ଗୌହାଟୀ ହୋଟେଲରେ ପୁଣି ଶକ୍ତି ପ୍ରଦର୍ଶନ
ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରେପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଲଢ଼େଇ
ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...
ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ବିଧାୟକଙ୍କ ଘର ଆଗରେ କମାଣ୍ଡୋଙ୍କ ସହ ପୋଲିସ କର୍ମୀ ମୁତୟନ କରାଯାଇଛି
ଆମ ଦଳରେ ୨୨ ବିଧାୟକ, ଅଧିକାଂଶ ବରିଷ୍ଠ ଓ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ ଯାହାକୁ ବିରୋଧୀଦଳ ନେତା କଲେ ଚଳିବ ବୋଲି କହିଛନ୍ତି କୁସୁମ ଟେଟେ ।
ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ ।
ନରସିଂହଙ୍କ ବୟାନର ଦିନକ ପରେ ସୁର କହିଛନ୍ତି ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଲେ ।
କେଉଁ କେଉଁ କାର୍ଯ୍ୟ ଆଗାମୀ ଦିନରେ କରିବାକୁ ଅଛି ତାହା ମଧ୍ୟ ଜଣାଇଲେ
ମାୟାବତୀ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା NDAକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ ।
କଂଗ୍ରେସ ଓ ଏନସିପି ସମର୍ଥନ କରୁଥିବା ବେଳେ ନିଜ ଦଳ ପଛରୁ ଛୁରୀମାଡ କରିଛନ୍ତି ବୋଲି ଉଦ୍ଧବ କହିଛନ୍ତି ।
ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।
ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରିପଦୀ ।
କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।
୧୯୮୦ରୁ ତାଙ୍କର ଦେହାବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ । ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି ।
ଦ୍ରୌପଦୀଙ୍କୁ ୱାଇଏସ୍ଆର୍ କଂଗ୍ରେସର ସମର୍ଥନ ଘୋଷଣା । ଆଜି ନାମାଙ୍କନ ଭରିବେ ଦ୍ରୌପଦୀ । ଉପସ୍ଥିତ ରହିବେ ରାଜ୍ୟ ବିଜେପିର ୧୦ ବିଧାୟକ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ବି ଉପସ୍ଥିତ ରହିବେ ।
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
ବିଜେଡି ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ଓଡିଶାର ଗର୍ବ କହିବା ସହ ସ୍ୱାଗତ କରିଥିଲେ ।
କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।
ବେଷ୍ଟ ଚଏସ୍କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି ।
ଶିବସେନା ବିଧାୟକଙ୍କୁ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ସହଜରେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଫଣ୍ଡ ମିଳୁଥିଲା ।
ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ ।