Naba Das - Gopal Das
ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ଦର୍ଶା ଯାଇଥିବା ହତ୍ୟା କାରଣକୁ ନେଇ ଚର୍ଚ୍ଚା । ଗୋପାଳର ପଲିଗ୍ରାଫ୍ ରିପୋର୍ଟ ଆସିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କ ଜଣେ ଲୋକ ମନୋଜ ବରିଆ ଯିଏ ଗୋପାଳଙ୍କୁ ନବ ରାଗିଥିବା କହିଥିଲେ । ଏହି କଥା ପଲିଗ୍ରାଫ୍ ଟେଷ୍ଟରେ ଉଲ୍ଲେଖ ରହିଛି । ଗୋପାଳ ନିଜ ବଡ଼ ଭାଇ ସହ ଥିବା ବେଳେ ମନୋଜ କହିଥିଲେ କି ଦାଦା ତୁମ ଉପରେ ରାଗିଛନ୍ତି। ତୁମେ ଅର୍ଥାତ ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)