• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Icc T20 World Cup

T20 World cup
T20 ବିଶ୍ୱକପ୍‌ରୁ ବିଦା ହେଲା ଭାରତ, ଫାଇନାଲ୍‌ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ

ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି ।

World Cup
କ୍ରିକେଟ୍‌ରେ ପୁଣି ଚମତ୍କାର: ବିଶ୍ୱକପ୍ ସେମିରେ ପାକିସ୍ତାନ

ଭାରତ ବିପକ୍ଷରେ ପରାଜୟ ଓ ଜିମ୍ବାୱେ ବିରୁଦ୍ଧରେ ଆକସ୍ମିକ ଭାବେ ହାରିଯିବା ପରେ ଟି-ଟେଣ୍ଟି ବିଶ୍ୱକପ୍ ଆରମ୍ଭରୁ ହିଁ ମଉଳି ଯାଇଥିଲା ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା।

Pakistan wins against Afghanistan
ହ୍ୟାଟ୍ରିକ ବିଜୟ ସହ ତାଲିକାର ଶୀର୍ଷରେ ପାକିସ୍ତାନ୍

ଆଇସିସି ଟି-ଟ୍ବେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ପାକିସ୍ତାନ । ଗତକାଲି ଦୁବାଇରେ ଖେଳାଯାଇଥିବା ସୁପର ୧୨ ଗ୍ରୁପ ୨ର ଏକ ମ୍ୟାଚରେ ବିପକ୍ଷୀ ଟିମ୍ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ହରାଇ ଲଗାତାର ତୃତୀୟ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ପାକିସ୍ତାନୀ ଟିମ୍ ।

ICC T20 World Cup 2021
ICC T20 World Cup: କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ?

ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍‌ ଟାଇଟଲ୍‌ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।