ସଭା ମଝିରେ ନବବଧୂ ସିଧା ସିଧା ରଖିଲା ଯବାବ । କହିଲା, ଯାହାର ବାଇକରେ ଲୋଭ ତାକୁ ମୋର ବାହାହେବାର ନାହିଁ ।
ପୁଣି ଜଣେ ଅଭିନେତ୍ରୀ ଆଣିଲେ କାଷ୍ଟିଂ କାଉଚ୍ ଅଭିଯୋଗ । ହେଲେ ଏଥିରେ କେବଳ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କର ଭୁଲ ନଥାଏ, ଏଥିପାଇଁ ଝିଅମାନେ ବି ଦାୟୀ ।
ଯୌତୁକ ପ୍ରଥାକୁ ବିରୋଧ କରି ଚର୍ଚ୍ଚାରେ ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ।
ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବା ସହ ମା’କୁ ହତ୍ୟା କରିଥିବା କଥା ମଧ୍ୟ ସ୍ୱୀକାର କଲା ଝିଅ। ବେଙ୍ଗାଲୁରୁର ମିକୋ ଲେଆଉଟ୍ ଅଞ୍ଚଳରେ ଏହି ଘଟଣା ଘଟିଛି।
ଭିଜିଲାନ୍ସ ଜାଲରେ ପଡିଥିବା କଟକ ସଦର ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ଠାରୁ ଆଜି ଜବତ ହୋଇଛି ଅମାପ ସମ୍ପତ୍ତି ।
ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ସିନେ ଇଣ୍ଟଷ୍ଟ୍ରୀରେ ବହୁ ହିଟ୍ ଗୀତ ଗାଇଥିବା ଆଗଧାଡ଼ିର ପ୍ଲେ ବ୍ୟାକ୍ ସିଙ୍ଗର ସୌରୀନ୍ଙ୍କ ବିରୋଧରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ।
କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ
ଯିଏ ଜେଲ୍ରୁ ମୁକୁଳାଇଲେ, ତାକୁ ଗୁଳି କରି ହତ୍ୟା କଲେ। ସ୍ତ୍ରୀ ଧୋକା ଦେଉଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୩୨ ବର୍ଷୀୟା ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଯୁବତୀଙ୍କୁ ଏଭଳି ବୀଭତ୍ସ ଭାବରେ ହତ୍ୟା କରାଯାଇଛି, ତାଙ୍କ ମୃତଦେହ ଦେଖିବା ପାଇଁ ଭୟ ଲାଗୁଛି ।
ପ୍ରଥମେ ଜଗତପୁର ଥାନାରୁ ଯାଇ ମହିଳା ଥାନାରେ ଯୁବତୀ ଜଣକ ଏତଲା କରିଛନ୍ତି । ଯୁବତୀ ଜଣଙ୍କୁ ଗାୟିକା କରାଇ ଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ ହୋଇଛି ।
ଡଚ୍ ୟୁଟ୍ୟୁବରଙ୍କୁ ବେଙ୍ଗାଲୁରୁର ଏକ ମାର୍କେଟ୍ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ନିଜ ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ବ୍ଲଗ୍ କରୁଥିବା ବେଳେ ସେଠାକାର ଜଣେ ସ୍ଥାନୀୟ ବ୍ୟବସାୟୀ ସମ୍ପୃକ୍ତ ୟୁଟ୍ୟୁବରଙ୍କୁ ହଇରାଣ କରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଛନ୍ତି ଜଣେ ଛାତ୍ର। ସେ ସିଭିଲ ସର୍ଭିସ୍ (UPSC) ପାଇଁ ପ୍ରସ୍ତୁତ ହେଉଥିଲେ।
ନବଜାତ ଶିଶୁଟି ଗୁରୁତର ରୋଗରେ ପୀଡ଼ିତ ବୋଲି ଜାଣିବା ପରେ ହସ୍ପିଟାଲର ପରିତ୍ୟକ୍ତ ଲାଟ୍ରିନ୍ ରୁମରେ ଛାଡ଼ି ପଳାଇଲେ ବାପା ମାଆ। ତେବେ ସୈାଭାଗ୍ୟବତଃ ୪ ଦିନର ଛୁଆଟିକୁ ଜୀବିତ ଅବସ୍ଥାରେ ଉଦ୍ଧାରି କରିଛି ପୋଲିସ ଓ ଚାଇଲଡଲାଇନ୍। ବ୍ରହ୍ମପୁର ସହରର ଏକ ଘରୋଇ ନର୍ସିଂହୋମରୁ ଶିଶୁଟିକୁ ଉଦ୍ଧାର ପରେ ଏ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଏଭଳି ଦାୟିତ୍ୱହୀନତା ଲାଗି ଛୁଆର ବାପା-ମାଆ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କେସ୍ ଠୁଙ୍କିଛି ପୋଲିସ୍।
ଜନ୍ମ ପରେ ମାଆର କୋଳ ବଦଳରେ ପରିତ୍ୟକ୍ତ ଲାଟ୍ରିନ୍ କୋଠରୀରେ ନବଜାତ ଶିଶୁ। ଆସିବାର ୪ ଦିନ ପରେ ବି ମାଆ,ବାପା କିମ୍ବା ସମ୍ପର୍କୀୟଙ୍କ ପାଇଁ ସେ ଅଲୋଡ଼ା, ଅଖୋଜା।
ପ୍ରଥମେ ନିଜ କିଛି ଯୁବକଙ୍କୁ ରୋଜଗାରର ଲୋଭ ଦେଖାଇ ହ୍ୱାଟସ୍ଆପ୍ ଗ୍ରୁପ ତିଆରି କରନ୍ତି ଅଭିଯୁକ୍ତ । ଏହାପରେ ବିଭିନ୍ନ ଦୋକାନରେ ଗ୍ରାହକ ଦାଖଲ କରିଥିବା ଆବଶ୍ୟକ କାଗଜପତ୍ରକୁ ହାତେଇ ଏବଂ କୌଶଳକ୍ରମେ OTP ଜେନେରେଟ କରି ଆରମ୍ଭ କରନ୍ତି ପ୍ରି-ଆକଟିଭେଟେଡ ସିମ୍ କାର୍ଡର କ୍ରାଇମ୍ ସିଣ୍ଡିକେଟ ।
ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା
ବସ୍ତର ମାଓ ସଂଗଠନ ପାଖରେ ୧୦ରୁ ଅଧିକ ଡ୍ରୋନ ଥିବା ସୂଚନା
ଭଉଣୀ ବାହାଘର ପାଇଁ ସାଇତି ରଖିଥିଲେ ସୁନା, ଟଙ୍କା । ଅଧ ରାତିରେ ଘରେ ପଶିଗଲେ ଚୋର...ଗଡରେଜ ତାଡି ସବୁ ନେଇଗଲେ । ଏବେ ଭାଇ ପଚାରୁଛି ଭଉଣୀ ବାହାଘର ମୁଁ କେମିତି କରିବି?
ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ।
ସେମାନେ ଲିଭ-ଇନରେ ଥିଲେ ନା ବିବାହ କରିଥିଲେ? ଲାଜରେ ଲୁଚାଇଥିଲେ କି ବୈବାହିକ ସଂପର୍କ? ଘରେ ସ୍ୱାମୀ-ସ୍ତ୍ରୀ, ବାହାରେ ଥିଲେ ମାମୁଁ-ଭାଣିଜୀ ?
ଭଉଣୀ ବାହାଘର ପାଇଁ ସାଇତି ରଖିଥିଲେ ସୁନା, ଟଙ୍କା । ଅଧ ରାତିରେ ଘରେ ପଶିଗଲେ ଚୋର...ଗଡରେଜ ତାଡି ସବୁ ନେଇଗଲେ । ଏବେ ଭାଇ ପଚାରୁଛି ଭଉଣୀ ବାହାଘର ମୁଁ କେମିତି କରିବି?
ଅଭିଯୁକ୍ତଙ୍କଠାରୁ ୧୬ ମୋବାଇଲ ଓ ୨୬ ଶହ ଟଙ୍କା ଜବତ କରାଯାଇଛି ।
ବାପା ନା ରାକ୍ଷସ ! ନିଜ ଜନ୍ମ କଲା ପୁଅକୁ ହତ୍ୟା କରି ଟାଙ୍ଗି ଦେଲା ପିଶାଚ ବାପା। ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଅନ୍ୟ ଜଣେ ସହ ଫେରାର ହୋଇଯିବାରୁ ବ୍ୟକ୍ତି ଜଣକ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଖବରପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।
ପ୍ରଥମେ ବୟଫ୍ରେଣ୍ଡ୍କୁ ଡାକି କୋର୍ଟରେ ବାହା ହେଲେ, ଏହାପରେ ଉଭୟ ହୋଟେଲ୍ ଗଲେ। ହେଲେ ସେଠାରେ କୌଣସି କଥାକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ଏତେ ବାଟ ଚାଲିଗଲା ଯେ, ଯୁବତୀ ଜଣକ ଛୁରୀରେ ବୟଫ୍ରେଣ୍ଡ୍ର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିବା ଅଭିଯୋଗ ହୋଇଛି।