ଭାରତୀୟ ଟିମ ସିରିଜରେ ୨-୧ରେ ଆଗୁଆ ରହିଛି, ମାତ୍ର ତୃତୀୟ ଟେଷ୍ଟରେ ୯ ୱିକେଟରେ ପରାଜୟ ପରେ ଶେଷ ମୁକାବିଲାରେ ଲଢେଇ ଜୋରଦାର ହେବାନେଇ ଅନୁମାନ କରାଯାଉଛି ।
୨୦୨୨ ଆଜିର ଦିନରେ ଶେନ୍ ୱାର୍ନ ଏ ଦୁନିଆକୁ ବିଦାୟ ଦେଇଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର କ୍ରିକେଟ୍ ଜଗତ ଦୋହଲି ଯାଇଥିଲା। ଆଜି ବିଶ୍ୱ ତାଙ୍କର ପ୍ରଥମ ପୁଣ୍ୟତିଥି ପାଳନ କରୁଛି। ତେବେ ଆସନ୍ତୁ ଏହି ଅବସରରେ ତାଙ୍କ ସହ ଜଡିତ କିଛି ରୋଚକ ତଥ୍ୟ ଉପରେ ନଜର ପକେଇ ନେବା।
ଟିମ୍ ଇଣ୍ଡିଆର ‘ବ୍ରହ୍ମାସ୍ତ୍ର’, ପେସର୍ ଯଶପ୍ରୀତ ବୁମ୍ରା ଅନେକ ଦିନ ହେଲା ପିଠି ଯନ୍ତ୍ରଣାଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ସର୍ଜରୀ କରାଯିବା ସ୍ଥଳେ ସେ ପାଞ୍ଚ-ଛଅ ମାସ କ୍ରିକେଟ୍ରୁ ଦୂରରେ ରହିବେ। ଆଇପିଏଲ୍ ୨୦୨୩ରୁ ସେ ବାଦ୍ ପଡ଼ିସାରିଲେଣି। ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ରେ ଖେଳିପାରିବେ ତ ବୁମ୍ରା?
ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍ କରିବା ପରେ ଡିସକସ୍, ଜାଭେଲିନ୍, ପୋଲ ଭୋଲ୍ଟ ପ୍ରାକ୍ଟିସ୍ ଆରମ୍ଭ କରିଦିଅନ୍ତି ।କେବଳ ନିଜେ ପ୍ରାକ୍ଟିସ୍ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ ଦିଅନ୍ତି । ଦୀର୍ଘ ୧୫ବର୍ଷ ହେଲା ଯୁବକଯୁବତୀଙ୍କୁ ମାଗଣାରେ ଟ୍ରେନିଂ ଦେଇଆସୁଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କଠାରୁ ଟ୍ରେନିଂ ପାଇ ଅନେକ କ୍ରୀଡାବିତ୍ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଅନେକ ଆର୍ମୀ, ପୋଲିସ ତଥା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଚାକିରି ବି ପାଇସାରିଛନ୍ତି ।
ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି ।
ଶ୍ରୀକ୍ଷେତ୍ର ପୁରୀର ଝିଅ ଓ ପୁଣି ପୁରୀର ବୋହୂ ମଧୁସ୍ମିତା ରଥଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବଡି ବିଲ୍ଡର ସ୍ୱାମୀଙ୍କ ପ୍ରେରଣା ପାଇ ଗତ ସାତବର୍ଷ ହେବ workout କରିବା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ନିଜକୁ ଫିଟ ରଖିବା ସହ ଗତ ବର୍ଷେ ହେବ ସୁନ୍ଦର ସ୍ୱାସ୍ଥ୍ୟ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନ୍ଦର ସ୍ୱାସ୍ଥ୍ୟର ଅଧିକାରିଣୀ ହୋଇଥିଲେ । ଏବେ ଜାତୀୟ ମଞ୍ଚରେ world fitness federarion ପକ୍ଷରୁ ଆୟୋଜିତ ତିନିଟି ବର୍ଗରେ ବ୍ରୋଞ୍ଜ ଟାଇଟଲ ହାସଲ କରିଛନ୍ତି ଶ୍ରୀକ୍ଷେତ୍ର ବୋହୂ।
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଥିଲା । ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଥିଲେ ।
ଭିଡିଓରେ ଜଣେ ଯୁବତୀ କ୍ରିକେଟର ବିରାଟ କୋହଲିଙ୍କ ମହମରେ ତିଆରି ଷ୍ଟାଚ୍ୟୁକୁ ଚୁମ୍ବନ ଦେଉଛନ୍ତି । ଆଉ ଖୁବ୍ ସୁନ୍ଦର ଚାହାଣୀରେ ମଧ୍ୟ ବିରାଟଙ୍କ ଷ୍ଟାଚ୍ୟୁକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଯୁବତୀଙ୍କର ଏହି ହରକତକୁ କେହିଜଣେ ତାଙ୍କ ମୋବାଇଲ୍ରେ ରେକର୍ଡ କରୁଥିବା ଦେଖିବାକୁ ମିଳୁଛି ।
DLS ନିୟମ ଆଧାରରେ ଭାରତ ବିଜୟୀ । ଆର୍ୟାଲାଣ୍ଡକୁ ୫ ରନରେ ହରାଇ ସେମିରେ ଭାରତ ।
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ପ୍ରଥମ ସିଜନ୍ରେ ଭାରତୀୟ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଜିତିପାରି ନ ଥିଲା। ଏବେ ଦମ୍ଦାର୍ ଫର୍ମରେ ଅଛି ଟିମ୍ ଇଣ୍ଡିଆ। ଏଥର ମୁକୁଟ ବିଜୟ ସ୍ୱପ୍ନ ସାକାର ହେବ ତ
ସମସ୍ତ ଟିମ ନିଜ ଘରୋଇ ଗ୍ରାଉଣ୍ଡରେ ୭ଟି ମ୍ୟାଚ୍ ଖେଳିବେ ଓ ଲିଗ ପର୍ଯ୍ୟାୟରେ ସମାନ ସଂଖ୍ୟକ ମ୍ୟାଚ୍ ବାହାରେ ମଧ୍ୟ ଖେଳିବେ ।
ମୁମ୍ବାଇରେ ଏକ କ୍ଲବ୍ରେ ସେଲ୍ଫି ଉଠାଇବାକୁ ନେଇ ବିବାଦ ପରେ ପୃଥିବୀ ଶ’ଙ୍କୁ ମାର୍ପିଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନେ ପୃଥିବୀ ଶ’ଙ୍କ ସହ ଅସଦାଚରଣ କରିଥିଲେ।
ଚେତନ ତାଙ୍କ ଇସ୍ତଫା ପତ୍ରକୁ BCCI ସମ୍ପାଦକ ଜୟ ଶାହାଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ଏକ ଭାଇରାଲ ଭିଡିଓ ପାଇଁ ବିବାଦକୁ ଆସିଥିଲେ ଚେତନ ଶର୍ମା ।
ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ବେଳେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଓ ବର୍ତ୍ତମାନର କ୍ୟାପଟେନ୍ ରୋହିତ ଶର୍ମାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା ହୋଇଛି।
ଭାରତୀୟ କ୍ରିକେଟରମାନେ ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକସନ୍ ନେଉଥିବା ଜଣାପଡ଼ିଛି। ଆହତ ଥିବା ସତ୍ତ୍ୱେ ଦଳର ଚୟନ ବେଳେ ଫିଟ୍ ରହିବାକୁ ଏହି ଇଞ୍ଜେକସନ୍ ଉପରେ ସେମାନେ ନିର୍ଭର କରନ୍ତି ବୋଲି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା କହିଛନ୍ତି।
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି?
ସୋସିଆଲ ମିଡିଆରେ ଫଟୋ କଲେ ସେୟାର
ବିଶ୍ୱରେ ସେ ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ଗତ ଡିସେମ୍ବର ୩୦ରେ କ୍ରିକେଟର୍ ରିଷଭ ପନ୍ତ୍ ଦୁର୍ଘଟଣାର ଶିକାର ହୋଇଥିଲେ।
ଅଝରୁଦ୍ଦିନ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଜହର ୮ ଫେବୃଆରୀ ୧୯୬୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟର ଭାବରେ ତାଙ୍କର ଏକ କ୍ୟାରିୟର ଥିଲା, କିନ୍ତୁ ତାଙ୍କ ପ୍ରେମ ଜୀବନ ମଧ୍ୟ ଅନେକ ବିବାଦରେ ଘେରି ରହିଥିଲା। ୨ ଜଣଙ୍କ ସହ ହୋଇଥିଲା ଛାଡପତ୍ର।
ଅକ୍ଷମତା ସତ ହେଲେ ହାର ମାନିନାହାନ୍ତି। ଦିବ୍ୟାଙ୍ଗ ହେବା ପରେ ବି ସାଧାରଣ ବର୍ଗରେ ଭାଗନେଇ ଜିତିଛନ୍ତି ଅନେକ ମେଡାଲ
ଭାରତୀୟ କ୍ରିକେଟର ଶିଖର ଧୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଚେତାବନୀ ଦେଇଛନ୍ତି। ଧୱନଙ୍କ ବିରୋଧରେ କେଉଁଠି ବି କେବେ ବି ବଦ୍ନାମ କଲା ଭଳି ମନ୍ତବ୍ୟ ନଦେବା ପାଇଁ ଆୟଶାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଟିମ୍ର ଅଧିନାୟକ ଦାୟିତ୍ୱ ଦେଇ ବିସିସିଆଇ ଏକ ଉଚିତ ନିଷ୍ପତ୍ତି ନେଇଛି। ହାର୍ଦ୍ଦିକଙ୍କ ନେତୃତ୍ୱକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା। ତେବେ ଅଧିନାୟକ ଭାବେ ସେ ବେଶୀ ଦୂର ଯାଇ ନାହାନ୍ତି। ଆଗକୁ ସେ ଅନେକ ପରୀକ୍ଷାର ସମ୍ମୁଖୀନ ହେବେ।
ରାଜ୍ୟ ସରକାର ବିଜୟୀ ଟିମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ବିଶ୍ୱକପ୍ ଜିତିବା ପରେ କୋହ ରୋକିପାରିଲେନି ଶେଫାଳି ବର୍ମା । ଆଖିରୁ ବହିଯାଇଥିଲା ଧାରଧାର ଖୁସିର ଲୁହ ।