ରୋମାଣ୍ଟିକ୍ ପାଗରେ ରିଲ୍ କରୁଥିଲେ ଯବାନ...ହଠାତ୍ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ
ଇଏ ଟ୍ରକ୍ ନୁହେଁ କିଲର୍ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୁରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି।
ଜାହାଜରେ ହଠାତ୍ ନିଆଁ ବ୍ୟାପିଯିବାରୁ ଅନେକ କ୍ରୁ ମେମ୍ବର ସମୁଦ୍ରକୁ ଡେଇଁପଡ଼ିଥିଲେ । ଫଳରେ ଏଥିରେ ଅନେକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ, ଜାହାଜରେ ଥିବା ସମସ୍ତ କ୍ରୁ ମେମ୍ବର ଭାରତୀୟ ବୋଲି ସୂଚନା ମିଳିଛି ।
ଇଏ ଟ୍ରକ୍ ନୁହେଁ କିଲର୍ । ପଛରୁ ଏତେ ଜୋରରେ ଧକ୍କା ଦେଲା ଯେ ୧୦ ଜଣିଆ ପରିବାରର ମୂରବୀଙ୍କ ପ୍ରାଣ ନେଇଗଲା । ସହର ଭିତରେ ଭାରିଯାନ ପ୍ରବେଶ ନିଷେଧ ଥିବା ପରେ ବି ପୋଲିସକୁ ଲାଂଚ ଦେଇ ଗାଡି ଯାଉଛି, ଏମିତି ଜୀବନ ନେଉଛି
ରୋମାଣ୍ଟିକ୍ ପାଗରେ ରିଲ୍ କରୁଥିଲେ ଯବାନ...ହଠାତ୍ ମାଡ଼ି ଆସିଲା ମୃତ୍ୟୁ...୧୦ ମିନିଟ୍ରେ ଚାଲିଗଲା ଜୀବନ । ରିଲ୍ ଥିଲା ଅନ୍ଧେରା ତେରା, ମୈନେ ଲେ ଲିୟା...ହେଲେ...
ସୋସିଆଲ ମିଡିଆରେ କରିଥିବା ରିଲସ୍ ଭାଇରାଲ । ଗଞ୍ଜାମ ବରଡାବିଲି ଠାରେ ସଡ଼କ ଦୁର୍ଘଟଣା ଘଟିଛି ।
ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। କୋଇଲା ବୋଝେଇ ଟ୍ରକ୍ ଏବଂ ମିନି ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଯୋଗୁ ମିନି ଟ୍ରକ୍ ଜଳି ଯାଇଛି।
ଗତକାଲି ପାଖାପାଖି ୧୦ ଜଣ ଲୋକ ଜିମ୍ରେ ଥିବାବେଳେ ଏହି ଅଘଟଣ ଘଟିଛି ।
କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । କୋମନା ବ୍ଲକ ଭେଲାଠାରେ ଓଲଟି ପଡ଼ିଲା ଗାଡ଼ି ।
ଅସୁରକ୍ଷିତ ହୋଇପଡ଼ୁଛି NH ୧୬। ଜାତୀୟ ରାଜପଥରେ ଯା’ଆସ କରିବାକୁ ଡରୁଛନ୍ତି ଲୋକେ। କାରଣ ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ।
ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀକୁ ଖସିଲା ବସ୍। ଏଥିରେ ୭ ଜଣ ଶିଶୁଙ୍କ ସମେତ ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟି ଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍ ଟ୍ରେନ୍ ହୋଇଥାଆନ୍ତା...
ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟିଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍ ଟ୍ରେନ୍ ହୋଇଥାଆନ୍ତ...।
ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀକୁ କୁନି ପିଲାମାନେ ଆସିଥିଲେ ।
ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଓଲଟି ପଡ଼ିଥିବାବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାୟୀ ତୀର୍ଥଯାତ୍ରୀ ବସ୍ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା ।
ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା । ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।
ବ୍ରିଜ୍ ତିଆରି ହେଲା ବେଳେ ମୁଁ କାମ କରୁଥିଲି । ମୁଁ ଜାଣିଛି, ତିଆରି ହେଲା ବେଳେ କେଉଁଠି ରହିଛି ଭୁଲ୍ । କିଏ କିଏ ଅଫିସର ସେତେବେଳେ ଥିଲେ ? ଜିଲ୍ଲାର କିଛି ବଡବଡିଆଙ୍କ ସହ ସେମାନଙ୍କର ରହିଛି ସଂପର୍କ । ଏହା କହିଛନ୍ତି ଏଇ ଯୁବକ
ଜଗନ୍ନାଥଙ୍କ କୃପାରୁ ବସ୍ ବଞ୍ଚିଗଲା । ଯଦି କିଛି ହୋଇଥାଆନ୍ତି ତାହାଲେ ଦାୟୀ କିଏ ହୋଇଥାଆନ୍ତା? କୋଟି କୋଟି ଟଙ୍କା ଟୋଲ୍ ନେଉଛି ରାସ୍ତା ଦେଖିବ କିଏ : ବସ ମାଲିକ
ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା
ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।
ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ଷ୍ଟେସନ ପାଖରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସଫେଇ କର୍ମଚାରୀ ଭାବ କାମ କରୁଥିଲେ ଏହି ମହିଳା । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ସେ ଅତି କଷ୍ଟରେ ତାଙ୍କ ପୁଅକୁ ପାଠ ପଢ଼ାଉଥିଲେ ।
NH-୧୬ରେ ଭୁଶୁଡ଼ିଲା ବ୍ରିଜ୍। ଯାଜପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି।
ବିସ୍ଫୋରଣରେ କଟିଗଲା ହାତ ଆଙ୍ଗୁଠି। କିଛି ବାରୁଦକୁ ନାବାଳକ ଜଣ ହାତରେ ଧରିବା କ୍ଷଣି ବିସ୍ଫୋରଣ ହୋଇଥିଲା।