ବିଶ୍ୱର ବିଶିଷ୍ଟ ଧନୀ ବ୍ୟକ୍ତି ତଥା ଆମେରିକାର ସରକାରୀ କାର୍ଯ୍ୟଦକ୍ଷତା ବିଭାଗ (DOGE) ମୁଖ୍ୟ ଏଲନ୍ ମସ୍କ କହିଛନ୍ତି, ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ( ପୂର୍ବର ଟ୍ୱିଟର )କୁ ହୋଇଥିବା ବଡ ଧରଣର ସାଇବର ଆଟାକ୍ ୟୁକ୍ରେନ ଦେଶରୁ ହିଁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମ ସାରା ବିଶ୍ୱରେ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ।
ଯଦି ସୋସିଆଲ୍ ମିଡିଆ ସଠିକ୍ ଭାବରେ ବ୍ୟବହୃତ ନ ହୁଏ, ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ। ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ କେତେକ ସାଧାରଣ ତ୍ରୁଟିରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ। ତେବେ ସେହି ତ୍ରୁଟିଗୁଡିକ କ’ଣ ଆସନ୍ତୁ ଜାଣିବା...
ବିଶ୍ୱର ପ୍ରସିଦ୍ଧ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଚଳାଉଥିବା କମ୍ପାନୀ ମେଟାର ସମସ୍ୟା ପୁଣି ଥରେ ବଢିପାରେ। ସୋମବାର ଦିନ ମେଟା ୟୁରୋପୀୟ ୟୁନିଅନ ନିୟାମକର ନୂଆ ଡିଜିଟାଲ ପ୍ରତିଯୋଗିତା ରୁଲ୍ବୁକ୍ର ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଛି।