Advertisment

Video: ବେଡରେ ମାଆ, ଝିଅ କରୁଛି ରିଲ୍ସ

ମେଡିକାଲ ବେଡ୍‌ରେ ଶୋଇଛନ୍ତି ରୋଗିଣା ମାଆ । ଆଉ ସେଠି, ମାଆଙ୍କ ବେଡ୍ ପାଖରେ ନାଚି ନାଚି ରିଲ୍ସ କରୁଛି ଝିଅ । ନା ମନରେ ଦୁଃଖ ଅଛି, ନା ସ୍ଥାନ କାଳ ପାତ୍ରର ଜ୍ଞାନ ।

author-image
Sonali Ojha

Reels Video
Advertisment
Advertisment