• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pakistan Cricketer

ଚମକ ହରାଉଛନ୍ତି ପାକ୍ ତାରକା
Sports: ଚିନ୍ତାରେ ପାକିସ୍ତାନ: ତଳକୁ ଖସୁଛନ୍ତି ବାବର୍ ଆଜମ୍...ଆନ୍ତର୍ଜାତିକ କ୍ରିକେଟ୍‌ରେ ଆଉ ଚମକ ନାହିଁ

କିଛି ବର୍ଷ ହେଲା ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର କ୍ରମାଗତ ବିଫଳତା ପଛର ମୁଖ୍ୟ କାରଣ ହେଉଛି ଟିମ୍‌ର ତାରକା ବ୍ୟାଟର୍ ବାବର ଆଜମ୍‌ଙ୍କ ପ୍ରଦର୍ଶନରେ ଅବନତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି ଏହି ପୂର୍ବତନ ଅଧିନାୟକ ଏବଂ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି ଆୟୋଜକ ଟିମ୍ ।

ICC Champions Trophy 2025 
IND vs PAK: ୨୦୧୭ର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ; ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ !

୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେଲା ଟିମ୍‌ ଇଣ୍ତିଆ । ଧୂଳି ଚଟିଲା ପାକିସ୍ତାନ । ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ ! ଟିମ୍‌ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଲେ । 

India vs Pakistan Paksitan all out for 241
IND vs PAK: ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର; ଭାରତ ସାମ୍ନାରେ ୨୪୨ ଟାଗେର୍ଟ...

ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ।

 India vs Pakistan
IND vs PAK: ସୁପର ସଣ୍ଡେରେ ସୁପର ଫାଇଟ୍, ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ଦୁବାଇରେ ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟପ୍ରେମୀ । କରାଚିରେ ନ୍ୟୁଜଲ୍ୟାଣ୍ଡଠାରୁ ହାରିଥିବା ପାକିସ୍ତାନ ଟିମ୍ ପାଇଁ ଆଜି କର ବା ମର ସ୍ଥିତି ।

who is shoaib malik third wife sana javed
ପୁଣି ବାହାହେଲେ ଶୋଏବ ମଲିକ; ଜାଣନ୍ତୁ କିଏ ହେଲେ ତାଙ୍କ ତୃତୀୟ ପତ୍ନୀ

ଷ୍ଟାର୍‌ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କଠାରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ଅଲଗା ହେବାର ଖବର ମଧ୍ୟରେ ଶୋଏବ ତୃତୀୟ ବିବାହ କରିନେଇଛନ୍ତି। ସେ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କର ସାଥୀ କରିଛନ୍ତି। ଆସନ୍ତୁ ଜାଣିବା କିଏ ଏହି ସାନା…

Shoaib Malik
ଚର୍ଚ୍ଚାକୁ ସତ ପ୍ରମାଣିତ କଲେ ସୋଏବ; ଅଭିନେତ୍ରୀ ସାନା ଜାଭେଦ୍‌ଙ୍କୁ ନିକାହ କଲେ..

ଅଭିନେତ୍ରୀ ସନା ଜାଭେଦ୍‌ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍‌ କରୁଥିବାର ଶୁଣିବାକୁ ମିଳିଥିଲା ।

pakistan-cricketer
ପାକିସ୍ତାନର ୩ କ୍ରିକେଟର୍‌ଙ୍କୁ କରୋନା; ଆଜି ଆସିବ ଶୋଏବ୍‌ଙ୍କ ରିପୋର୍ଟ

ଇସ୍‌ଲାମାବାଦ: ପାକିସ୍ତାନର ୩ କ୍ରିକେଟର କୋଭିଡ୍-୧୯ ପଜିଟିଭ ଚିହ୍ନଟ ନେଇ ସୂଚନା ଦେଇଛି ପିସିବି (ପାକିସ୍ତାନ କ୍ରିକେଟ୍‌ ବୋର୍ଡ)। ଅଲ୍‌ରାଉଣ୍ଡର ଶାଦବ ଖାନ, ବ୍ୟାଟ୍ସମ୍ୟାନ୍‌  ହାଇଦର ଅଲି ଏବଂ ଫାଷ୍ଟ ବୋଲର ହରିଶ ରୌଫ୍‌ଙ୍କୁ କରୋନା ହୋଇଥିବା ନେଇ ସୂଚନା ଦେଇଛି ପିସିବି। ରାୱଲ୍‌ପିଣ୍ଡିରେ କୋଭିଡ୍‌ ଟେଷ୍ଟ କରିବା ପୂର୍ବରୁ ଏହି ତିନି ଖେଳାଳିଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖା ଦେଇନଥିଲା ବୋଲି ପିସିବି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ଏହାପରେ […]

sfridi
ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” […]