ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ ।
ଭିଡିଓରେ ଖୁବ୍ ଲାଇକ୍ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।
ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ୱୀ ଦିନେ କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ । ଖୋଦ୍ ନିଜେହିଁ ଏକଥା ସେ ଗଣମାଧ୍ୟମରେ କହିଛନ୍ତି।
ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ?
ଶୁବମନ୍ ଗିଲ ହୋଇପାରନ୍ତି ଭାରତୀୟ ଦଳର ଆଗାମୀ ଅଧିନାୟକ ।
କ୍ରିକେଟ୍ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍ ରେଟ୍ରେ ୨୮ ଶତକ ସହ ୮୪୭୯ ରନ୍ ସଂଗ୍ରହ କରିଛନ୍ତି ।
ଏବେ ଫ୍ୟାନ୍ସଙ୍କ କ୍ରେଜ୍ ନୁହେଁ, ବରଂ ବିରାଟ ତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ...
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କ୍ୟାପଟେନ ସୁନୀଲ ଛେତ୍ରୀ ୪୬ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଲାଲି ଅଞ୍ଜୁଆଲା ୬୬ତମ ମିନିଟରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ।
ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍କୁ ଆଖି ଆଗରେ ରଖି ଏବେଠାରୁ ଟିମ୍କୁ ପ୍ରସ୍ତୁତ କରିବାକୁ ହେବ।
ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ହେଲା ପାୱାରକଟ୍। ଆଉ ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍। ଗତକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଏଭଳି କିଛି ବିଦ୍ୟୁତ୍ ବିଭ୍ରାଟ ଘଟିଥିଲା।
ଏସିଆ କପ ୨୦୨୩ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଏସିଆ କପ ଖେଳାଯିବ। ପାକିସ୍ତାନ ୪ଟି ମ୍ୟାଚ୍ର ଆୟୋଜନ କରିବ।
ସେ ଇନିଂସର ଶେଷ ଓଭରର ଶେଷ ବଲ୍ରେ ୧୮ ରନ ଖର୍ଚ୍ଚ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।
ବସ୍ତିରୁ ବିମାନରେ ବସି ସ୍ପେନ ଯିବେ ସାଲିଆ ସାହିର ସୁଲେଖା ଓ ଶ୍ରୀଜଲ । ସ୍ପେନରେ ଫୁଟବଲ ଖେଳିବେ ସାଲିଆ ସାହିର ପ୍ରତିଭା ।
WTC ଫାଇନାଲ୍ରେ ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆକୁ ଲାଗିଛି ଡବଲ ଝଟକା
ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭାରତ-ପାକିସ୍ତାନ ବିଶ୍ୱକପ୍ ମୁକାବିଲା ହେବା ନେଇ ସୂଚନା ମିଳିଛି। ବିସିସିଆଇ ପକ୍ଷରୁ ICCକୁ ଦିଆଯାଇଥିବା ଡ୍ରାଫ୍ଟ ସିଡ୍ୟୁଲ୍ରୁ ଏହି ସୂଚନା ମିଳିଛି।
ଓଭାଲରେ ଖେଳାଯାଇଥିବା WTC ଫାଇନାଲରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଥିଲା।
ଦୀର୍ଘ ଦିନ ପରେ ଭାରତୀୟ ଟେଷ୍ଟ ଟିମ୍କୁ ଫେରିଥିବା ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କୁ ଏବେ ଖୁବ୍ ଚର୍ଚ୍ଚା । ସେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଉଲ୍ଲେଖନୀୟ ଇନିଂସ୍ ଖେଳି ଟିମ୍କୁ ଫଲୋଅନ୍ ସଙ୍କଟରୁ ବଞ୍ଚାଇଥିଲେ । ଏବେ ପ୍ରଶ୍ନ ଉଠିଛି, ଟେଷ୍ଟ ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ କି ରାହାଣେ?
ଏକ ରିଆକ୍ଟିଭ୍ ପୋଷ୍ଟ କରି ବିରାଟ ପୁଣି ଚର୍ଚ୍ଚାରେ । ଏହି ପୋଷ୍ଟରେ ସେ ତାଙ୍କ ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ।
ଆଜିର ମ୍ୟାଚରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।
ଶୁବମନ୍ ୧୫ଟି ଟେଷ୍ଟ ଖେଳିଥିବା ବେଳେ ଆଭରେଜ୍ ରନ୍ରେଟ୍ ୩୪.୨୩ ରହିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ୫ଟି ଲେଖାଏଁ ଚେଷ୍ଟ ମ୍ୟାଚ ଖେଳିଛନ୍ତି।
ଚେନ୍ନାଇ ସୁପର କିଙ୍ଗସ୍ ଷ୍ଟାର ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନି ଓଡ଼ିଶା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତଙ୍କୁ ୬୦ କୋଟି ଟଙ୍କା ଦାନ କରୁଥିବା ଏକ ଖବର ଭାଇରାଲ୍ ହେଉଛି। ଯାହାକି ଏକ ମିଥ୍ୟା ଖବର।
ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ
ବିଜୟ ଟିମ୍କୁ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା।
କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ ।