/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695110893.jpg)
1 man missing during Viswakarma idol immersion ceremony in Kuakhia river in Bhubaneswar
କାଳ ହେଲା ବିଶ୍ୱକର୍ମା ଭସାଣ । ବିଶ୍ୱକର୍ମା ଭସାଣ ବେଳେ ଘଟିଛି ଅଘଟଣ । ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ କୁଆଖାଇ ନଦୀରେ ଭାସିଗଲେ ଜଣେ ଯୁବକ । ନିଖୋଜ ଯୁବକ ଜଣକ ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ପ୍ରଫୁଲ୍ଲ ବିଶ୍ୱାଳ ।
Advertisment
ଗତ ରାତିରେ ମୂର୍ତ୍ତି ବିସର୍ଜନ ପାଇଁ ନଦୀ ଭିତରକୁ ୪ ଜଣ ଯାଇଥିବା ବେଳେ ୩ଜଣ ଫେରିଥିଲେ । କିନ୍ତୁ ପ୍ରଫୁଲ୍ଲ ଫେରି ନଥିଲେ । ରାତି ତମାମ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନାହାନ୍ତି ପ୍ରଫୁଲ୍ଲ । ଆଜି ପୁଣି ଖୋଜାଖୋଜି କରିବ ଅଗ୍ନିଶମ ବାହିନୀ । ପ୍ରଫୁଲ୍ଲ ପାଇପ୍ ମିସ୍ତ୍ରୀ ଭାବରେ କାମ କରନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)