Advertisment

ଦୁର୍ନୀତି କରିବାକୁ ଡର ନାହିଁ, ସବୁଠି ନିମ୍ନ ମାନର କାମ

ବୋରିଗୁମାରେ ୮ ବର୍ଷ ଧରି ମରାମତି ହେଉନି ରାସ୍ତା, ଲୋକେ ହିନସ୍ତା ।

author-image
Satyendu Shekher Mishra

ଦୁର୍ନୀତି କରିବାକୁ ଡର ନାହିଁ, ସବୁଠି ନିମ୍ନ ମାନର କାମ । ନାକଟିଦେଉଳରେ ସପ୍ତାହେ ନଯାଉଣୁ ରାସ୍ତାରୁ ଉଠିଗଲା ପିଚୁ । ଖୋର୍ଦ୍ଧାରେ ନୂଆ ତିଆରି ରାସ୍ତାରେ ବାରମ୍ବାର ପଡୁଛି ପ୍ୟାଚ୍ । ବୋରିଗୁମାରେ ୮ ବର୍ଷ ଧରି ମରାମତି ହେଉନି ରାସ୍ତା, ଲୋକେ ହିନସ୍ତା ।

Advertisment
Road Problem
Advertisment
Advertisment