ପଶ୍ଚିମବଙ୍ଗରେ ଥମୁନି ଜନତା ଗର୍ଜନ... କମୁନି କାର୍ଯ୍ୟାନୁଷ୍ଠାନ ଦାବିର ନିଆଁ । ମହିଳାମାନଙ୍କ ହାତର ମଶାଲ ଯେମିତି କହୁଛି ପୂରା ପଶ୍ଚିମବଙ୍ଗକୁ ଜାଳିପୋଡ଼ି ଧ୍ୱଂସ କରିଦେବ । ଆଉ ଦିଦିଙ୍କ ଅନ୍ୟାୟର ଟିକନିଖ ପ୍ରତିଶୋଧ ନେବ ।
୨୦୦ରୁ ଅଧିକ ସ୍ଥାନୀୟ ଲୋକ ଇଡି ଟିମ୍କୁ ଘେରିଯାଇଥିଲେ । ପରେ ଇଡିର କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ ।
ପଶ୍ଚିମବଙ୍ଗରେ ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ନିର୍ବାଚନରେ ଟିଏମସିର ବାଜିମାତ୍ । ବାଲିଗଞ୍ଜ ବିଧାନସଭା ସିଟରେ ବାବୁଲ ସୁପ୍ରିୟୋ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ନୂଆଦିଲ୍ଲୀ: ମମତାଙ୍କ ପିଛା ଛାଡ଼ୁନି ବିବାଦ । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ଯୋଗଦେଇଥିଲେ । ଏହାସହ ବାତ୍ୟା ୟାସ୍ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରି ତୁରନ୍ତ ସେଠାରୁ…