ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ। କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା। ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ। ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ । ମୋକିମ୍ କହିଲେ ରାୟ ବିରୋଧରେ ସୁପ୍ରିମକୋର୍ଟକୁ ଯିବି ।
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ ।
ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା ।
ଯେତେ ସଜାଡ଼ିଲେ, ସେତେ ଅସଜଡ଼ା କଂଗ୍ରେସ ଘର। ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନେତୃତ୍ୱ ଖଡଗହସ୍ତ। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି। ସେପଟେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ ଭାବେ ପୁଣି ଥରେ ଘୋଷଣା ଲାଗି ଦାବି ଜୋର ଧରିଲାଣି। ପତ୍ନୀଙ୍କ ପାଇଁ ଆଜି କଂଗ୍ରେସ ଭବନରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ଆଣି ବଳ ଦେଖାଇଛନ୍ତି ତାରା
ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି।
କେବେ ତୁଟିବ କଂଗ୍ରେସରେ କଳି। ଗୋଡ଼ିଆ ଗୋଡି ହୋଇ କଳି ଲାଗି ରହିଛି। ଏବେ ଅଡୁଆ ସୂତାରେ ଘାଣ୍ଟି ହେଉଛନ୍ତି କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। କାହିଁକି, କଣ ପାଇଁ ବିବାଦ ପିଛା ଛାଡୁନି..
ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...