• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Srilanka Cricket Board
ବୋର୍ଡରେ ରାଜନୈତିକ ହସ୍ତକ୍ଷେପ; ସଦସ୍ୟତା ପଦରୁ ନିଲମ୍ବିତ କଲା ICC

ICC ସଦସ୍ୟରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି ।

ICC ODI Ranking
ICC ODI Rankingରେ ଗିଲ୍ ନମ୍ବର ୱାନ୍ ବ୍ୟାଟର ଓ ସିରାଜ ଏକ ନମ୍ବର ବୋଲର

ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି।

Sports Complex
କେବେ ସରିବ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ କମ୍ପ୍ଲେକ୍ସ କାମ ?

କ୍ରୀଡାର ବିକାଶ ପାଇଁ ସରକାର କାହିଁ କେତେ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। କ୍ରୀଡାବିତଙ୍କୁ ପ୍ରୋତ୍ସାହନର କଥା କହୁଛନ୍ତି। ବାସ୍ତବ ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା।

Ind vs Pak
ପାକିସ୍ତାନ ପାଇଁ ବଦଳିଯିବ ଭାରତର ସେମିଫାଇନାଲ ଭେନ୍ୟୁ ! ଜାଣନ୍ତୁ କାରଣ..

ଯଦି ପାକିସ୍ତାନ ଟିମ ସେମି-ଫାଇନାଲକୁ ଉନ୍ନୀତ ହୁଏ, ତେବେ ବଦଳିଯିବ ଭେନ୍ୟୁ । ଏହାର ଏକ ସ୍ୱତନ୍ତ୍ର କାରଣ ରହିଛି । ଜାଣନ୍ତୁ..

Will Rahul Dravid's dream come true
Sports: ରାହୁଲ ଦ୍ରାବିଡ଼ଙ୍କ କୋଚିଂରେ ଭାରତ ଜିତିବ କି ବିଶ୍ୱକପ୍‌

ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍‌?

Virat Kohl
ଉତ୍ତର ରଖିଲେ କୋହଲି, କହିଲେ ଏହା ନିର୍ଦ୍ଦେଶ ଥିଲା

ନିଜ ଉତ୍ତରରେ କୋହଲି କହିଛନ୍ତି, ତାଙ୍କୁ ଏପରି କରିବାକୁ ଡ୍ରେସିଂ ରୁମ ତରଫରୁ ନିର୍ଦ୍ଦେଶ ଥିଲା । ସହଳ ଦୁଇ ଓପନରଙ୍କ ୱିକେଟ ପଡ଼ି ଯାଇଥିଲା ।

Australia VS Afghanistan
ଅଫଗାନିସ୍ତାନ ପାଇଁ କର ଅବା ମର, ଅଷ୍ଟ୍ରେଲିଆ ନିକଟରେ ସେମି ସୁଯୋଗ

ଆଜି ଅଷ୍ଟ୍ରେଲିଆ ଆଫଗାନିସ୍ତାନ ମଧ୍ୟରେ ବିଶ୍ବକପ ମୁକାବିଲା । ଉଭୟ ଦଳ ସେମିଫାଇନାଲ ରେସରେ ଅଛନ୍ତି ।

Sri Lanka Cricket Board
ବିଶ୍ୱକପ୍‌ରେ ଭାରତ ଠାରୁ ଲଜ୍ଜାଜନକ ପରାଜୟ ପରେ ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

ବିଶ୍ୱକପ୍‌ ୨୦୨୩ରେ ଲଗାତର ଖରାପ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ସୋମବାର କ୍ରିକେଟ ବୋର୍ଡକୁ ଭାଙ୍ଗିବା ପାଇଁ କହିଥିଲେ ।

Angelo Mathews
କ୍ରିଜ୍‌ରେ ବିଳମ୍ବରେ ପହଞ୍ଚିଲେ ମାଥ୍ୟୁସ୍‌; ଅମ୍ପାୟାର ଦେଖାଇଲେ ପାଭେଲିଅନ୍‌ ରାସ୍ତା

ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ବ୍ୟାଟର ଭାବେ ମାଥ୍ୟୁସ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।

India beat Japan
ଭାରତର ଏକ ତରଫା ବିଜୟ, ମହିଳା ହକି ଦଳ ଜିତିଲେ ସ୍ବର୍ଣ୍ଣ

ଏସିଆନ୍ ମହିଳା ହକି ଚାମ୍ପିୟନସିପରେ ଭାରତ ଚାମ୍ପିୟନ ହୋଇଛି । ଭାରତ ଏକ ତରଫା ମ୍ୟାଚରେ ୪-୦ ଗୋଲରେ ଜାପାନକୁ ପରାସ୍ତ କରିଛି ।

Virat Kohli
ବିରାଟ ରଚିଲେ ଇତିହାସ; ଜନ୍ମଦିନରେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ

ଅପେକ୍ଷାର ଅନ୍ତ ଘଟିଲା । ଯେଉଁ ଇନିଂସ ପାଇଁ ଫ୍ୟାନ୍ସ ଗତ କିଛି ମ୍ୟାଚ୍‌ ହେଲା ଅପେକ୍ଷା କରିଥିଲେ । ଆଜି ତାହାର ଅନ୍ତ ଘଟିଛି । କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି ।

Ind Vs SA
ବୋଲିଂରେ ଜାଡେଜାଙ୍କ ଯାଦୁ; ବିଶ୍ୱକପ୍‌ରେ ଭାରତର ବିଜୟ ଧାରା ଅବ୍ୟାହତ

ବିଶ୍ୱକପ୍‌ କ୍ରିକେଟରେ ଭାରତର ଲଗାତର ଅଷ୍ଟମ ବିଜୟ ହାସଲ କରିଛି। ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‌ରେ ପରାସ୍ତ କରିଛି ଭାରତ।

Virat Kohli
ଅପେକ୍ଷାର ଅନ୍ତ ଘଟିଲା; କ୍ରିକେଟ୍‌ର ଭଗବାନ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ

କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ କୋହଲି । ଏକଦିବସୀୟ କ୍ରିକେଟ୍‌ରେ ୪୯ଟି ଶତକ ହାସଲ କରି ସେ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।

virat kohli and anushka Sharma love story
Happy Birthday Virat : ପ୍ରେମରେ ପକେଇଦେଲା ସାମ୍ପୁ; ବିରାଟ-ଅନୁଷ୍କାଙ୍କ ନିଆରା ଲଭ୍‌ ଷ୍ଟୋରୀ

ବିରାଟ କୋହଲିଙ୍କ ଅନେକ ଉତ୍ଥାନ-ପତ୍ତନ ବେଳେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। କେବେ ସେ ପତ୍ନୀ ଭାବରେ ତ କେବେ ପୁଣି ପ୍ରେମିକା ଆଉ କେବେ ସାଙ୍ଗଟିଏ ହୋଇ ସେ ତାଙ୍କ ସହ ଠିଆ ହୋଇଛନ୍ତି। ତେବେ ଆଜି ବିରାଟଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ପ୍ରେମ କାହାଣୀକୁ ନେଇ କିଛି ରୋଚକ କଥା ଜାଣିନେବା।

Virat Kohli
ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଯୁବରାଜ

ବିରାଟଙ୍କ ପାଇଁ ହୃଦୟସ୍ପର୍ଶୀ ବାର୍ତ୍ତା । ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି ବିରାଟ କୋହଲି ।

Kolkata and Kohli
୧୪ ବର୍ଷ ପୂର୍ବରୁ ଆରମ୍ଭ, ଆଜି ପଡ଼ିପାରେ ଯବନିକା

ହଜାର ହଜାର ଜନତାଙ୍କ ସାମ୍ନାରେ ଏପରି ଶତକ ମାରିବା ତାଙ୍କୁ ସେଦିନ ନିହାତି ଭାବେ ଉତ୍ସାହିତ କରିଥିବ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।

Ind vs SA
ସୁପର ସନଡେରେ ସୁପର ମୁକାବିଲା, ଦୁଇ ଟପ ଟିମଙ୍କ ମଧ୍ୟରେ ଫାଇଟ

ଆଜି ବିଶ୍ୱକପରେ ଭାରତ-ସାଉଥ ଆଫ୍ରିକା ଟକ୍କର । ଇନଫର୍ମ ରୋହିତ ଆଣ୍ଡ କୋ’ର ମୁକାବିଲା ଅନ୍ୟତମ ଟାଇଟଲ ଫେଭରିଟ ଦକ୍ଷିଣ ଆଫ୍ରିକା ସହ ।

Virat Kohli
ବିରାଟ କୋହଲି : ଏ ମ୍ୟାନ, ଏ ମିଥ୍, ଏ ଲିଜେଣ୍ଡ

କ୍ରିକେଟ ଜଗତର ସେ ଅଦ୍ବିତୀୟ ସମ୍ରାଟ ପାଲଟି ଯାଇଥିଲେ । ରେକର୍ଡ ପରେ ରେକର୍ଡ ପ୍ରତିଷ୍ଠା କରି ଚାଲିଥିଲେ ।

Pak vs NZ
ବିଶ୍ୱକପ୍ କ୍ରିକେଟରେ ବଡ଼ ଟ୍ୱିଷ୍ଟ, ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ରେସ୍‌କୁ ଫେରିଲା ପାକିସ୍ତାନ

ଏହି ବିଜୟ ସହ ପୁଣି ସେମିଫାଇନାଲ ରେସ୍‌କୁ ଫେରିଛି ପାକିସ୍ତାନ । ଉଭୟ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ୪ଟି ବିଜୟ ଓ ୪ଟି ପରାଜୟ ସହିତ ସମାନ ପଏଣ୍ଟ ପାଇଛନ୍ତି। ଭଲ ରନ୍ ରେଟ୍ ଯୋଗୁଁ ନ୍ୟୁଜିଲାଣ୍ଡ ଚତୁର୍ଥ ଓ ପାକିସ୍ତାନ ପଞ୍ଚମ ସ୍ଥାନରେ ଅଛି ।

Pakistan Cricketers
'ବିଶ୍ୱକପ୍‌ରେ ଭଲ ନ ଖେଳିବା ପଛରେ IPL'

"ପାକିସ୍ତାନ ବିଶ୍ୱକପ ଟିମରେ ଥିବା ଖେଳାଳି ଭାରତରେ ପ୍ରଥମ ଥର ଖେଳୁଛନ୍ତି । ସେଥିପାଇଁ ଏଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ଟିକେ ସମୟ ଲାଗୁଛି ।"

Ind Vs SL
ଭାରତର ବୃହତ ବିଜୟ; ପ୍ରଥମ ଦଳ ଭାବେ ସେମିରେ ଏଣ୍ଟ୍ରି ମାରିଲା ଟିମ୍‌ ଇଣ୍ତିଆ

ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଆଜି ଭାରତୀୟ ବ୍ୟାଟସମ୍ୟାନଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ବୋଲରଙ୍କ ମ୍ୟାଜିକରେ ଧରାଶାୟୀ ହେଲା ଶ୍ରୀଲଙ୍କା।

Mitchell Marsh
ବିଶ୍ୱକପ୍‌ ମଝିରେ ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଘରକୁ ଫେରିଗଲେ ଏହି ଷ୍ଟାର୍‌ ଅଲରାଉଣ୍ତର

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଟିମ୍‌ର ଷ୍ଟାର ଖେଳାଳି । ଟିମ୍‌ର ଏହି ଷ୍ଟାର ଅଲରାଉଣ୍ତର ଫେରିଯାଇଛନ୍ତି ଅଷ୍ଟ୍ରେଲିଆ ।

Ind vs Srilanka
ବିଶ୍ବକପରେ ଆଜି ଭାରତ ଶ୍ରୀଲଙ୍କା ମୁହାଁମୁହିଁ

ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ମୁମ୍ବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା ।

Will Team India win the worldcup on the strength of bowlers
Sports: ବୋଲର୍‌ଙ୍କ ଦମ୍‌ରେ ବିଶ୍ୱବିଜୟୀ ହେବ କି ଟିମ୍ ଇଣ୍ଡିଆ

୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ ବୋଲର୍‌ଙ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା। ପେସର୍ ଯଶପ୍ରୀତ ବୁମ୍‌ରା ହୁଅନ୍ତୁ ବା ମହମ୍ମଦ ଶାମୀ ଅଥବା କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ସ୍ପିନର୍ - ସେମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଉଜ୍ଜ୍ୱଳ ହୋଇଛି ତୃତୀୟ ବିଶ୍ୱ ମୁକୁଟ ଜିତିବାର ସମ୍ଭାବନା।