନେତା ଉଦ୍ଧାର ! ଶରୀରରେ ଲାଗିଛି ଆଘାତ

ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

Mother Tortured
ପୁଅ-ବୋହୂ ନିର୍ଯାତନା ଦେଲେ, କୋର୍ଟରୁ ଅର୍ଡର ଆଣି ଘରୁ ବାହାର କରିଦେଲା ମାଆ..

ଏହି ଘଟଣା ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରୁଛନ୍ତି । ଅନେକ ଲୋକ ମାଆର ଏଭଳି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି ।

  • Tuesday, 29 November 2022
ragging
ରାଗିଂ ଭୟ !!! ଦୁଇ ମହଲା ଛାତ ଉପରୁ ଡେଇଁ ପଡ଼ିଲେ ଛାତ୍ର

ବାରମ୍ବାର ଏପରି ଘଟଣାର ପୁନରାବୃତ୍ତି ହେଲେ ସୁଦ୍ଧା ରାଗିଂ କମୁନି କାହିଁକି ?

Lanjigarh BJD MLA Pradip Disari
ବିଜେଡି MLAଙ୍କ ନାଁରେ ଅପହରଣ ଅଭିଯୋଗ

ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି।

Murder
ପୁଅ ସହ ମିଶି ସ୍ୱାମୀକୁ ୨୨ ପିସ୍‌ କଲା ପତ୍ନୀ

ଅଞ୍ଜନଙ୍କ ମୃତଦେହକୁ ୨୨ ଖଣ୍ଡ କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ, ପୋଲିସ କହିଛି ଫ୍ରିଜ୍‌ରେ ୧୦ ଖଣ୍ଡ କରି ରଖାଯାଇଥିଲା ।

Aftab
ଖଣ୍ଡ ଖଣ୍ଡ କରିବା ପରେ ଶ୍ରଦ୍ଧାଙ୍କ ହାତରୁ ମୁଦି କାଢ଼ି ନୂଆ ଗର୍ଲଫ୍ରେଣ୍ଡକୁ ପିନ୍ଧାଇଥିଲା ଅଫତାବ୍

ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍‌ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।

Viral Video
ଜନ୍ମ ଦିନରେ ଖଣ୍ଡାରେ କେକ୍‌ କାଟିଲେ ଯୁବକ, ଭିଡିଓ ଭାଇରାଲ

ଏହି ଭିଡିଓ ନୟାପଲ୍ଲି ଥାନା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ନୟାପଲ୍ଲି ଥାନା ପୋଲିସ୍ ତନାଘନା ଚଳାଇଛି ।

SDJM
ଶୁଣାଣି ବେଳେ ଜଜ୍‌ଙ୍କୁ ଛୁରା ଦେଖାଇଲେ ଯୁବକ

ଘଟଣା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ ।

  • Monday, 28 November 2022
  • SDJM
Lady Blackmailer
କାଲିଠୁ କାହା ପାଳି ? ଅର୍ଚ୍ଚନା ମାମଲାରେ ଜେରା ହେବେ ଜମି ମାଲିକ, ସୁନା ବ୍ୟବସାୟୀ

ଶ୍ରଦ୍ଧାଞ୍ଜଳି, ଡ୍ରାଇଭର ଚନ୍ଦନ ଓ ଖଗେଶ୍ୱରର ବୟାନ ଆଧାରରେ ତାଲିକା ପ୍ରସ୍ତୁତ

Man threatens minor to cut her into pieces after she rejects marriage proposa
‘ମୋତେ ବାହା ନହେଲେ ପିସ୍‌ ପିସ୍‌ କରିଦେବି’...ବାହା ହେବା ପାଇଁ ମନା କରିବାରୁ ନାବାଳିକାଙ୍କୁ ଧମକ

‘ମୋତେ ବାହା ନହେଲେ ପିସ୍‌ ପିସ୍‌ କରିଦେବି’। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି।

murder
ବୀଭତ୍ସ ! ! ମୁଣ୍ଡରେ ପଥର ଛେଚି ଇଟା ଭାଟି ମାଲିକଙ୍କୁ ହତ୍ୟା

ମୃତକ ପାତାପାଟ ଗାଁର, ହତ୍ୟାର କାରଣ ଅସ୍ପଷ୍ଟ ରହିଛି

crime
ଶିକ୍ଷକଙ୍କ କି ରାଗ ! ପଣିକିଆ ନକହି ପାରିବାରୁ ଛାତ୍ର ହାତରେ ଡ୍ରିଲ ମେସିନ୍‌ ଚଳାଇଦେଲେ . .

ରାଗରେ ହିତାହିତ ଜ୍ଞାନ ଭୁଲି ଏପରି ଦଣ୍ଡ ଦେବା କ’ଣ ଠିକ୍‌ ?

Special Story | Shraddha Murder Mystery | Accused Aaftab’s cell to be changed in Tihar jail
ସେଲ୍‌ ନମ୍ବର ୪...ଅଫତାବ୍‌ର ନୂଆ ଠିକଣା

ବଦଳିଲା ଅଫତାବ୍‌ର ଠିକଣା। ଏଣିକି ତିହାର ଜେଲର୍‌ ସେଲ୍‌ ନମ୍ବର-୪ରେ ରହିବ ଅଫତାବ୍‌..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍‌...

two union ministers
କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ! ଖସି ପଳାଇଲେ ଅପରିଚିତ ବ୍ୟକ୍ତି

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO।

Inhumanity
ଏମିତି ପୁଅ କାହାକୁ ନମିଳୁ ! ବୃଦ୍ଧ ବାପା-ମାଆ ଥରି ଥରି ଅଧରାତିରେ କାନ୍ଦି କାନ୍ଦି ଥାନାରେ.. ଦେଖନ୍ତୁ ଭିଡିଓ

ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?

  • Sunday, 27 November 2022
  • Soro
3 Brothers Shot Dead By Miscreants In Rajasthan
ହଠାତ୍‌ ଘରେ ଭିତରେ ପଶିଲେ, ଶୋଇଥିବା ବେଳେ ଆଖିବୁଜା ଗୁଳିମାଡ଼ କଲେ; ୩ ଭାଇ ମୃତ

ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି। 

Archana Nag Case
କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍

ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍‌ରେ ନାହିଁ।