କଳାହାଣ୍ଡି ପୋଲିସକୁ ଖବର ଦେଇ ନଜର ରଖିଥିଲେ ମାଓବାଦୀଙ୍କ ଉପରେ । ତେବେ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOର କମାଣ୍ଡୋ ପହଁଚିବା ପୂର୍ବରୁ ସଉଦା କିଣି ଗାଁରୁ ବାହାରିଯାଉଥିଲେ ମାଓବାଦୀ ।
ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।
ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।
ଟ୍ରାଫିକ୍ ଫୋଷ୍ଟ କ୍ୟାମେରା ଜଣେ ବିବାହିତ ବ୍ୟକ୍ତିଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି। ଆସନ୍ତୁ ପୂରା ଖବର ଉପରେ ନଜର ପକେଇବା।
ଦୁର୍ଭାଗ୍ୟବଶତଃ ଯେଉଁ ରୋଗୀକୁ ଡାକ୍ତର ନୂଆ ଜୀବନ ଦେଉଥିଲେ, ସେହି ରୋଗୀ ହିଁ ନେଇଗଲା ତାଙ୍କର ଜୀବନ ।
ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।
ପୁଣି ‘ପୁଷ୍ପା’ ଷ୍ଟାଇଲରେ ସ୍ମଗଲିଂ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପୁଣି ‘ପୁଷ୍ପା’ ଷ୍ଟାଇଲରେ ଚୋରା ଚାଲାଣ ଘଟଣା ସାମ୍ନାକୁ ଆସିଛି।
୯ ବର୍ଷିୟ ନାବାଳିକା ଜଣକ ତାଙ୍କ ମା'ର ହତ୍ୟାକାଣ୍ଡର ସାକ୍ଷୀ ଥିଲେ । ତାଙ୍କ ମା’ଙ୍କୁ ତାଙ୍କ ବାପା ହତ୍ୟା କରିଥିବା ସେ କୋର୍ଟରେ ସାକ୍ଷୀ ଦେଇଛନ୍ତି ।
ଆଇନର ପଞ୍ଝା ସଶକ୍ତ ହୋଇଥିବା ସତ୍ୱେ ସମାଜରୁ ଏବେ ବି ଲୋପ ପାଇନି ସାମାଜିକ ବାସନ୍ଦ ଭଳି କୁପ୍ରଥା।
ସୋହେଲାର ସିସିଟିଭି ଫୁଟେଜ ଭାଇରାଲ । ଭିଡିଓରେ ଗୁଡ୍ଡୁ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଭିଡିଓରେ ଥିବା ଲୋକ ଗୁଡ୍ଡୁ ନୁହେଁ, ମୁଁ ଶେଖ ହମିଦ ।
ସ୍ୱାମୀ ଅତିକ ଅହମ୍ମଦର ଅପରାଧ ସାମ୍ରାଜ୍ୟକୁ ଏବେ ଚଳାଉଛନ୍ତି ପତ୍ନୀ ସାଇସ୍ତା । ଆଉ ପୋଲିସ ପାଇଁ ପାଲଟଛନ୍ତି ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ ।
ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ ।
ସେଇ ଦିନ ସେ ନମାଜ ପାଠ କରିବାକୁ ଯାଇଥିଲେ। ତେବେ ଏ ପ୍ରସଙ୍ଗରେ ବରଗଡ଼ ପୋଲିସ ମୁହଁ ଖୋଲିନି ।
ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍ର ଲିଙ୍କ୍ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍ଙ୍କ ସହ ଗୁଡ୍ଡୁ ମୁସଲିମ୍ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି ।
ପରିବାରର ସଦସ୍ୟଙ୍କୁ ସୁନା ଓ ଟଙ୍କା କେଉଁଠାରେ ରହିଛି ବୋଲି ଡକାୟତମାନେ ପଚାରିବା ସହ ଲୁଟ୍ କରିଥିଲେ । ଲୁଟ୍ କରିବା ସମୟରେ ୩ଜଣ ଲୁଟେରା ଘରର ସଦସ୍ୟମାନଙ୍କୁ ଭୟଭୀତ କରାଇ ଜଗି ରହିଥିଲେ । ଅନ୍ୟ ଦୁଇଜଣ ଲୁଟେରା ଘରର ସମସ୍ତ ସ୍ଥାନ ଯାଞ୍ଚ କରିବା ସହିତ ଲୁଟ୍ କରିଥିଲେ ।
ସ୍ୱାମୀ ଆୟୋଜନ କରିଥିଲେ ରାମକଥା . . . ହେଲେ ରାମକଥା ଆୟୋଜନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା । ପ୍ରବଚକ ସହ ଫେରାର ହୋଇଗଲେ ବିବାହିତା ମହିଳା ।
ଅନେକ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବି ଜାଣିଶୁଣି ବିବାହରେ ବିଳମ୍ବ କରୁଥିଲେ ପ୍ରେମିକ । ଶେଷରେ ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖା ପାଲଟିଲା ପ୍ରେମିକା. . .
ଧରାପଡ଼ିଲେ ଉତୁପାତିଆ ରୋଡ୍ ରୋମିଓ । ଭୁବନେଶ୍ୱରର ଲେଡିଜ୍ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ । ଏପଟେ ଅଘଟଣ ପରେ ଚେତାକୁ ଆସିଲା ପୋଲିସ୍ । ଗାଇଡଲାଇନ୍ସ ନମାନି ହଷ୍ଟେଲ କରିଥିଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଚାବନୀ ।
ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା ।
ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା ।
ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍ବୁକ୍ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।
ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।
ଦେବ ଦେବ ମହାଦେବଙ୍କୁ ଦର୍ଶନ କରି ଗାଡ଼ିରେ ସ୍ତ୍ରୀକୁ ଅପେକ୍ଷା କରିଥିଲେ ବିଜେପି ନେତା । ହଠାତ୍ ଗାଡ଼ି ପାଖରେ ରହିଲା ଏକ ବାଇକ୍ . . ଆଉ ତା’ପରେ ..
ନୟାପଲ୍ଲୀ ଲେଡିଜ ହଷ୍ଟେଲରେ ଦୁର୍ବତ୍ତଙ୍କ ଆକ୍ରମଣ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ
ପୁଅ ହତ୍ୟାର ପ୍ରତିଶୋଧ ନେଲା ବାପା। ହତ୍ୟାକାରୀକୁ ଜାମିନରେ ଆଣି ପରେ ତା’ର ଜୀବନ ନେଲେ। ଉତ୍ତରପ୍ରଦେଶ ଖେରି ଜିଲ୍ଲାର ମିତାଉଲି ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।