ନୟାଗଡ଼ର ନିଲମ୍ବିତ ଯୋଗାଣ ଅଧିକାରୀଙ୍କ ସଂପତ୍ତି ଦେଖି ଜଳକା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ ବେଳେ ଅନେକ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ ।
Published By: Tanmay Kumar Mahalik
Last updated: 16 June 2023, 02:21 PM IST
ଏସ୍.ଏନ୍ ମହାନ୍ତି କଂପାନୀଠାରୁ ଲୁହାପଥର କାରବାରରେ ହିଁ ଟିକସ ଫାଙ୍କିଥିବା ନେଇ ଅଭିଯୋଗ ପାଇଁ ଆଇଟି ରେଡ୍ ହୋଇଛି ।