ଟଙ୍କା ସୁରକ୍ଷିତ ରହିବ ଭାବି ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ଜମା କରିଥାନ୍ତି। କିନ୍ତୁ ପୋଷ୍ଟ ମାଷ୍ଟର ଯଦି ଗରିବ ଲୋକଙ୍କ ଟଙ୍କା ଲୁଟିବେ, ତେବେ କହିବା କାହାକୁ
ସୁନା ଚେନ୍ ମାଗିଥିଲା ଜ୍ୱାଇଁ, ହେଲେ ଶ୍ୱଶୁର ଘର ଲୋକ ଦେଇ ନପାରିବାରୁ ଝିଅକୁ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ ।
କଂପ୍ୟୁଟରରୁ ମିଳିଲା କାନ୍ଦଭରା ଫଟୋ ଓ ଭଏସ ମେଲ୍ ! ମୃତ୍ୟୁ ପାଇଁ ପ୍ରବର୍ତ୍ତାଇବାର ପ୍ରମାଣ ଖୋଜୁଛି ପୋଲିସ ।
DZ Azexଙ୍କ ଭଏସ୍ ମେସେଜ୍ରୁ ଜଣାପଡ଼ୁଛି ସେ କେତେ କଷ୍ଟରେ ଥିଲେ । ତାଙ୍କ ପ୍ରତିଟି କଥା ବେଶ୍ ବେଦନାଭରା ରହିଛି ।
ପୁଅ ହୋଇଗଲା ପର ଟଙ୍କା ହେଲା ନିଜର
ବ୍ରେକ୍ ଅପ୍ ତାଙ୍କର ମୃତ୍ୟୁର ଅନ୍ୟ ଏକ କାରଣ ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ବାପାମା’ଙ୍କ ଗାଳିକୁ ପ୍ରାଣ ଭୟ । ପରୀକ୍ଷା ଭଲ ନହେବାରୁ ମିଛ ନାଟକ ରଚିଲେ । ହେଲେ ପୋଲିସ୍ ଆଗରେ ସବୁ ସତ ଧରାପଡ଼ିଗଲା ।
ଆଜେକ୍ସ(DZ Azex Death Case)ଙ୍କ ବେକରେ ଦାଗ ଥିବା ମଧ୍ୟ ଉଲ୍ଲେଖ
ବେଶ୍ ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଅକ୍ଷୟଙ୍କ ମୃତ୍ୟୁ ପଛରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗଙ୍କ ସଂପୃକ୍ତି ଥିବା ସିଧାସିଧା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମାତ୍ର ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ୫ଟା ପରେ ବଦଳିଯାଇଛି ସମସ୍ତ ଚିତ୍ର ।
ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍ଇନ୍ରେ ରହୁଥିଲେ । ଲିଭ୍ଇନ୍ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ ।
ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍ ।
ପୋଲିସ କନେଷ୍ଟବଳ ମନୋଜ କୁମାର ମୁଦୁଲି ଗିରଫ
ପ୍ରେମ କରି ହଟହଟା ହେଲେ ବିବାହିତ ଯୁବକ ।
ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।
ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।
ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।
କୂଅ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ। ପ୍ରେମିକାର ତଣ୍ଟି ଚିପି ହତ୍ୟା ପରେ ପ୍ରେମିକ ମୃତଦେହ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।
ଡିଜେ ଆଜେକ୍ସଙ୍କ ମୃତ୍ୟୁର କାରଣ କ’ଣ ? କେମିତି ଓ କାହିଁକି ଆଜେକ୍ସଙ୍କ ମୃତ୍ୟୁ ହେଲା ? ପ୍ରେମ ପାଇଁ ଚାଲିଗଲା କି ଜୀବନ ? ଏବେ ଏମିତି କିଛି ପ୍ରଶ୍ନ ଡିଜେ ଆଜେକ୍ସଙ୍କ ମୃତ୍ୟୁ ସହ ସାମ୍ନାକୁ ଆସିଛି।
ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘଦିନ ହେବ ୪ ଜିଲ୍ଲାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ ଏହି ଲୁଟେରାମାନେ । ଭିନ୍ନ ଭିନ୍ନ ତରିକାରେ ସେମାନେ କରୁଥିଲେ ଲୁଟ୍ । ମୁହଁରେ ଭାଲୁ ମୁଖା ପିନ୍ଧୁଥିବାରୁ ସହଜରେ ଚିହ୍ନା ବି ପଡୁନଥିଲେ । ତେବେ ଉଦଳା ଥାନା ବରବାଡି କେନାଲ ଛକରେ ଲୁଟ୍ ପାଇଁ ପ୍ଲାନ୍ କରୁଥିବା ବେଳେ ମାଡି ବସିଥିଲା ପୋଲିସ୍ । ପୋଲିସର ଅଚାନକ ଚଢାଉ ବେଳେ ଜଣେ ଲୁଟେରା ଖସିଯାଇଥିବା ବେଳେ ୪ ଜଣଙ୍କୁ ବାନ୍ଧିଛି ପୋଲିସ୍।
କଟକ, ଭୁବନେଶ୍ୱରରେ ଯଦି ଆପଣ ଘର ଭଡ଼ାରେ ଦେଉଛନ୍ତି ତା’ହେଲେ ସାବଧାନ ! କାହିଁକି ନା ଭଡ଼ା ଶୁତ୍ରରେ ରହିବା ପରେ ବ୍ଲାକମେଲ୍ କରୁଛନ୍ତି କିଛି ଲୋକ।
କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା