କଳିଙ୍ଗ ଷ୍ଟାଡିୟମରେ କିଏ ହେବ ବାଦ୍ଶାହ ? ବିଶ୍ୱକପ୍ ତାଜ ପାଇଁ ସାମ୍ନାସାମ୍ନି ହେବେ ବିଶ୍ୱ ହକିର ଦୁଇ ସୁପର ପାଓ୍ୱାର ଜର୍ମାନୀ ଓ ବେଲଜିୟମ।
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ କ୍ୱାର୍ଟର-ଫାଇନାଲ୍କୁ ବି ଯାଇପାରିଲାନି ଆୟୋଜକ ଭାରତ। ୧୯୭୫ ପରଠାରୁ ଭାରତ ବିଶ୍ୱକପ୍ରେ କେବେ ପଦକ ଜିତିପାରି ନାହିଁ। ଏବେ ବଡ଼ ପ୍ରଶ୍ନ ହେଉଛି ଯେ ଟିମ୍ କାହିଁକି ବିଫଳ ହେଲା? ଭୁଲ୍ ରହିଲା କେଉଁଠି?
ଫାଇନାଲରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ।
ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ଜେଲ୍ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ।
ଭାରତୀୟ ଟେନିସ ଜଗତରେ ଏକ ଯୁଗର ଅବସାନ। ଗ୍ରାଣ୍ଡସ୍ଲାମ୍ ଟେନିସରୁ ଟେନିସ୍ ତାରକା ସାନିଆ ମିର୍ଜା ଅବସର ନେଇଛନ୍ତି।
ଗତକାଲି ଅକ୍ଷର ବାନ୍ଧବୀ ମେହା ପଟେଲଙ୍କୁ ବିବାହ କରିଛନ୍ତି। ଗତବର୍ଷ ଜାନୁଆରୀ ୨୦ରେ ଅକ୍ଷର ଓ ମେହାଙ୍କ ନିର୍ବନ୍ଧ ହୋଇଥିଲା।
ବିରାଟ୍ କୋହଲି ଲଗାତର ତିନି ବର୍ଷ ହେବ ଫର୍ମରେ ନଥିଲେ । ତାଙ୍କ ବ୍ୟାଟ୍ ବହୁତ କଷ୍ଟରେ ଚାଲୁଥିଲା । ରନ୍ ମେସିନ ବିରାଟ, ଯେମିତିକି ପୁରା ଧିମା ପଡ଼ିଯାଇଥିଲା ।
୯ରୁ ୧୬ ପୋଜିସନ୍ ଲାଗି ଜାପାନ ସହ ଲଢ଼େଇକୁ ଅପେକ୍ଷା ।
ନ୍ୟୁଜିଲାଣ୍ଡ ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଲେନ୍ ସାମ୍।
ଦୁବାଇ ଚାମ୍ପିଅନ୍ସିପ୍ ହେବ ସୁପରଷ୍ଟାର୍ ସାନିଆ ମିର୍ଜାଙ୍କ ଦୀର୍ଘ ପେସାଦାର କ୍ୟାରିଅରର ଶେଷ ପ୍ରତିଯୋଗିତା। ଏହା ସହିତ ଭାରତୀୟ ଟେନିସ୍ରେ ସାନିଆଙ୍କ ଯୁଗର ଅନ୍ତ ଘଟିବ।
ଗୋଟିଏପଟେ ରାଜ୍ୟରେ ପୁରୁଷ ହକି ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ୟୁଟ୍ୟୁବରୁ ଦେଖିଲେ । ପୋଲିସ ଜିମକୁ ଗଲେ । ବଦଳିଗଲା ମାଲକାନଗିରିର ଯୁବକ ରାଜେଶଙ୍କ ଭାଗ୍ୟ ।
ଅସଦାଚରଣ ଓ ଯୌନଶୋଷଣ ଅଭିଯୋଗର ଲମ୍ବା ତାଲିକା, ଅନେକ ଥର ସ୍ୱର ଉଠାଇଛନ୍ତି ନିର୍ଯାତିତ ମହିଳା ଖେଳାଳି
ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।
ଦେବଗଡ ଜିଲ୍ଲାରେ ଅଛନ୍ତି ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ହକି ଖେଳାଳି । ମାତ୍ର ଭିତ୍ତିଭୂମିର ଅଭାବ ଯୋଗୁଁ ହକି ପ୍ରତିଭାଙ୍କୁ ଦେଶ ପାଇଁ ଖେଳିବାର ସ୍ୱପ୍ନ ସ୍ୱପ୍ନରେ ରହିଯିବାର ଆଶଙ୍କା ଘାରିଛି ।
T20 ଏସିଆ କପ୍ ବେଳେ ଆଫ୍ଗାନିସ୍ତାନ ବିପକ୍ଷରେ ସେ ୭୧ ତମ ଶତକ ହାସଲ କରିଥିଲେ ।
ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ଅଲମ୍ପିଆନ୍
ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ସେ ୭୮ ବଲରୁ ଧୂଆଁଧାର ୧୪୦ରନ୍ କରିଥିଲେ। ତେବେ ତାହା ଦଳକୁ ବିଜୟୀ କରିପାରିନଥିଲା।
କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।
ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ଲଗାଇଲେ ଗିଲ୍
ଡୋପ୍ ଟେଷ୍ଟ ପଜିଟିଭ ପରେ ଦୂତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି
ଭାରତ-ୱେଲ୍ସ ମ୍ୟାଚ୍ର ଟିକେଟ୍କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।
ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ।
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଠାରୁ ମାତ୍ର ୩ଟି ଶତକ ପଛରେ ଅଛନ୍ତି ବିରାଟ।
ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ର ବିଜୟର ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁନର୍ବାର ଘରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି - ଏହାକୁ ନେଇ କ୍ରିକେଟ୍ ମହଲରେ ଏବେଠୁ ଚର୍ଚ୍ଚା।