ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ ।
ମସାଜ ଭିଡିଓ ପରେ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ରିଜିଲ୍ ହୋଇଛି ।
ଚାଷୀ ପ୍ରସଙ୍ଗକୁ ନେଇ ଉଠୁଛିପଡୁଛି ପଦ୍ମପୁର ରାଜନୀତି।
ସବୁ ଥର ଡିସେମ୍ବରରେ ଖୋଲେ, ଏଥର କାହିଁକି ନଭେମ୍ବରରୁ ଖୋଲିଲା ମଣ୍ଡି?
ଥମୁନି ପଦ୍ମପୁର ଭୋଟ୍ ରାଜନୀତି। ଫସଲ ବୀମା, ଇନପୁଟ୍ ସବସିଡି, ଜିଲ୍ଲା ଗଠନ ପରେ ଏବେ ରେଳ ପ୍ରକଳ୍ପ। ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ପଦ୍ମପୁର ଦେଇ ଯିବାକୁ ଥିବାରୁ ଏବେ ପଲିଟିକ୍ସ ଫୋକସରେ ଏହି ପ୍ରକଳ୍ପ। ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଏହାକୁ ଅସ୍ତ୍ର କରିଛନ୍ତି ଉଭୟ ଦଳ। ୪ ବର୍ଷ ଧରି ଚୁପ୍ ବସିଥିବା ବଳେ ହଠାତ୍ ପ୍ରକଳ୍ପ ପ୍ରସଙ୍ଗକୁ ତାଜା କରିଛନ୍ତି ବିଜେପି-ବିଜେଡି। ଏମିତିକି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଦୋଷ ଲଦାଲଦି।
ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି।
ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ୧୪ ସ୍ଥାନରେ ମେଗା ରୋଡ୍ ସୋ
ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ ।
ବିଜେପିର ରାଲିରେ କମ୍ପିଲା ଦିଲ୍ଲୀ। ଏକା ସାଙ୍ଗରେ ୧୪ ରାଲି !! କେଉଁଠି କେନ୍ଦ୍ରମନ୍ତ୍ରୀ ତ କେଉଁଠି ଖୋଦ୍ ଜେପି ନଡ୍ଡା
ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ ।
ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ଖାଲି ଏତିକି ନୁହେଁ ବରଂ ପାଖପାଖି ୪ ବର୍ଷ ହେଲାଣି ଷ୍ଟୁଡେଣ୍ଟ ଇଲେକ୍ସନ ହେଉନଥିବା କାରଣରୁ ଆଜି ଛାତ୍ର ନେତାଟିଏ ସିଧା ଛିଡ଼ା ହୋଇ ୨ ପଦ କହିବାକୁ ସମର୍ଥ ହୋଇପାରୁ ନାହିଁ। ଏମିତି କାହିଁକି ହେଉଛି?
ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା । ବାଦ୍ ପଡିଲେ କୋଟେରି ଗ୍ରୁପ, ଶାସକ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଅନେକ ବିବାଦୀୟ ନେତାଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ ବର୍ଷାଙ୍କ ପାଇଁ ଭୋଟ ମାଗିବେ । ଅନ୍ୟପଟେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେପି...
ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲାର ମାନ୍ୟତା ନେଇ ଉପନିର୍ବାଚନୀ କାର୍ଡ ଖେଳିଥିବା ନବୀନ ସରକାରଙ୍କ ବଢୁଛି ଟେନସନ । ଧର୍ମଗଡ଼ରୁ ଟିଟିଲାଗଡ଼, ରାଇରଙ୍ଗପୁରରୁ ଭୁବନେଶ୍ୱର । ନୂତନ ଜିଲ୍ଲା ଗଠନ ଦାବିରେ ରାଜ୍ୟର ଏଭଳି ୧୦ରୁ ଅଧିକ ସ୍ଥାନରେ ଦାବି ଉଠିଛି, ମୁଣ୍ଡ ଟେକିଛି ଆନ୍ଦୋଳନ...
ପଦ୍ମପୁରରେ ଜମିଲାଣି ନିର୍ବାଚନୀ ପ୍ରଚାର। ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା। ବିଜେଡିରୁ ବାଦ୍ ପଡିଲେ କୋଟେରୀ ଗ୍ରୁପ୍ ଅର୍ଜୁନ ମୁଣ୍ଡାଙ୍କ ସହ ୪ କେନ୍ଦ୍ରମନ୍ତ୍ରୀ କରିବେ କ୍ୟାମ୍ପେନ୍।
ବଢ଼ିଚାଲିଥିବା ଆନ୍ଦୋଳନକୁ ଦେଖି ରାଜ୍ୟ ସରକାର ମଧ୍ୟ ଜିଲ୍ଲା ସଂଖ୍ୟା ବଢ଼ାଇବା ସପକ୍ଷରେ ଥିବା କୁହାଯାଉଛି।
ଗୋଟିଏ ପଟେ ଅପହଞ୍ଚ ସ୍ୱାଭିମାନ ଅଞ୍ଚଳ ମାଲକାନଗିରି ଭଳି ଜାଗାରେ ଜନନୀ ଯନ୍ତ୍ରଣା ଆଉ କାଶୀପୁର ଡାଏରିଆ; ଅନ୍ୟପଟେ ହାତପା’ନ୍ତାରେ ଚିକିସ୍ଥା ବ୍ୟବସ୍ଥା ଥିବା ସହର ଓ ମହାନଗରରେ ‘ଦଲାଲ୍’! ଏସବୁ ଭିତରେ ଚିକିତ୍ସାରେ ଆଉ ଏକ ସଙ୍କଟ ଆଣିଛି ଭେଜାଲ ମେଡିସିନ୍। ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖୁଥିବା ଓଡିଶା ସରକାରଙ୍କ ପ୍ରତି ଏହା ଏକ ପ୍ରଶ୍ନ ନୁହେଁ କି?
ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ନାମାଙ୍କନ ପରେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁଦଳର ଷ୍ଟାର ପ୍ରଚାରକ ।
ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ । କାରଣ ଏଠିକାର ଅଧିକାଂଶ ଭୋଟର ହେଉଛନ୍ତି ଚାଷୀ,ସେମାନଙ୍କୁ ମନାଇ ଭୋଟ ହାସଲ ଲାଗି ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ମାତ୍ର ଚାଷୀ ବି ମୌକା ହାତଛଡା କରିବାକୁ ଚାହୁଁ ନାହାନ୍ତି...
ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଅଭିଯୋଗ କରିଛନ୍ତି, ‘ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି’
ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ
ପଦ୍ମପୁର ଉପନିର୍ବାଚନ ଭୋଟ୍ ପୂର୍ବରୁ ଚାଷୀ ଓ ରାଜନୈତିକ ଦଳଙ୍କ ଛକାପଞ୍ଝା । ଗୋଟିଏ ପରେ ଚାଷୀ କାର୍ଡ ଖେଳି ଭୋଟ ହାତେଇବାକୁ ଦଳଙ୍କ କସରତ।
କଟକର ଐତିହାସିକ ବାଲିଯାତ୍ରା ସରିବାର ଠିକ୍ ପରଦିନ ମହାନଗର ପୂଜା କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ ସୃଷ୍ଟି କରିଛି ବିସ୍ଫୋରଣ । ପ୍ରଭାତ ସିଧାସଳଖ ଏଥିପାଇଁ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ କହିଛନ୍ତି ।
କିଛିଦିନ ତଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ପୁଣିଥରେ ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି ।
କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ