ଏମାନେ ଦୀର୍ଘଦିନ ହେବ ଜାଲ ନୋଟ କାରବାରରେ ଲିପ୍ତ ଥିଲେ। ପୋଲିସ ସେମାନଙ୍କ ଠାରୁ ୨୭୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଛି, ଯାହାର ମୂଲ୍ୟ ୧ ଲକ୍ଷ ୩୭ ହଜାର ଟଙ୍କା ହେବ।
୨ ହାର୍ଡକୋର୍ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ୍। ଗିରଫ ଅଭିଯୁକ୍ତ ହେଲେ ଖଣ୍ଡଗିରି ସରକନ୍ତରାର ସୁରଜ ପରିଡା ଓ ବାଲେଶ୍ୱର ସୋରର ତପଧର ନାୟକ।
ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା।
ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।
ତାନ୍ତ୍ରିକକୁ ଏହା କହିବା ପରେ ମଧ୍ୟ ସେ ମିଛ ପ୍ରତିଶ୍ରୁତି ଦେଉଥିଲେ। ରାଗରେ ଜର୍ଜରିତ ମହେଶ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା। ତାନ୍ତ୍ରିକର ପୁଅ ଦୀପକ ନାଗର ବାଇକରେ ଯିବାବେଳେ ମହେଶ ଏବଂ ସହଯୋଗୀ ସୋନୁ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି ।
ଆଜି ସଂଧ୍ୟାରେ କିଛି ନିଶାସକ୍ତ ଯୁବକ ନୟାପଲ୍ଲୀ ବ୍ରିଟ୍ କଲୋନିରେ ପ୍ରବେଶ କରିଥିଲେ। ଯିଏ ସେମାନଙ୍କ ହାବୁଡ଼ରେ ପଡ଼ିଲା, ତାକୁ ଆକ୍ରମଣ କରିଥିଲେ।
ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍ ଉପରେ ବୋମାମାଡ଼ ହୋଇଛି।
୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା ନମିଳିବାକୁ କଲା ହତ୍ୟା ।
ଚୋରି କରିବା ପୂର୍ବରୁ ନିଜକୁ ଫିଟ ରଖିବା ପାଇଁ ଚୋରର ଯୋଗାଭ୍ୟାସ । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୋରଟିଏ ଚୋରି କରିବା ଆଗରୁ ଯୋଗ ଅଭ୍ୟାସ କରିଛି ।
ଜେଲ୍ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍ ଗଲେ।
କଥାରେ ଅଛି ‘ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’। ବୋଧହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲା ରାଜଧାନୀର ଜଣେ କୁଖ୍ୟାତ ଚୋର।
କଥାରେ ଅଛି ‘ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ’। ବୋଧହୁଏ, ଏକଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲା ରାଜଧାନୀର ଜଣେ କୁଖ୍ୟାତ ଚୋର।
ପୋଲିସକୁ ଦୁଇ ଦୁଇ ଥର ଆକ୍ରମଣ କରି ଲହୁ ଲୁହାଣ କରିଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସଙ୍କୁ ଗିରଫ କରିଛି ପୋଲିସ । କଟକ ଗ୍ରାମାଞ୍ଚଳ ପୋଲିସ ଓ ବାଙ୍କି ପୋଲିସର ନିଦ ହଜେଇ ଦେଇଥିଲେ ।
କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି ।
କେଶନାପାଲ୍ଲୀ ପ୍ରଥମେ ଗଞ୍ଜେଇ ମଞ୍ଜି କିଣି ଚଣା କ୍ଷେତରେ ଲଗାଇଥିଲେ। ଏନେଇ ଖବର ପାଇବା ପରେ SEB ଇନ୍ସପେକ୍ଟର ନାଗେଶ୍ୱରା ରାଓଙ୍କ ନେତୃତ୍ୱରେ ଏକ ଟିମ୍ ଚାଷ ଜମିରେ ଚଢାଉ କରିବା ସହ ଯାଞ୍ଚ କରିଥିଲେ।
କାରରୁ ମିଳିଲା ମୃତଦେହ । ଜଳି ଯାଇଥିବା କାରରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଘଟିଛି ମାଙ୍ଗାଲୁରୁ ତୁମାକୁରୁରେ । ଟଙ୍କା ପାଇଁ ଏପରି କାଣ୍ତ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ପୁଅକୁ ଅଟକ ରଖି ତଦନ୍ତ କରୁଛି ଚମ୍ପୁଆ ଥାନା ପୋଲିସ ।
ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ଜିନେସ କାଣ୍ଡୁଲାନା ।
ପୂର୍ବରୁ ଏହି କଲେଜ ଜମି ଦୁର୍ନୀତି ମାମଲାରେ ଜେରା କରିଥିଲା ଇଡି । ସଭାପତି ପଦରେ ୨୦୧୦ ମସିହାରୁ ଥିଲେ ପ୍ରୟାସକାନ୍ତି ସାମଲ।
ଡ୍ରଙ୍କ୍ ଆଣ୍ଡ ଡ୍ରାଇଭରେ ଜବତ ଗୋଟିଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ଫେରାଇବା ପାଇଁ ସେ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ।
ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍ । ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି। ଯଦୁପୁର ଭଡ଼ାଘରୁ ୨ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ଧରିଲା ପୋଲିସ। ୨୬ ଲକ୍ଷର ବ୍ରାଉନସୁଗାର ଜବତ। କିଙ୍ଗପିନକୁ ଧରିବା ପାଇଁ ମିଶନ୍ ଜାରି ।
ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ।
ଦୁଇଦିନ ପୂର୍ବେ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କଦଳୀ ଦିଆଯାଇଥିଲା। ଯାହାକି କଳା ପଡ଼ି ଖରାପ ହୋଇଯାଇଥିଲା। ଏନେଇ ପିଲାଟି ଘରକୁ ଆସି ବାପାଙ୍କୁ ଏ ବିଷୟରେ କହିଥିଲା ।
ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ଟିମ୍ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପରେ ଖୁଣ୍ଟୁଣୀ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି।