• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଟି-୨୦ ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ୍‌ରେ ଆମ୍ନାସାମ୍ନି ଭାରତ-ଇଂଲଣ୍ତ । ଟସ୍‌ ଜିତିଛି ଇଂଲଣ୍ତ । ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟସ୍‌ ବଟଲର୍‌ । ତେବେ ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ତିଆ। ଆଡିଲେଡ୍‌ରେ ଭାରତ-ଇଂଲଣ୍ଡର ଏହି ହାଇଭୋଲଟେଜ୍‌ ଟକ୍କର ଖେଳାଯିବ ।

ଭାରତୀୟ ଦଳ:

ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍‌.ରାହୁଲ, ହାର୍ଦ୍ଦିକ ପାଣ୍ତ୍ୟା,ଋଷଭ ପନ୍ତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍‌, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ

ଇଂଲଣ୍ତ ଦଳ:

ଜସ୍‌ ବଟଲର୍‌(ଅଧିନାୟକ), ଆଲେକ୍ସ ହେଲ୍ସ, ବେନ୍‌ ଷ୍ଟୋକ୍ସ, ହାରି ବ୍ରୁକ୍‌, ଲିଅମ୍‌ ଲିଭିଙ୍ଗଷ୍ଟୋନ୍‌, ମୋଇନ୍‌ ଅଲି, ସାମ୍‌ କରନ୍‌, କ୍ରିସ୍‌ ଜୋର୍ଡାନ୍‌, କ୍ରିସ୍‌ ୱୋକ୍ସ, ଆଦିଲ୍‌ ରାସିଦ୍‌