Advertisment

ଛତିଶଗଡରେ ପାଟଣାଗଡ଼ ପାର୍ସଲ ବୋମା ଷ୍ଟାଇଲ

ମ୍ୟୁଜିକ୍ ସିଷ୍ଟମରେ ବିସ୍ଫୋରକ ଖଞ୍ଜିଥିଲା ପୂର୍ବତନ ପ୍ରେମିକ । ଅଭିଯୁକ୍ତକୁ ଅଟକ ରଖି ପୋଲିସର ଖୋଳତାଡ଼ ।

author-image
Satyendu Shekher Mishra

ଛତିଶଗଡରେ ପାଟଣାଗଡ଼ ପାର୍ସଲ ବୋମା ଷ୍ଟାଇଲ । ପାର୍ସଲ ବିସ୍ଫୋରଣରେ ବର ଓ ବଡ଼ଭାଇ ମୃତ, ୪ ଆହତ । ମ୍ୟୁଜିକ୍ ସିଷ୍ଟମରେ ବିସ୍ଫୋରକ ଖଞ୍ଜିଥିଲା ପୂର୍ବତନ ପ୍ରେମିକ । ଅଭିଯୁକ୍ତକୁ ଅଟକ ରଖି ପୋଲିସର ଖୋଳତାଡ଼ ।

Advertisment
Advertisment
Advertisment