ଛୋଟ ଦୋକାନ ଓ ସାପ୍ତାହିକ ହାଟର ଭିଡ଼ରେ ପଶି ଅତି ସହଜରେ ଚଳାଇ ନେଇଛନ୍ତି ହଜାର ହଜାର ଟଙ୍କାର ନକଲି ନୋଟ୍ । ହେଲେ ଧରା ପଡିଯାଇଛନ୍ତି ବିଦେଶୀ ମଦ କାଉଣ୍ଟରରେ ।
ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।
ଲୋକେ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।
ବୌଦ୍ଧ : ବୌଦ୍ଧରେ ଜାଲ୍ ନୋଟ୍ ରାକେଟ୍ର ପର୍ଦ୍ଦାଫାସ୍। ଜାଲ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୬ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି ପୋଲିସ। ଏଥିସହ ପ୍ରିଣ୍ଟର, ଲାପଟପ୍ ଓ ଏକ କାର ଜବତ କରାଯାଇଛି। ଅଭିଯୁକ୍ତମାନେ ବରଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡ଼ିଛି। ବୌଦ୍ଧ ଜିଲ୍ଲାରୁ ସାରା ଓଡ଼ିଶାକୁ ଜାଲ ନୋଟ କାରବାର ବ୍ୟାପିଥିବା ସୁରାକ […]
ଜ୍ୟୋତିଷଙ୍କ ଘରୁ ଜବତ ହେଲା ୧୮ କୋଟି ଟଙ୍କାର ନକଲି ନୋଟ୍ । ତାପୁଣି ବିଡ଼ା ବିଡ଼ା, ଥାକ ଥାକ ୨ ହଜାର ଟଙ୍କିଆ ନକଲି ନୋଟ୍ । ଘଟଣା ଘଟିଛି ତେଲେଙ୍ଗାନା ହାଇଦ୍ରାବାଦ ସହରର ଏଲ୍.ବି.ନଗର ଅଞ୍ଚଳରେ । ସଂପୃକ୍ତ…