• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Vinesh Phogat
ଇତିହାସ ରଚିଲେ ଭିନେଶ ଫୋଗଟ

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ।

Bajrang Punia
CWG: ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ, ଗୋଟିଏ ଦିନରେ ୩ ସ୍ୱର୍ଣ୍ଣ ସହ ୬ ଟତି ପଦକ ପାଇଲା ଦେଶ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।

Special story
ଖେଳ ବିଗାଡ଼ିଲା ଢିଲା ପ୍ୟାଣ୍ଟ୍‌ : ରେସରେ ସବୁଠାରୁ ପଛରେ ପଡ଼ିଗଲେ ଖେଳାଳି

ଢିଲା ପ୍ୟାଣ୍ଟ୍‌ ପାଇଁ ରେସ୍‌ ହାରିଗଲେ ଖେଳାଳି ।

Women athletic of india in commonwealth games
କମନ୍‌ୱେଲଥ୍‌ ଗେମ୍ସ୍‌ରେ ମହିଳା ଗ୍ୟାଙ୍ଗ୍

କମନ୍‌ୱେଲ୍‌ଥ୍‌ ଗେମ୍ସରେ ଚଳିତ ବର୍ଷ ଭାରତର ଏକ ମଜଭୁତ୍ ଦଳ ବର୍ମିଂହାମ୍‌ରେ ପହଞ୍ଚିଛି। ଅନେକ ମହିଳା ଆଥ୍‌ଲେଟ୍ ମଧ୍ୟ ଏଥିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଆସନ୍ତୁ ଏଥିରେ ଜଡିତ ଭାରତୀୟ ମହିଳା ଆଥଲେଟ୍‌ମାନଙ୍କ ବିଷୟରେ ଜାଣିନେବା।

Nepal vs Bangladesh Match
କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି।

Commonwealth Games 2022
କମନ୍‌ୱେଲ୍ଥ ଗେମ୍‌ରେ ଭାରତର ମେଡାଲ ବର୍ଷା; ଦିନକରେ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ

ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଦୁଇଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ମିଳିଛି । 

IND vs PAK
ଏସିଆ କପ୍‌ରେ ସାମ୍ନାସାମ୍ନି ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ

ଏସିଆ କପର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅଗଷ୍ଟ ୨୮ରେ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ।

Commonwealth Games 2022: Sprinter Dutee Chand To Run On Track Today
Commonwealth Games: ଆଜି ଟ୍ରାକ୍‌ରେ ଦୌଡ଼ିବେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ଆଜି ସନ୍ଧ୍ୟା  ୫ଟା ୧୭ରେ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଟ୍ରାକରେ ଦୌଡ଼ିବେ। ଭଲ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ଅନେକ ସମ୍ଭାବନା ରହିଛି।

Commonwealth Games 2022: Third gold for India
ପଦକ ଉପରେ ପଦକ ବର୍ଷା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଭାରୋତ୍ତୋଳନର ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶେଉଳି ଏହି ଗୋଲ୍ଡ ମେଡାଲ ହାସଲ କରିଛନ୍ତି।

Special story
ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ : ଭାରୋତ୍ତୋଳନରେ କମାଲ୍ କଲେ ଜେରେମି

୬୭ କେଜି ଭାରୋତ୍ତୋଳନରେ ୩୦୦ କେଜି ଉଠାଇ ଜିତିଲେ ସ୍ୱର୍ଣ୍ଣ

Mirabai Chanu
ଭାରତ ପାଇଁ ଗର୍ବ ! CWGରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମିରାବାଈ ଚାନୁ

ଗୋଟିଏ ଦିନରେ ହିଁ ଭାରତ ପାଇଛି ୩ ଟି ପଦକ । ସେଥିରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ ପଦକ ସାମିଲ ରହିଛି ।

Gururaj Poojary
କମନୱେଲ୍ଥ ଗେମ୍‌ସରେ ଭାରତକୁ ଆଉ ଏକ ପଦକ

କମନ୍‌ ୱେଲ୍ଥ ଗେମ୍‌ସରେ ଏହା ଭାରତକୁ ଦ୍ୱିତୀୟ ପଦକ । ଆଜି ହିଁ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ସାଗର ସଙ୍କେତ । ସେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ।

Lifter Sanket Sargar
CWGରେ ଭାରତକୁ ପ୍ରଥମ ପଦକ ଦେଲେ ସାଗର ସଙ୍କେତ

ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।

Commonwealth Games 2022
କମନୱେଲ୍ଥ ଗେମ୍ସରେ ଭାରତର ବିଜୟ ଅଭିଯାନ ଆରମ୍ଭ, ଜିତିଲା ମହିଳା ଟେବୁଲ ଟେନିସ୍‌ ଟିମ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ଦିନରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ ଗ୍ରୁପ ବିର ଗୋଟିଏ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଡବଲ ଇଭେଣ୍ଟରେ ଭାରତର ମଙ୍ଗ ସମ୍ଭାଳିଥିଲେ ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ।

Commonwealth Games 2022 In Birmingham Declared Open In Grand Ceremony
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ: ଭାଗ ନେଲେ ୭୨ ଦେଶର କ୍ରୀଡ଼ାବିତ୍ ଓ ଅଧିକାରୀ

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ...

Commonwealth Games 2022
ଆଜିଠୁ ବର୍ମିଂହାମ୍‌ରେ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଭାରତରୁ ଭାଗ ନେଉଛନ୍ତି ୨୦୫ ଜଣିଆ ଟିମ୍ 

ବ୍ରିଟେନର ବର୍ମିଂହାମ୍‌ରେ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଚଳିତ ସଂସ୍କରଣ ଆଉ ମାତ୍ର କେଇ ଘଣ୍ଟା ପରେ ଉଦଘାଟନ ହେବ । ସ୍ଥାନୀୟ ଆଲେକଜଣ୍ଡାର ଷ୍ଟାଡିୟମରେ ଆଜି ଏହି କ୍ରୀଡା ମହାକୁମ୍ଭର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।

India vs West Indies 3rd ODI Highlights: Shubman Gill Stars With 98* As India Sweep West Indies
ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା ଭାରତ

ପୁଣି ଥରେ ଟିମ୍ ଇଣ୍ଡିଆର ରେକର୍ଡ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍‌କୁ କ୍ଲିନ୍ ସୁଇପ୍ କଲା ଭାରତ....

IND vs WI 3rd ODI
ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ

ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ । ୱେଷ୍ଟଇଣ୍ଡିଜକୁ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ । ଭାରତ ପ୍ରଥମେ ୩୬ ଓଭରରେ ୩ ଓ୍ୱିକେଟ ହରାଇ ୨୨୫ ରନ୍ କରିଥିଲା । ଶୁବମନ ଗିଲ୍ ୯୮ ରନ୍ ଓ ଧଓ୍ୱନ ୫୮ ରନ୍‌ରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

  • Thursday, 28 July 2022
Neeraj Chopra
Commonwealth Games 2022 ରେ ଭାରତକୁ ବଡ଼ ଝଟକା; ଖେଳିବେନି ନୀରଜ ଚୋପ୍ରା

ଆଉ ମାତ୍ର ଦିନକ ପରେ ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ତେବେ ଏହା ପୂର୍ବରୁ ଭାରତକୁ ଲାଗିଛି ବହୁତ ବଡ଼ ଝଟକା। ଆହତ କାରଣରୁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରୁ ବାଦ ପଡ଼ିଛନ୍ତି ଭାରତର ସୁନା ପୁଅ ନୀରଜ ଚୋପ୍ରା।

IND vs WI
ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ

ମାତ୍ର ୩୫ ବଲରେ ୬୪ ରନ କରିଥିବା ଅକ୍ସର ମ୍ୟାନ୍  ଅଫ ଦି ମ୍ୟାଚ୍  ହୋଇଛନ୍ତି।

In world athletics championship Annu Rani finished seventh position
ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍

ଭାରତର ପ୍ରଥମ ମହିଳା ଆଥ୍‌ଲେଟ୍ ଯିଏ ଜାଭେଲିନ୍ ଥ୍ରୋରେ ବିଶ୍ୱ ଆଥ୍‌ଲେଟିକ୍ ଚମ୍ପିୟନସିପ୍‌ ଫାଇନାଲ ନିଜର ଜାଗା ସଂରକ୍ଷଣ କରିନେଇଛନ୍ତି। ଆସନ୍ତୁ ଜାଣିବା ସେ କିଏ?

World Athletics Championships
ଭାରତୀୟ ଆଥଲେଟିକ୍ ଇତିହାସରେ କିର୍ତ୍ତୀମାନ ସୃଷ୍ଟି କଲେ ନିରଜ ଚୋପ୍ରା

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ପଦକ ଜିତିବାରେ ନିରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ।

History Scripted- Neeraj Chopra wins silver at World Athletics Championships
ଭାରତୀୟ ଆଥେଲେଟିକ୍ ଇତିହାସରେ ନୂଆ ଅଧ୍ୟାୟ

୧୯ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ସିପରେ ଜାଭେଲିନ୍ ଥ୍ରୋରେ ରୌପ୍ୟ ଜିତିଲେ ନିରଜ। ଖୁସିରେ ଝୁମୁଛି ଗାଁରୁ ଦେଶ, ନିରଜଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ....

Special story
ଇତିହାସ ରଚିଲେ ନୀରଜ ଚୋପ୍ରା : ୱାଲ୍ଡ ଚାମ୍ପିଅନ୍‌ସିପରେ ଜିତିଲେ ରୌପ୍ୟ ପଦକ

ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ