• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Bad Habbit
ଟେନ୍‌ସନ୍‌ ଫ୍ରି ରହିବାକୁ ଚାହୁଛନ୍ତି ଯଦି, ଛାଡ଼ନ୍ତୁ ଏହି ୭ ଅଭ୍ୟାସ..

ଦୈନନ୍ଦିନ ଜୀବନରେ ଛାଡ଼ନ୍ତୁ ଏହି ୭ଟି ଅଭ୍ୟାସ, ଆଉ ଖୁସିରେ ରୁହନ୍ତୁ

  • Saturday, 03 August 2024
Social Media
ମରିଗଲା ଭାବି ପୋତି ଦେଇଥିଲେ, ବୁଲା କୁକୁର ମାଂସ ଖାଇବା ଲୋଭରେ ଖୋଳି ବାହାର କଲେ...

କୁକୁରମାନେ ରକ୍ତ ଗନ୍ଧ ବାରି ସେଠାକୁ ଖୋଳି ତାଙ୍କ ମାଂସ ଖାଇବାକୁ ଲାଗିଲେ । ସୌଭାଗ୍ୟବଶତଃ ରୂପକିଶୋରଙ୍କ ଚେତା ଫେରିଥିଲା ଆଉ ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।

  • Friday, 02 August 2024
  • Viral
Samrat WU Zetain
ବିଶ୍ୱର ସବୁଠୁ ଧନୀ ମହିଳା ସମ୍ରାଟ ! ଜାଣନ୍ତୁ ସେ କିଏ, ତାଙ୍କର ସମ୍ପତ୍ତି କେତେ ?

ମହାରାଣୀ ‘ୱୁ’ ଜେଟିୟାନ୍‌ଙ୍କ ଜନ୍ମ ୬୨୪ ଖ୍ରୀଷ୍ଟାବ୍ଦରେ ଶାଂକ୍ସି ପ୍ରଦେଶରେ ହୋଇଥିଲା । ତାଙ୍କ ପିତା ଜଣେ କାଠ ବ୍ୟବସାୟୀ ଥିଲେ । ସେ ପିଲାଦିନରୁ ବହୁତ ବୁଦ୍ଧିମାନ ଥିଲେ । ୧୪ ବର୍ଷ ବୟସରେ ସେ ଟାଙ୍ଗ କୋର୍ଟରେ ସଚିବ ହୋଇଥିଲେ।

  • Friday, 02 August 2024
  • China
Empire State Building
୧୪ ଶହ ଫୁଟ୍ ଉପରେ ଚଢ଼ିଲେ, ସେଲଫି ନେଲେ; ତା'ପରେ ଯାହା ହେଲା ...

ଯୁବପିଢ଼ି ଭିତରେ ସୋସିଆଲ ମିଡିଆ ଏକ ରୋଗ ପରି ବ୍ୟାପି ଚାଲିଛି । ଲୋକପ୍ରିୟ ହେବାକୁ ଲୋକେ କିଛି ବି କରିବାକୁ ପଛାଉ ନାହାନ୍ତି । ରିଲ୍ସ କରିବା ଚକ୍କରରେ କେତେ ଜଣଙ୍କ ଜୀବନ ମଧ୍ୟ ଯାଉଛି ।

Dog
୨୫୦ କିଲୋମିଟର ଦୂରରୁ ଫେରିଲା ହଜିଲା କୁକୁର, ଗାଁରେ ହେଲା ଭୋଜି ଭାତର ଆସର

କମଲେଶଙ୍କ କହିବାନୁଯାୟୀ, ମହାରାଜକୁ ସର୍ବଦା ଭଜନ ଶୁଣିବାକୁ ଭଲ ଲାଗେ । ଏଥର ସେ ମୋ ସାଙ୍ଗରେ ମହାବାଲେଶ୍ୱର ନିକଟ ଜ୍ୟୋତିବା ମନ୍ଦିରକୁ ପଦଯାତ୍ରାରେ ଯାଇଥିଲା ।

Traffic Police
ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ୍

ରାସ୍ତା ଉପରେ ଟ୍ରାଫିକ ପୋଲିସଙ୍କ ଦମଦାର ଡ୍ୟାନ୍ସ। କେତେବେଳେ ଦବଙ୍ଗ ଷ୍ଟାଇଲରେ ଚାଲୁଛନ୍ତି ତ ଆଉ କେତେବେଳେ ମାଇକେଲ ଜ୍ୟାକସନ ପରି ମୁନ ଓ୍ୱାକ କରି ପଛକୁ ପଛକୁ ଯାଉଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ବି କରୁଛନ୍ତି।

Foods To Avoid in Breakfast
Health Tips: ସକାଳ ଜଳଖିଆରେ କେବେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ କର୍କଟ-ଡାଇବେଟିସ୍

ନିକଟରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସ୍ୱାମୀ ଡକ୍ଟର ଶ୍ରୀରାମ ନେନେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ଲୋକମାନେ ଜଳଖିଆରେ କେଉଁ କେଉଁ ଜିନିଷରୁ ଦୂରେଇ ରହିବା ଉଚିତ। ଇନ୍‌ଷ୍ଟାରେ ଶେୟାର ହୋଇଥିବା ଭିଡିଓରେ, ସେହିସବୁ ଜଳଖିଆଗୁଡିକ ଦେଖାଯାଇଛି, ଯାହା ସକାଳେ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

Groom From Korea and Bride From Tamil Nadu
ତାମିଲ କନିଆକୁ କୋରିଆ ବର

ସାତ ଦରିଆ ପାରି ହୋଇ ଭଲପାଇବାର ହୃଦୟ ନେଇ ମନର ମଣିଷ ଆସିଛି ତା’ ଜୀବନ ସାଥୀକୁ ନେଇ ଯିବାକୁ । ଆଉ ସେଇଥି ପାଇଁ ନିଜ ହାତରେ ତା’ ହୃଦୟର ରାଣୀକୁ ସଜେଇ ଦେଉଛି । ଆଉ ଯେମିତି ଅପେକ୍ଷା କରିଛି ସେହି ଶୁଭ ମୁହୂର୍ତ୍ତକୁ ତା’ ସିନ୍ଥିରେ ସିନ୍ଦୂର ଦେଇ ନିଜ ସାଥୀରେ ଉଡେଇ ନେଇ ଚାଲିଯିବ ତା’ ଦେଶକୁ । ସେଇଥିପାଇଁ ତ କୋରିଆରୁ ଆସିଛି ବର, ଭାରତରେ ହୋଇଛି ବାହାଘର ।

Shubhra Ranjan
ମହଙ୍ଗା ପଡ଼ିଲା ଆକବରଙ୍କୁ ଶ୍ରୀରାମଙ୍କ ସହ ତୁଳନା; ବିବାଦ ପରେ କ୍ଷମା ମାଗିଲେ UPSC ଟ୍ୟୁଟର୍

ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ମୋଗଲ ଶାସକ ଆକବରଙ୍କୁ ଭଗବାନ ରାମଙ୍କ ସହ ତୁଳନା କରୁଛନ୍ତି ।

  • Sunday, 28 July 2024
  • UPSC
Google will no longer remove cookies from chrome browser
Technology: ଗୁଗୁଲ୍‌ର ବଡ଼ ନିଷ୍ପତ୍ତି; କ୍ରୋମ୍ ବ୍ରାଉଜର୍‌ରୁ ଉଠିଯିବ ଏହି ଲୋକପ୍ରିୟ ଆପ୍ସ, ଆଉ ରହିବନି ଡାଟା

ଗୁଗୁଲ ପ୍ରାୟତଃ ନୂଆ ନୂଆ ଅପ୍‌ଡେଟ୍ ଉପରେ କାର୍ଯ୍ୟ ଜାରି ରଖିଥାଏ, ଯାହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ସୁବିଧା ପାଇପାରିବେ। ଏପରି ପରିସ୍ଥିତିରେ, ଅନେକ ଲୋକ ସ୍ମାର୍ଟଫୋନ୍‌ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି। ଆପଣ ଯଦି ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଖବରକୁ ଅଣଦେଖା କରିବା ଉଚିତ ନୁହେଁ।

Kavya Karnatac
୪ ଲକ୍ଷ ଟଙ୍କାର ଅଫର୍‌କୁ ମନା କଲେ ଏହି ଇନଫ୍ଲୁଏନସର୍, ଜାଣନ୍ତୁ କାହିଁକି ...

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ତେବେ ଉକ୍ତ ବାହାଘରରେ ଯୋଗଦେବାକୁ ଜଣେ ଇନଫ୍ଲୁଏନ୍ସର୍ ମନାକରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Sonakshi sinha viral video people asked is actress pregnant
Viral Video: ସୋନାକ୍ଷୀ ସିହ୍ନାଙ୍କୁ ଏମିତି ଦେଖି ଲୋକେ କହିଲେ ଅଛନ୍ତି ଗର୍ଭବତୀ

ସୋନାକ୍ଷୀ-ଜହୀର ବିବାହ ପରେ, ଉଭୟଙ୍କ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ଭାଇରାଲ୍‌ ହେଉଛି। ନିକଟରେ ସୋନାକ୍ଷୀ ଏବଂ ଜହୀରଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସୋନାକ୍ଷୀଙ୍କୁ ଦେଖିବା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ବିଷୟରେ କଳ୍ପନା କରୁଛନ୍ତି।

Shivani kumari brutally troll for pulling adnaan sheikh pajama nara
Viral Video: ଅଦନାନ ପିନ୍ଧୁଥିଲେ ପାଇଜାମା, ଡୋର ଟାଣିଦେଲେ ଶିବାନୀ; ଯାହା ଦେଖିଲେ ହସି ହସି ଗଡିଗଲେ

ଘରେ ଘରେ ପରିଚିତ ହୋଇଥିବା ଶିବାନୀ କୁମାରୀ ମଧ୍ୟ ବିଗ୍ ବସ୍ OTT 3 ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି। ବିଗ୍ ବସ୍‌ର ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ସେ ଅଦନାନ୍ ଶେଖଙ୍କ ପାଇଜାମାର ନାଡା ଟାଣୁଥିବାର ନଜର ଆସିଛନ୍ତି। ତା’ପରେ ଲୋକମାନେ ତାଙ୍କର କ୍ଲାସ୍ ନେବା ଆରମ୍ଭ କରିଦେଇଛନ୍ତି।

Mashco piro largest uncontacted indigenous tribe makes rare appearance
Viral Video: ହଠାତ୍‌ କ୍ୟାମେରା ଆଗକୁ ଆସିଗଲେ ଏହି ଜନଜାତି; ପିନ୍ଧିଛନ୍ତି ଅଜବ ପ୍ରକାର ପୋଷାକ

ଅନେକ ଜନଜାତି ଅଛନ୍ତି ଯେଉଁମାନଙ୍କ ସହ ଆଜି ପର୍ଯ୍ୟନ୍ତ ବି ଯୋଗାଯୋଗ ହୋଇପାରିନି। ନିକଟରେ ଏପରି ଏକ ଜନଜାତିର କିଛି ଲୋକ ହଠାତ୍ ନଦୀ କୂଳରେ ଥିବା ଜଙ୍ଗଲ ବାହାରେ କ୍ୟାମେରାରେ କଏଦ ହୋଇଯାଇଛନ୍ତି। ସେମାନଙ୍କୁ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ପ୍ରକଟ କରିଛି… କିନ୍ତୁ କାହିଁକି ?

How to protect youtube channel from hacked
Technology: ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ହ୍ୟାକ୍ ହେବାରୁ ଏମିତି ଦିଅନ୍ତୁ ସୁରକ୍ଷା; ଫଟାଫଟ୍ କରନ୍ତୁ ଏହି କାମ

ଅନେକ ସମୟରେ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବ୍ ହ୍ୟାକ୍ ହୁଏ। ତେବେ ଏଭଳି ପରିସ୍ଥିତିରେ ଏହାକୁ ଏଡେଇବା ପାଇଁ କ’ଣ କରିବା ଉଚିତ, ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସାଇବର ଅପରାଧୀଙ୍କଠାରୁ କିପରି ରକ୍ଷା କରାଯାଇପାରିବ ସେ ବିଷୟରେ ଜାଣିବା ଦରକାର।

baba ramdev dance with groom anant in wedding
Viral Video: ଅନନ୍ତ ଅମ୍ବାନୀଙ୍କ ହାତ ଧରି ଧୂଆଁଦାର୍ ଡ୍ୟାନ୍ସ କଲେ ଯୋଗଗୁରୁ ବାବା ରାମଦେବ

ଅନନ୍ତ ଅମ୍ବାନୀଙ୍କ ରାଧିକା ମର୍ଚାଣ୍ଟଙ୍କ ଦମଦାର ବିବାହରେ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଭାଗ ନେଇଥିଲେ। ଏହାରି ଭିତରେ ଅନନ୍ତଙ୍କ ବିବାହର ଏକ ଇନ୍‌ସାଇଡ୍ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାମଦେବ ଅନନ୍ତଙ୍କ ହାତ ଧରି ଧୂଆଁଦାର୍ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

At wedding Anant ambani danced with wife radhika merchant and kissed forehead
Viral Video: ରାଧିକାଙ୍କ ଉପରେ ଅନନ୍ତଙ୍କ ପ୍ରେମ ବର୍ଷା; ନାଚୁ ନାଚୁ ଚୁମ୍ବନ ଦେଲେ

ଅନନ୍ତ-ରାଧିକାଙ୍କ ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି। ଏହି ଭାଇରାଲ୍ ଭିଡିଓରେ ଅନନ୍ତ ଅମ୍ବାନୀ ବିବାହ ଉତ୍ସବରେ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯାଆନ୍ତି। ସେ ତାଙ୍କ କପାଳରେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

CISF Jawan
ଅନ୍‌ ଡ୍ୟୁଟି CISF ଯବାନଙ୍କୁ ଶକ୍ତ ଚାପୁଡ଼ା ମାରିଲେ ସ୍ପାଇସଜେଟ୍‌ର ମହିଳା କର୍ମଚାରୀ..ଭିଡିଓ ଭାଇରାଲ..

ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁଠି ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର ମହିଳା କର୍ମଚାରୀ ବିମାନବନ୍ଦରରେ ନିୟୋଜିତ ଥିବା ଜଣେ CISF ଯବାନଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡ଼ା ମାରିଛନ୍ତି।

Auto driver's fluent English
ଅଟୋ ଡ୍ରାଇଭରଙ୍କ ନନଷ୍ଟପ୍‌ ଇଂରାଜୀ ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍‌ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି।

How to use vicks to repel mosquitoes
Tips And Tricks: ମଶା ହଟେଇବାର ଘରୋଇ ଟିପ୍ସ; ହେବ ନାହିଁ କୌଣସି ସ୍ୱାସ୍ଥ୍ୟହାନୀ

ବର୍ଷା ଦିନ ଆସିବା ମାତ୍ରେ ମଶାମାନଙ୍କ ଉତ୍ପାତ ବଢିଯାଏ। ଏହି କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନ୍‌ଗୁନିଆ ଭଳି ବିପଜ୍ଜନକ ରୋଗ ଏହି ଋତୁରେ ଶୀଘ୍ର ବ୍ୟାପିବା ଆରମ୍ଭ କରେ ଏବଂ ସଂକ୍ରମଣର ଭୟକୁ ଏଡାଇବା ପାଇଁ ପ୍ରତ୍ୟେକ ଘରର ଲୋକମାନେ ବିଭିନ୍ନ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି।

man bitten by snakes 6 times
ରିଲ୍‌ ନୁହେଁ ରିୟଲ୍‌ରେ ଜାନି ଦୁସମନ୍‌; ଖୋଜିଖୋଜି ପ୍ରତି ଶନିବାର କାମୁଡୁଛି ସାପ

ଜୁନ୍‌ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍‌ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍‌ରେ ଆଉଥରେ ସାପ କାମୁଡିଥିଲା।

pet dog
କୁକୁରର ବାର୍ଥ ଡେ’ ସେଲିବ୍ରେସନ; ମାଲିକାଣୀ ଦେଲେ ଅଢ଼େଇ ଲକ୍ଷର ସୁନା ଚେନ୍‌

ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍‌ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।

Stag Beetle
ଆଶ୍ଚର୍ଯ୍ୟ !! ପୋକ ଆଗରେ BMW ଗାଡ଼ି ବି ଫିକା.. ଦାମ ଜାଣିଲେ ହୋସ୍‌ ଉଡ଼ିଯିବ..

ଏହି ଦାମୀ କୀଟର ନାମ ଷ୍ଟାଗ୍‌ ବିଟେଲ୍। ଏହା ଲୁକାନିଡେ ପରିବାରର ସଦସ୍ୟ, ଯାହାର ୧୨୦୦ପ୍ରଜାତି ରହିଛି। ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ।

Baba Bhenga
ଏଲିଅନ୍‌ଙ୍କ ସହ ସମ୍ପର୍କ.. ମଙ୍ଗଳଗ୍ରହରେ ଯୁଦ୍ଧ.. ଅନ୍ୟ ଗ୍ରହରେ ମଣିଷ କରିବ ବସବାସ

ସବୁଠାରୁ ବଡ଼ କଥା ହେଲା ବାବା ଭେଙ୍ଗା ଏବେ ଆଉ ଜୀବିତ ନାହାନ୍ତି । କିନ୍ତୁ ସେ ବିଶ୍ୱର ଭବିଷ୍ୟତ ନେଇ ଯାହା ଲେଖିଛନ୍ତି ତାହା ଧିରେ ଧିରେ ସାମ୍ନାକୁ ଆସୁଛି । ଆଉ ଲୋକଙ୍କୁ ଚକିତ କରୁଛି ।

  • Saturday, 06 July 2024
pandit ji did tremendous dance infront of dulha dulhan
Viral Video: ବିବାହ ଦେଉ ଦେଉ ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ନାଚିଲେ ପୁରୋହିତ

ହିନ୍ଦୁ ପରମ୍ପରା ଅନୁସାରେ କୌଣସି ବିବାହ ବିନା ପଣ୍ଡିତରେ ହୁଏ ନାହିଁ। କାରଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନୀରେ ଦୁଇ ଅଜଣା ବ୍ୟକ୍ତି ପରସ୍ପରଙ୍କୁ ସାତ ଜନ୍ମ ପାଇଁ ନିଜର କରନ୍ତି। କିନ୍ତୁ ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ବିବାହ ଦେଖିବାକୁ ମିଳୁଛି ଯେଉଁଠି ପଣ୍ଡିତଙ୍କ ଡ୍ୟାନ୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।