ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସଦର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାତିରେ କାଜୁ ବଗିଚାରୁ ଘରକୁ ଫେରିଲା ବେଳେ ବୀଭତ୍ସ ହତ୍ୟା
ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇବା ଓ ତାକୁ ପୁଣି ଫେସବୁକରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା।
ମଣିଷ ସତରେ ଏତେ ଜଘନ୍ୟ କାଣ୍ଡ କରିପାରେ . . ବସ୍ତାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ ।
ଟେକ୍ସାସ୍ରେ ପୁଣିଥରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଟେକ୍ସାସ୍ର ଏକ ଶପିଂ ମଲ୍ରେ ହୋଇଥିବା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
ବିଚ୍ ବଜାରରେ ରାତିରେ ବୁଲିଲା ଖଣ୍ଡା। ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଶୁକ୍ରବାର...ରାତି ପ୍ରାୟ ୧୦ ଟା । ହଠାତ୍ ଲେଡିଜ୍ ହଷ୍ଟେଲ୍ରେ ପଶିଗଲେ ଦୁର୍ବୃତ୍ତ...ଖାଲି ହଷ୍ଟେଲ୍ ଭିତରେ ପଶିଲେ ତାହା ନୁହେଁ ବରଂ ଖେଳାଇ ଦେଲେ ଆତଙ୍କ । ରାତି ହୋଇଥିବାରୁ ଅଧିକାଂଶ ଯୁବତୀ ନିଜନିଜ ରୁମ୍ରେ ଥିଲେ । ଆଉ ଏତିକି ବେଳେ ଗାଳିମନ୍ଦ ଦେବା ସହିତ ଯୁବତୀଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଖେଳିଯାଇଛି ଭୟର ବାତାବରଣ
ରାତି ୧୦ଟା ବେଳେ ଲେଡିଜ୍ ହଷ୍ଟେଲ୍ରେ ପଶିଗଲେ ଦୁର୍ବୃତ୍ତ । ଘୋଷାରି ଆଣି ପିଟିଲେ, ଅଶ୍ଳୀଳ ଇଙ୍ଗୀତ କଲେ । ବିରୋଧ କରିବାରୁ ମାଡ ବି ମାରିଲେ । ପୋଲିସ ପହଞ୍ଚିଲା ବେଳକୁ...
ଦୁଃଖର ବିଷୟ ଯେ, ଆପଣ ଭଗବାନଙ୍କୁ ଦର୍ଶନ ପାଇଁ ଯେଉଁ ଟିକେଟ କିଣିଥିବେ ତାହା ନକଲି ସାବ୍ୟସ୍ତ ହେବ ।
କବାବ୍ ଖାଇଦେଲେ, ଟଙ୍କା ଦେଲେନି । ଟଙ୍କା ମାଗିବାରୁ ଗୁଳି ମାରିଦେଲେ . . ବରେଲିର ପ୍ରେମନଗର ଅଞ୍ଚଳର ଏକ ପୁରୁଣା କବାବ ଦୋକାନରେ ଏହି ଘଟଣା ଘଟିଛି।
ହନିଟ୍ରାପର ଶିକାର ହୋଇଛନ୍ତି ଡିଆରଡିଓ ସାଇଣ୍ଟିଷ୍ଟ । ମହିଳା ଆଇଏସ୍ଆଇ ଏଜେଣ୍ଟଙ୍କୁ ଦେଲେ ଭାରତର ଗୁପ୍ତତଥ୍ୟ । ବ୍ୟକ୍ତିଗତ ଫଟୋ ଆଦାନ ପ୍ରଦାନ ପରେ ବ୍ଲାକମେଲ୍ କରୁଥିଲେ ରହସ୍ୟମୟୀ ।
ଏମିତି ମଣିଷକୁ ଧିକ୍ । ଜଣେ ଦିବ୍ୟାଙ୍ଗ ଦୋକାନୀ ଫଲ ଦେବା ପାଇଁ ମନା କରିଦେବାରୁ ରାସ୍ତା ମଝିରେ ଗୋଇଠା ପକାଇଲେ ।
ଶିକ୍ଷକଙ୍କୁ ମାରିଲା କିଏ ? ତଦନ୍ତ ଆରମ୍ଭ କରିଛି ପୋଲିସ୍ . . .
ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା ଘଟଣା । ନୟାପଲ୍ଲୀ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।
୧୦ ବର୍ଷ ତଳର ଶତ୍ରୁତା ପାଇଁ ଜୀବନ ଚାଲିଗଲା । ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଜଣ ମହିଳାଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି।
ଗତ ଏପ୍ରିଲ ୧୯ ତାରିଖରେ ମଣିପୁରର ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ମଣିପୁରରେ ପ୍ରତିବାଦ କରାଯାଇଥିଲା
ବାଇକ୍ରେ ଆସି ଅଚାନକ ଗୁଳିମାଡ଼ କରି ଚମ୍ପଟ ମାରିଲା ଦୁର୍ବୃତ୍ତ। ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆ ହତ୍ୟା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଗ୍ୟାଙ୍ଗୱାର୍ରେ ସାମିଲ କଏଦୀମାନେ ୧୦୦ରୁ ଅଧିକ ଥର ଟିଲ୍ଲୁ ଶରୀରରେ ଛୁରୀ ଭୁସିଥିଲେ।
ଠକେଇ ଟଙ୍କାରେ ଅଏସ୍ । ନାମିଦାମୀ ଗାଡି ଚଢୁଥିଲା, ସୁନ୍ଦରୀ ଯୁବତୀଙ୍କୁ ବସାଇ ଲୋକଙ୍କୁ ଫସାଉଥିଲା
ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ। ଆଉ ସେହି ଟଙ୍କାରେ ଅୟସ କରୁଥିଲା ଅଭିଯୁକ୍ତ ।
ଏସଟିଏଫର ଏନକାଉଣ୍ଟରରେ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ନିପାତ
ଯୁବତୀ ଜଣକ ସବୁବେଳେ ଯୁବକଙ୍କୁ ଫୋନ୍ କରି ତାଙ୍କର ଫଟୋ ଏବଂ ଭିଡିଓ ରଖିଥିବା କଥା କହୁଥିଲେ ।
ଘଟଣା ଘଟିବାର ତିନି ଦିନ ପରେ ସୋନୁଙ୍କ ପରିବାର ଲୋକ ଥାନାରେ ସେ ନିଖୋଜ ହୋଇଥିବା ନେଇ ଖବର ଦେଇଥିଲେ । ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇଥିଲା ।
ପେନ୍ସନ୍ ଟଙ୍କା ହାତେଇବା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖିଲେ। ମାସେ କି ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଶବକୁ ଫ୍ରିଜରରେ ରଖାଯାଇଥିଲା।
ପ୍ରାୟ ଦେଢ଼ମାସର ଲୁଚକାଳି ଖେଳ ପରେ କବଜାକୁ ଆସିଛି ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । କମିଶନରେଟ୍ ପୋଲିସର ଏକ ସ୍ପେଶାଲ ଟିମ୍ ବାଉନସର ଗ୍ୟାଙ୍ଗର ସର୍ଦ୍ଦାର ରାଘବ ଜେନା ଓ ତାର ଜଣେ ସହଯୋଗୀକୁ ବାଙ୍କୀ ଅଞ୍ଚଳରୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିସହ ବାଉନସର ଗ୍ୟାଙ୍ଗ ଆତଙ୍କ ମାମଲାରେ ଗିରଫଦାରୀ ସଂଖ୍ୟା ୨୧ରେ ପହଞ୍ଚିଛି ।