• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Hockey
ଏସିଆ କପ୍‌ରେ ଦମ୍ ଦେଖାଇଲେ ଓଡିଆ ଷ୍ଟାର, ସୁପର-୪ରେ ଭାରତର ଏଣ୍ଟ୍ରି

ସୁପର ୪ରେ ପ୍ରବେଶ କରିବା ପାଇଁ ଭାରତକୁ ଯେମିତି ହେଲେ ବି ଏହି ମ୍ୟାଚକୁ ୧୫ ଗୋଲ ବ୍ୟବଧାନରେ ଜିତିବାର ଥିଲା । ଭାରତର ଏହି ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଅନ୍ୟତମ ଓଡିଆ ଖେଳାଳି ଦୀପସାନ ର୍ତିକୀ ।

Video Viral Of Cricketer Shikhar Dhawan Beating With Kcks And Punches
ଏମିତି କ’ଣ କଲେ କି କ୍ରିକେଟର ଶିଖର ଧୱନ ? ଚାପୁଡ଼ା ଉପରେ ଚାପୁଡ଼ା ଆଉ ଗୋଇଠା ମାଡ଼ ଖାଇଲେ...

ଭିଡିଓରେ ଦେଖିବାକୁ ମିଳିଛି, ଧୱନଙ୍କୁ ପ୍ରବଳ ମାଡ଼ ହେଉଛି।  ଫ୍ଲେଅଫ୍‌ ପୂର୍ବରୁ ଆଇପିଏଲ୍‌(IPL)ରୁ ବାହାରି ଯିବା ପରେ ଧୱନ ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

LSG vs RCB
ପାଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ; ଲକ୍ଷ୍ନୌକୁ ହରାଇ ଫାଇନାଲର ନିକଟତର ଆରସିବି

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୧୪ ରନ୍‌ରେ ହରାଇ ଫାଇନାଲର ନିକଟତର ହୋଇଛି ଆରସିବି ।

RCB vs LSG
ଆଇପିଏଲ୍‌ ୨୦୨୨ ଏଲିମିନେଟର୍‌; ବର୍ଷା ଯୋଗୁଁ ଟସ୍‌ ବିଳମ୍ବ

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଡେନ୍ ଗାର୍ଡେନ୍‌ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ବର୍ଷା ହେତୁ ଟସ୍‌ରେ ବିଳମ୍ବ ହୋଇଛି ।

Umran Malik
ଜମ୍ମୁ କଶ୍ମୀରର ଯୁବ କ୍ରିକେଟର୍‌ ଉମ୍ରାନ୍‌ ମଲିକ୍‌ଙ୍କୁ ମିଳିବ ସରକାରୀ ସହାୟତା

ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ଜମ୍ମୁ କଶ୍ମୀର ସରକାର ।

Barabati Stadium
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପୂର୍ବରୁ ବାରବାଟୀ ଷ୍ଟାଡିୟମ୍‌ର ନୂଆ ଡିଜାଇନ୍...ଦେଖନ୍ତୁ କିଛି ଝଲକ୍...

ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏନେଇ ଷ୍ଟାଡିୟମ୍‌ର ନୂଆ ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି । ଦେଖନ୍ତୁ ତା'ର କିଛି ଫଟୋ..

Gujarat Titans
IPL ମହାସମର: ଫାଇନାଲ୍‌ରେ ପ୍ରବେଶ କଲା ଗୁଜରାଟ ଟାଇଟନ୍ସ

ଆଜି ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଟକ୍କର।

RR vs GT
ଆଇପିଏଲ୍‌ ୨୦୨୨ ଫାଇନାଲକୁ କିଏ ମାରିବ ଏଣ୍ଟ୍ରି ? ଟସ୍‌ ଜିତି ହାର୍ଦ୍ଦିକଙ୍କ ବୋଲିଂ

ବର୍ଷାର ଭୟ ଭିତରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍‌ ଖେଳିବାକୁ କୋଲକାତାର ଇଡେନ ଗାର୍ଡେନ ମୈଦନାକୁ ଓହ୍ଲାଇଛନ୍ତି ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ।

Olympic Preaparation
ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି, ୯୦ ଟି ସ୍କୁଲରେ ଦିଆଯିବ ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା

ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମ । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ।

Malabika & Sarojini
ଓଡ଼ିଆ ଝିଅଙ୍କ କମାଲ, ଜାତୀୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଣିଲେ ସ୍ୱର୍ଣ୍ଣ

ଓଡ଼ିଶାର ଏହି ପ୍ରତିଭାଶାଳୀ ଖେଳାଳିମାନେ ଜାତୀୟସ୍ତରରେ ମେଡ଼ାଲ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

who-will-win-today-s-ipl-match-between-gujarat-titans-and-rajasthan-royals
ଆଜି ପ୍ରଥମ କ୍ୱାଲିଫାୟାର: ମୁହାଁମୁହିଁ ହେବେ ଗୁଜରାଟ-ରାଜସ୍ଥାନ

ଆସନ୍ତା ୨୭ରେ ଦ୍ୱିତୀୟ କ୍ୱାଲିଫାୟାର ରହିଛି।

 Barabati Stadium To Host T20I Against South Africa
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ୍‌ ପାଇଁ ଜୋରଦାର୍‌ ପ୍ରସ୍ତୁତି; ପାର୍କିଂରେ ରହିବ ୧୫ ରୁ ୨୦ ହଜାର ଗାଡ଼ି

ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ ।

Rahul Tripathi
ରାହୁଲ ତ୍ରିପାଠୀଙ୍କୁ ଦଳରେ ସାମିଲ କରାନଯିବାରୁ ରାଗିଲେ ସେହୱାଗ-ହରଭଜନ

ପ୍ରଥମ ଥର ପାଇଁ ଦଳରେ ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂଙ୍କୁ ମଧ୍ୟ ସାମିଳ କରାଯାଇଛି ।

INDvsSA
ସାଉଥ୍ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

ଇଂଲଣ୍ଡର ବର୍ମିଂହାମରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ଦଳ ଘୋଷଣା କରିଛି ବିସିସିଆଇ। 

R Praggnanandhaa Defeats World Chess Champion Magnus Carlsen
ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ପରାସ୍ତ କଲେ ୧୬ ବର୍ଷୀୟ ରାମବାବୁ ପ୍ରଜ୍ଞାନାନନ୍ଦା

ଭାରତୀୟ ଚେସ୍ ଖେଳାଳିଙ୍କ କମାଲ। ମାତ୍ର ୧୬ ବର୍ଷ ବୟସରେ ବିଶ୍ୱ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍‌ଙ୍କୁ ଚଖେଇଲେ ପରାଜୟର ସ୍ୱାଦ। ତାଙ୍କୁ ଦ୍ୱିତୀୟ ଥର କଲେ ପରାସ୍ତ।

Barabati banks on hover cover to keep pitch & outfield dry during India-South Africa T20I in Cuttack
ଏଣିକି ବାରବାଟୀରେ ଲଣ୍ଡନ୍‌ ସୁବିଧା ପାଇବେ ଦର୍ଶକ; ବର୍ଷାରେ ବି ଓଦା ହେବନି ଷ୍ଟାଡିଅମ ପଡିଆ

ଏଣିକି ବାରବାଟୀରେ ଲଣ୍ଡନ ଷ୍ଟାଡିଅମ ପରି ସୁବିଧା ପାଇବେ ଦର୍ଶକ ।

RR vs CSK
ଚେନ୍ନାଇକୁ ହରାଇ କ୍ୱାଲିଫାୟର-୧ ରେ ଗୁଜରାଟକୁ ଭେଟିବ ରାଜସ୍ଥାନ

ଡିଫେଣ୍ତିଙ୍ଗ ଚାମ୍ପିୟନ୍‌ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ରାଜସ୍ଥାନ ରୟାଲ୍ସ କ୍ୱାଲିଫାୟର୍‌-୧ ରେ ନିଜ ସ୍ଥାନ ପକ୍କା କରିଛି । ଅଶ୍ୱିନୀଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଧରାସାୟୀ ହୋଇପଡ଼ିଥିଲା ଚେନ୍ନାଇ ସୁପରକିଙ୍ଗ୍ସ ।

 Barabati Stadium To Host T20I Against South Africa
ଜୁନ୍ ୧ରୁ ବାରବାଟୀ ଟି ଟ୍ୱେଣ୍ଟି ପାଇଁ ଟିକେଟ୍‌ ବିକ୍ରି

ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।

Nikhat Zareen
ଦେଶ ପାଇଁ ଗର୍ବ ! ବକ୍ସିଂରେ ଭାରତର ନିଖତ୍‌ ଜରିନ୍‌ ବିଶ୍ୱ ଚାମ୍ପିଅନ, ଆଣିଲେ ସ୍ୱର୍ଣ୍ଣ ପଦକ

ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ଜିତିବାରେ ଜରିନ୍ ଭାରତର ପଂଚମ ମହିଳା ଖେଳାଳି । ତେଲେଙ୍ଗାନା ନିଜାମବାଦର ଏହି ବକ୍ସର ପୂର୍ବରୁ ଜୁନିଅର୍ ୟୁଥ୍ ୱାର୍ଲଡ ଚାମ୍ଫିଅନ୍ ରହିସାରିଛନ୍ତି ।

Maxwell
ମାଥ୍ୟୁ ୱେଡଙ୍କୁ ଅମ୍ପାୟାର ଦେଲେ ଆଉଟ୍, ରାଗିଯାଇ ଡ୍ରେସିଂ ରୁମ୍‌ରେ କଲେ ଭଙ୍ଗାରୁଜା ! ଦେଖନ୍ତୁ ଭିଡିଓ..

ଗୁଜୁରାଟ ଟାଇଟାନ୍ସର ମାଥ୍ୟୁ ୱେଡଙ୍କୁ ଆଉଟ୍‌ ଦିଆଯିବାରୁ ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ । ଡ୍ରେସିଂ ରୁମରେ ପହଞ୍ଚି ସେ ଭଙ୍ଗାରୁଜା କରିଥିଲେ ।

Amit Rohidas
ଓଡ଼ିଶାର ଅମିତ ରୋହିଦାସ ଭାରତୀୟ ହକି ଦଳର ଅଧିନାୟକ

ରୋହିଦାସଙ୍କ ସହ ଓଡ଼ିଶାର ଶିଳାନନ୍ଦ ଲାକ୍ରା ବି ଦଳରେ ସାମିଲ ହୋଇଛନ୍ତି ।

 Barabati Stadium To Host T20I Against South Africa
ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ T-20 ମ୍ୟାଚ୍, BCCI ଦେଲା ଅନୁମତି

ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।

Barabati Stadium
ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ନୂଆ ଲୁକ୍‌ ନେବ ବାରବାଟୀ

ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।

KKR vs LSG
କେକେଆର୍‌କୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ

ଆଇପିଏଲ୍‌ ୨୦୨୨ ର ୬୬ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । କୋଲକାତା ନାଇଟ ରାଇଡର୍ସକୁ ୨ ରନରେ ହରାଇ ଜବଦସ୍ତ ବିଜୟ ହାସଲ କରିଛି ଲକ୍ଷ୍ନୌ ।

KKR vs LSG
ପ୍ଲେ ଅଫ୍‌ରେ ଏଣ୍ଟ୍ରି କରିବାର ଶେଷ ମୌକା; ଟସ୍‌ ଜିତି ଲକ୍ଷ୍ନୌର ବ୍ୟାଟିଂ

ଚଳିତ ଆଇପିଏଲ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିୱାଇ ପାଟିଲ ଷ୍ଟାଡିୟମରେ ଆଜି ଲିଗ୍‌ ଷ୍ଟେଜରେ ନିଜ ନିଜର ଶେଷ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ କୋଲକାତା ନାଇଟ ରାଇଡର୍ସ ମୈଦାନକୁ ଓହ୍ଲାଇଛନ୍ତି।