/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693105591.jpg)
Fake Currency
ନୀଳଗିରି ପୋଲିସକୁ ବଡ଼ ସଫଳତା। ଧରାପଡ଼ିଲେ ଜାଲ ନୋଟ କାରବାରର ଦୁଇ ଅଭିଯୁକ୍ତ। ଏମାନଙ୍କ ଠାରୁ ଜବତ ହେଲା ୩୨ ହଜାର ୭ ଶହ ଟଙ୍କାର ଜାଲ ନୋଟ। ସେଥି ମଧ୍ୟରୁ କିଛି ୫ ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ନୋଟ ରହିଛି । ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଂଚଳରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଞ୍ଚଳର ବୀଣାପାଣି ମୁଖୀ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଲୋକେ ୫ ଶହ,ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।
Advertisment
ନୀଳଗିରି ପୋଲିସକୁ ବଡ଼ ସଫଳତା। ଧରାପଡ଼ିଲେ ଜାଲ ନୋଟ କାରବାରର ଦୁଇ ଅଭିଯୁକ୍ତ। ଏମାନଙ୍କ ଠାରୁ ଜବତ ହେଲା ୩୨ ହଜାର ୭ ଶହ ଟଙ୍କାର ଜାଲ ନୋଟ। ସେଥି ମଧ୍ୟରୁ କିଛି ୫ ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ନୋଟ ରହିଛି ।#FakeNote#FakeCurrencypic.twitter.com/uQ22LKPIYr
— ଓଟିଭି (@otvkhabar) August 27, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)