• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Biseswar Tudu
୨ ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣାରେ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱରଙ୍କ ନାଁରେ ମାମଲା

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଡେପୁଟି ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କ ହାତ ଭାଙ୍ଗିଥିବା ବେଳେ ଆସିଷ୍ଟାଣ୍ଟ ଡିରେକ୍ଟର ଅଶ୍ୱିନୀ ମଲ୍ଲିକ ମଧ୍ୟ ଆହତ ହୋଇଛନ୍ତି । ତେବେ ମାଡ଼ ଅଭିଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା ମିଳି ପାରିନି ।

  • Friday, 21 January 2022
Panchayat election
ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ..

ଏଥର ପଂଚାୟତ ନିର୍ବାଚନରେ ପ୍ରକମ୍ପିତ ହେଉଛି ଗାଁ.. କିଏ ଇଂଜିନିୟର ଚାକିରି ଛାଡି ନାମାଙ୍କନ ଭରିଛି ତ ଆଉ କିଏ ଡାକ୍ତର ଚାକିରି ଛାଡ଼ି, ତେବେ ଭେଟନ୍ତୁ କିଛି ଏମିତି ପ୍ରାର୍ଥୀଙ୍କୁ ।

  • Friday, 21 January 2022
Panchayat election
ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ

ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ରାଜକୁମାରୀ: କହିଲେ, ଲୋକଙ୍କ ସେବା କରିବା ପାଇଁ ରାଜନୀତି ଶ୍ରେଷ୍ଠ ମାଧ୍ୟମ ।

  • Friday, 21 January 2022
Panchayat election
ପଞ୍ଚାୟତ ନିର୍ବାଚନ: ଗୋଟିଏ ପରିବାରର ୩ ବୋହୂ, ମା-ଝିଅ ବି ଲଢ଼ୁଛନ୍ତି !

ରାଜବଂଶର ଦାୟାଦ । ସମୟ ସୁଅରେ ରାଜଗାଦି ସିନା ବିଲୋପ ହୋଇଗଲା, ହେଲେ ଗଣତନ୍ତ୍ର ପରେ ବି କିନ୍ତୁ ବଞ୍ଚିଛି ସେହି ଶାସନ ଆଉ କ୍ଷମତା । ଗଞ୍ଜାମ ଧରାକୋଟ ରାଜ ପରିବାରର ଏକମାତ୍ର ରାଜକୁମାରୀ ତଥା ରାଜା ହେଉଛନ୍ତି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।

Panchayat election
ସରିଲା ନାମାଙ୍କନ, ମଇଦାନରେ ହେଭିୱେଟ୍‌ଙ୍କୁ ଟକ୍କର ଦେବେ ଉଚ୍ଚଶିକ୍ଷିତ

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ ଉଚ୍ଚଶିକ୍ଷିତ ଓ ପେସାଦାରମାନେ ନିର୍ବାଚନ ମଇଦାନକୁ ଡେଇଁବା ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି । ଏପଟେ ପ୍ରାର୍ଥିପତ୍ର ଦାଖଲ ସରୁ ସରୁ ନିଜ ନିଜ ସଫଳତାକୁ ନେଇ ଆଶାବାଦୀ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ ।

  • Friday, 21 January 2022
Biseswar Tudu
ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଚୌକିରେ ପିଟିଥିବା ଅଭିଯୋଗ

ଡେପୁଟି ଡିରେକ୍ଟର ଅଶ୍ୱିନୀ ମଲ୍ଲିକ, ଆସିଷ୍ଟାଣ୍ଟ ଡିରେକ୍ଟର ଦେବାଶିଷ ମହାପାତ୍ରଙ୍କୁ ରିଭ୍ୟୁ ପାଇଁ ଦଳୀୟ କାର୍ଯ୍ୟାଳୟକୁ ଡକାଇଥିଲେ ମନ୍ତ୍ରୀ । ତେବେ ସେଠାରେ ଉଭୟଙ୍କୁ ମନ୍ତ୍ରୀ ଚେୟାରରେ ପିଟିଥିବା ନେଇ ୨ ଅଧିକାରୀ ଅଭିଯୋଗ କରିଛନ୍ତି ।

Congress BJD BJP
‘ଓଡ଼ିଶା ସବୁଥିରେ ପଛୁଆ, ହେଲେ ମୁଖ୍ୟମନ୍ତ୍ରୀ କେମିତି ନମ୍ବର ୱାନ୍‌ ?’

ରାଜ୍ୟରେ ଜଳ, ଜମି, ଖଣି ସୁରକ୍ଷିତ ରହିନି । ସବୁ ରାଜ୍ୟରେ ଭତ୍ତା ରାଶି ବଢ଼ିଛି ହେଲେ ଓଡ଼ିଶାରେ ତାହା ହୋଇପାରିଲାନି ବୋଲି କଂଗ୍ରେସ କହିଛି । ନବୀନ ଖୋଦ୍ ସବୁ କ୍ଷେତ୍ରରେ ଏକ ନମ୍ବର ହେଲେ କିନ୍ତୁ ରାଜ୍ୟକୁ କରାଇ ପାରିଲେନି ବୋଲି କହି କଟ୍ଟାକ୍ଷ କରିଛନ୍ତି କଂଗ୍ରେସ ମୁଖପାତ୍ର ଜଜ୍ଞେଶ୍ୱର ବାବୁ ।

Odisha Panchayat Polls, Mobile Tower
'ମୋବାଇଲ୍ ଫୋନ୍ ନେଟୱର୍କ ନାହିଁ ତ ଭୋଟ ନାହିଁ'

ମୋବାଇଲ୍ ଫୋନ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା।

BJD Nomination
କୋଭିଡ୍‌ ନିୟମ ଭାଙ୍ଗି ପଟୁଆରରେ ଆସିଲେ ବିଜେଡି ପ୍ରାର୍ଥୀ

ଶତାଧିକ ଦଳୀୟ କର୍ମୀଙ୍କ ଗହଣରେ ବିଜେଡିର ଆଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ ।

No name found in voter list of sarpanch candidate
ଯାଇଥିଲେ ନାମାଙ୍କନ ଦାଖଲ କରିବାକୁ, ହେଲେ ଭୋଟର ଲିଷ୍ଟରେ ନାଁ ନାହିଁ

ସରପଞ୍ଚ ପଦବୀ ଲାଗି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ, ହେଲେ ଦେଖିଲା ବେଳକୁ ଭୋଟର ଲିଷ୍ଟରେ ନାଁ ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ନାଁ ଭୋଟର ତାଲିକାରେ ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କ ନାଁ ଆଉ ଭୋଟର ତାଲିକାରେ ନାହିଁ।

Odisha Panchayat Polls
ସଫ୍ଟୱେର ଓ ଡାକ୍ତର ଚାକିରି ଛାଡ଼ି ପଂଚାୟତ ନିର୍ବାଚନକୁ ଓହ୍ଲାଉଛନ୍ତି ଯୁବପିଢି...

ଦିନେ ସଫ୍ଟୱେର ଓ ଡାକ୍ତର ଚାକିରି କରିଥିଲେ। ଆଜି ଚାକିରି ଓ ମୋଟା ଅଙ୍କର ଦରମା ଛାଡ଼ି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କଲେ। ଏବେ ରାଜନୀତି କରିବା ପାଇଁ ମନ ବଳାଇଛନ୍ତି ଆଜିର ଶିକ୍ଷିତ ଯୁବପୀଢି। ଏବେ ଭେଟନ୍ତୁ ଏହି ଦୁଇ ପ୍ରାର୍ଥୀଙ୍କୁ..

Odisha Panchayat Polls
ଏଥର ତୃଣମୂଳସ୍ତରର ରାଜନୀତିକୁ ଓହ୍ଲାଇଛନ୍ତି ବଡ଼ ପାଠୁଆ

ଏହା ସତ୍ୟ ଯେ, ପୂର୍ବ ଥରମାନଙ୍କ ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଅଲଗା ହେବ

Election Guidelines Violation
ନିର୍ବାଚନୀ କଟକଣାକୁ ଦଳିଦେଲେ ସମିତି ସଭ୍ୟ ପ୍ରାର୍ଥୀ

ବିଧାୟକ ରମେଶ ଜେନାଙ୍କ ଅଭିଯୋଗ: ଶାସକ ଦଳର ନେତା ଭାବୁଛନ୍ତି- ପୁଲିସ ଆମ ହାତରେ ଅଛି, ଆମେ କାହାକୁ ଖାତିର କରିବୁନି।

Odisha's Tableau
ପ୍ରଜ୍ଞାପନ ମେଢ଼ ବିବାଦକୁ ନେଇ କାହିଁକି ଚୁପ୍ ବସିଛି ଓଡିଶା ?

ରାଜଭବନ ଆଗରେ ପାଇକ ଆଖଡା ପ୍ରଦର୍ଶନ ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ଚଳିତ ବର୍ଷ ଓଡିଶାର ଥିମ ଥିଲା ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କୁ ନେଇ । ହେଲେ ଲଗାତର ଦ୍ୱିତୀୟ ବର୍ଷ ଲାଗି ଓଡିଶା ମଡେଲ ଅଗ୍ରାହ୍ୟ ହୋଇଛି ।

Politics in Kotia
ବିବାଦୀୟ କୋଟିଆରେ ପଞ୍ଚାୟତ ଭୋଟ୍ ତତ୍ପରତା

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି । ଭୋଟରଙ୍କ ମଧ୍ୟରେ ବି ଉତ୍ସାହ କିଛି କମ୍ ନୁହେଁ । ଏଠାରେ ଫେବ୍ରୁଆରୀ ୧୮ରେ ଭୋଟ୍ ପଡ଼ିବ । ଆଉ ତା ପୂର୍ବରୁ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଚାଲିଛି ନାମାଙ୍କନପତ୍ର ଦାଖଲ ।

Odisha Panchayat Polls
ରାଜନୀତି ଆଗରେ ଫିକା ପଡିଛି ସଫ୍ଟୱେର ଏବଂ ଡାକ୍ତରୀ ଚାକିରି

ସଫ୍ଟୱେର ଚାକିରି ଛାଡ଼ି ଜଣେ ଇଂଜିନିୟର ରତିକାନ୍ତ ପଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଝିଅ ଡାକ୍ତର ଲିପିକା ମାଝୀ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Election guidelines Violation
ବିଜେଡି ବିଧାୟକ ବାଣ୍ଟୁଛନ୍ତି ସରପଞ୍ଚ ଟିକେଟ

ନାଉଗାଁ ବ୍ଳକ ବିଜେଡି ସଭାପତି ସୁଜିତ କୁମାର ମଲ୍ଲିକଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି

youth candidates for politics
ରାଜନୀତିର ପରିଭାଷା ବଦଳାଇବେ ଏହି ଯୁବନେତା

ସ୍ୱଳ୍ପ ବୟସ୍କ, ଉଚ୍ଚଶିକ୍ଷିତଙ୍କୁ ଦେଖିଲେ ଲାଗେ କି ଏମାନଙ୍କ ପାଇଁ ରାଜନୀତି ଯେମିତି ଭିନ୍ନ ଏକ ପୃଥିବୀ । କାରଣ କିଏ ବି.ଟେକ୍ କରିଛନ୍ତି, ତ ଆଉ କିଏ ଏମ୍ଏସ୍‌ସି । କିଏ ପାଠ ପଢ଼ୁଥିଲେ, ତ କିଏ ଭଲ ଦରମାରେ ଚାକିରି ମଧ୍ୟ କରୁଥିଲେ । ହେଲେ ଏବେ ପାଠ ଓ ଚାକିରି ଚିନ୍ତା ଛାଡ଼ି ଏମାନେ ଆଗଭର ହୋଇଛନ୍ତି ଆସନ୍ତା ପଞ୍ଚାୟତ ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ।

BJP's ZP Candidate In Pipili Campaigns
ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ

ମନ ଜିଣିବାକୁ ଧାନ ଖଳାରେ କାମ କଲେ ପ୍ରାର୍ଥୀ। ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ବେଙ୍ଗଳା ପକାଇବା ସହ ଖଳାରେ କାମ କଲେ। ଟଙ୍କା ନୁହେଁ ଶ୍ରମ ଦାନ କରି ଭୋଟରଙ୍କ ମନ ଜିଣିବେ ବୋଲି ସେ କହିଛନ୍ତି।

Former MLA Files Nomination For Zilla Parishad
ରାଜନୀତିର ସାପଶିଡି ଖେଳ … ଦିନେ ବିଧାୟକ ଥିଲେ, ଏବେ ହେଲେ ଜିଲ୍ଲା ପରିଷଦ ପ୍ରାର୍ଥୀ

ଚାକିରି ହେଉ କି ରାଜନୀତି, ସମସ୍ତେ ଚାହାଁନ୍ତି ନିଜ କ୍ଷେତ୍ରରେ ଉପରକୁ ଉଠିବାକୁ। କିନ୍ତୁ ଏହି ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଭେଟନ୍ତୁ, ଯିଏ ଦିନେ ବିଧାୟକ ଥିଲେ, ଏବେ କିନ୍ତୁ ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଇଛନ୍ତି। ଅର୍ଥାତ ଉପର ପୋଷ୍ଟରୁ ଖସିଛନ୍ତି ତଳକୁ। ଆସନ୍ତୁ ତାଙ୍କୁ ଭେଟିବା

Nachika Linga And His Son
ଗୋଟିଏ ପରିଷଦ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନାଚିକା ଓ ତାଙ୍କ ପୁଅ

ଗୋଟିଏ ପରିଷଦ ଆସନ ପାଇଁ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉଭୟ ବାପପୁଅଙ୍କ ପ୍ରାର୍ଥୀପତ୍ର ଦାଖଲରେ ସୃଷ୍ଟି ହୋଇଛି ଅନ୍ୟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ। 

Panchayat Election
ସବୁଠି ମାଳମାଳ ଆଶାୟୀ, ଅକଳରେ ନେତା

ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଟାଣୁଆ ବିଧାୟକମାନେ ମଧ୍ୟ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନାଁ ନିଜେ ଘୋଷଣା କରୁଥିବା ଦେଖିବାକୁ ମିଳୁଛି।

Panchayat Election
ଭୋଟ୍‌ ପାଇଁ ମିଳିବ ୩ ଦିନ ଛୁଟି !

କର୍ମଚାରୀଙ୍କୁ ୩ ଦିନ ସ୍ୱତନ୍ତ୍ର CL ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

Alcohol Ban
ଭୋଟ୍‌ର ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ

ଯେଉଁଠି ଭୋଟ୍‌ ଗ୍ରହଣ ହେବ, ମତ ଦାନର ୪୮ ଘଣ୍ଟା ପୂର୍ବରୁ ସେଠି ମଦ ମନା। ୪୮ ଘଣ୍ଟା ପୂର୍ବରୁ ଭୋଟ୍‌ ପରଦିନ ପର୍ଯ୍ୟନ୍ତ ମଦ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

Amit Parelkar Arvind Kejriwal
ପଞ୍ଜାବ ପରେ ଗୋଆରେ କାର୍ଡ ଖେଳିଲେ କେଜ୍ରିୱାଲ, ଅମିତ ପାରେଲକର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଖୋଦ୍‌ ଅରବିନ୍ଦ କେଜ୍ରିୱାଲ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅମିତ ପାଲେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି କେଜରିୱାଲ । ଏବେ ଗୋଆରେ ଆମିତଙ୍କ ନେତୃତ୍ୱରେ ଆପ୍‌ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରସ୍ତୁତ ।