Female SI
ନିଖୋଜ ସବ୍ ଇନ୍ସପେକ୍ଟର । ମିଳୁନି ଅତ୍ତାପତ୍ତା । ହେଲେ ବିନଦାସ ପୋଲିସ ବାବୁ...ମଶାତେଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ଏସ୍.ଆଇ ମ୍ୟାଡମ କୁଆଡେ ଗଲେ ? ଅଧା ଚିକିତ୍ସାରୁ ହସପିଟାଲରୁ କାହିଁକି ଗାୟବ ହେଲେ ମାଡାମ୍ ? ବିନା ଡିସଚାର୍ଜରେ ଗାୟବ ହୋଇଥିବାରୁ ଏହାକୁ ନେଇ ବଢିଲାଣି ଚର୍ଚ୍ଚା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)