• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: South Indian Actress

Anushka Shetty
Anushka Shetty: ଏହି ସୁନ୍ଦରୀଙ୍କ ଚକ୍କରରେ ପଡିଯାଇଥିଲେ ପ୍ରଶଂସକ; ଫଟୋ ଦେଖି ହୋଇଥିଲା ୪୦ ଦୁର୍ଘଟଣା

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କ ପ୍ରତି ଲୋକଙ୍କ ମଧ୍ୟରେ କ୍ରେଜ୍ ବହୁତ ଅଧିକ। ଏହା ସେମାନଙ୍କ ଫିଲ୍ମରୁ ଅନୁମାନ କରାଯାଇପାରେ। କିଛି ପ୍ରଶଂସକ ଏପରି ଯେ ସେମାନେ ନିଜ ପ୍ରିୟ ଅଭିନେତ୍ରୀଙ୍କ ପାଇଁ କିଛି ମଧ୍ୟ କରିପାରନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ଜଣେ ଅଭିନେତ୍ରୀଙ୍କ ଫଟୋ ସାରା ସହରକୁ ଥରାଇ ଦେଉଥିଲା।

Sreeleela stuns her moonlight look in net saree
Sreeleela: ଶାଢି ଲୁକ୍‌ରେ ପ୍ରଶଂସକଙ୍କ ହୃଦୟ ଚୋରି କଲେ ଶ୍ରୀଲୀଲା

'ପୁଷ୍ପା ୨'ରେ 'କିସିକ୍' ଗୀତରେ ନିଜର ଦମଦାର ଡ୍ୟାନ୍ସ ଷ୍ଟେପ୍ ନେଇ ଲୋକଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିବା ଶ୍ରୀଲୀଲା ତାଙ୍କ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପ୍ରଭାବିତ କରନ୍ତି। ଅଭିନେତ୍ରୀ ତାଙ୍କ ଫଟୋ ସହିତ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବର୍ତ୍ତମାନ ଆଗାମୀ ଚଳଚ୍ଚିତ୍ର ‘ରବିନ୍‌ହୁଡ୍’ର ପ୍ରମୋସନ ସମୟରେ ଅଭିନେତ୍ରୀ ତାଙ୍କର ଶାଢି ଲୁକ୍‌ ଶେୟାର କରିଛନ୍ତି।

Rashmika mandanna and vijay deverakonda dating rumors
Rashmika Mandanna Dating: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡାଙ୍କ ଫଟୋ ହେଲା ଭାଇରାଲ୍; ବଢିଲା ସନ୍ଦେହ

ଯେତେବେଳେ ବି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କୁ ଏକାଠି ଦେଖାଯାଏ, ସେତେବେଳେ ସେମାନଙ୍କର ଡେଟିଂ ଖବରର ଚର୍ଚ୍ଚା ଜୋର୍ ଧରିବା ଆରମ୍ଭ କରେ। ବର୍ତ୍ତମାନ ସେମାନଙ୍କ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ଯାହାକୁ ନେଇ ଲୋକଙ୍କ ସନ୍ଦେହ ବଢିଯାଇଛି।

Actress pooja hedge look stunning in off shoulder gown
ଅଫ୍ ସୋଲ୍ଡର୍ ଗାଉନ୍‌ରେ ଘାତକ ଲୁକ୍ ଦେଲେ ପୂଜା ହେଗ୍‌ଡେ; ଲୋକେ କହିଲେ…

ସାଉଥ୍‌ ଇଣ୍ଡଷ୍ଟ୍ରି ଠାରୁ ବଲିଉଡ୍‌ ପର୍ଯ୍ୟନ୍ତ ନିଜର ଗ୍ଲାମର ତଡକା ଲଗେଇଥିବା ଅଭିନେତ୍ରୀ ପୂଜା ହେଗ୍‌ଡେ ପ୍ରତିଦିନ ତାଙ୍କ ପର୍‌ଫେକ୍ଟ୍ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ୍‌ ସହିତ ନିଜ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ତାଙ୍କର କିଛି ଫଟୋସୁଟ୍‌ର ଚିତ୍ର ପୋଷ୍ଟ କରିଛନ୍ତି, ଯାହାକୁ ଆପଣ ଅଣଦେଖା କରିପାରିବେ ନାହିଁ।