• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJP Politics
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର; ଟ୍ରାକ୍ଟର-ଶଗଡ଼ ସାଙ୍ଗକୁ ହଳ ଲଙ୍ଗଳ ଧରି ଘେରିଲେ 

ଗୃହ ଭିତରେ ଓ ବାହାରେ ହଲ୍ଲାବୋଲ୍ । ଗୃହରେ ଉଠିଲା ଇନ୍‌ପୁଟ୍ ସବ୍‌ସିଡି-ସାର ବିହନ ପ୍ରସଙ୍ଗ ।

CM Naveen Patnaik Targets Central Govt Over Railway Project In Padampur
ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁରରେ ରେଳ ପ୍ରକଳ୍ପ ନେଇ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶାନା କରିଛନ୍ତି। ପ୍ରକଳ୍ପ ନେଇ ଡିପିଆର୍ କରିଛନ୍ତି କି କେନ୍ଦ୍ର ସରକାର ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ।

MP Aparajita Sarangi
‘ଆମର ସେମିତି ମୁଖ୍ୟମନ୍ତ୍ରୀ ଦରକାର, ଯିଏ ଆମ କଥା ବୁଝୁଥିବେ’

ପ୍ରଚାର ଅବସରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅପରାଜିତା ।

Padampur Bypoll
ଉଠୁଛି ପଡ଼ୁଛି ପଦ୍ମପୁର; ବିଜେଡି ସୁପ୍ରିମୋ କହିଲେ, ମୁଁ କଥାରେ ନୁହଁ...

ପାଇକମାଳ ଓ ଝାରବନ୍ଧରେ ଜନସଭାରେ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ।

Padampaur ByPoll
ସୁରେଶଙ୍କ ଭବିଷ୍ୟବାଣୀ : ବ୍ରହ୍ମାସ୍ତ୍ର ଛଡ଼ାଯିବ, ନବୀନଙ୍କ ଆସନ ଦୋହଲିଯିବ

ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍‌ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି ।

Padampaur By Poll
ନବୀନଙ୍କ ଉପରେ ବର୍ଷିଲେ ସୁରେଶ ପୂଜାରୀ; କହିଲେ..

ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍‌ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି...ସୁଶାନ୍ତ କହିଲେ..

Jual Oram
ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଉପରେ ଜୁଏଲଙ୍କ ଡାଇରେକ୍ଟ ଆଟାକ୍

ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ । ବିଜେଡି ପ୍ରାର୍ଥୀ ବର୍ଷା ଆଦିବାସୀ ନୁହଁନ୍ତି କହି କଡ଼ା ସମାଲୋଚନା କରିଛନ୍ତି ବିଜେପି ଆଦିବାସୀ ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ..

Padmapur Bypoll
ଜାତି ସମୀକରଣକୁ ନେଇ ସରଗରମ ପଦ୍ମପୁର ପଲିଟିକ୍ସ

ତିନି ଦିନ ପରେ ନିଜ ବିଧାୟକ ବାଛିବାକୁ ଯାଉଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଏବେ ଜୋର୍ ଧରିଛି ଜାତି ରାଜନୀତି..

  • Thursday, 01 December 2022
Corona Report
କୋଭିଡ୍ ନେଇଛି କେତେ ଜୀବନ ? ଖୋଲୁଛି ରାଜ୍ୟ ସରକାରଙ୍କ ମିଛ ମୁଖା କହିଲେ ବିରୋଧୀ

ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।

Padmapur Bypoll
ରାଜ୍ୟରେ ପଶିଲା କାଷ୍ଟ ପଲିଟିକ୍ସ ! ଫୋକସ୍‌ରେ ବିଂଝାଲ୍-ସହରା-କୁଲତା-ମେହେର-ତେଲି ସମାଜ

ବିଜେଡିର ଦାବି ଶଙ୍ଖକୁ ଯିବ ୭୦ ପ୍ରତିଶତ ଜାତି ଭୋଟ୍ । ଜାତି ରାଜନୀତି କାର୍ଡ ଖେଳୁଥିବା କହି ବର୍ଷିଲେ ବିରୋଧୀ ।

Jual Oram
ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ ! ଜୁଏଲଙ୍କ ଡାଇରେକ୍ଟ ଆଟାକ୍

ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ ।

Jual Oram
ବିଜେଡି ପ୍ରାର୍ଥୀ ବର୍ଷା ବରିହାଙ୍କୁ ନେଇ ଜୁଏଲଙ୍କ କଡ଼ା ମନ୍ତବ୍ୟ, ଶୁଣନ୍ତୁ...

ଆମ ଜାତିର ବୋଲି ଆମେ ଜାଣିନୁ, ଆମେ ତ ଜାତି ଭୋଜି ଖାଇନୁ । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ ।

Covid 19
କୋଭିଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ, ବିରୋଧୀ କହିଲେ ତଥ୍ୟ ଲୁଚାଇଥିଲେ ସରକାର

୨୦୨୦ରୁ ଏଯାବତ୍ କୋଭିଡ୍ ନେଇଛି ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ। ତେବେ ଆଜି ପର୍ଯ୍ୟନ୍ତ ସରକାର କାହିଁକି ତଥ୍ୟ ଲୁଚାଇଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।

Padampur Bypoll
‘ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି’ ! ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

୨୨ ବର୍ଷ ଶାସନରେ ରହି ଦେବାଳିଆ ହୋଇଗଲାଣି ବିଜେଡି ସରକାର । ଏ ଅପାରଗ ସରକାର ମୁଣ୍ଡରେ ଆଉ କିଛି ନୂଆ ବୁଦ୍ଧି ଜୁଟୁନଥିବାରୁ କେନ୍ଦ୍ରର ଯୋଜନାକୁ ନିଜର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନବୀନ ପଟ୍ଟନାୟକ । ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି । ପଦ୍ମପୁର ନିର୍ବାଚନୀ ମୈଦାନରେ ଆଜି ଲଗତର ଦ୍ୱିତୀୟ ଦିନ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Padampur Bypoll
ପଦ୍ମପୁରରେ ନିର୍ଣ୍ଣାୟକ ହେବ କି କଂଗ୍ରେସ ଭୋଟ୍ ?

ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି

Padampur Bypoll
‘ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି’ ! ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

ଦେବାଳିଆ ଓ ଅପାରଗ ସରକାର କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

Padampur Bypoll
ପଦ୍ମପୁରରେ ନିର୍ଣ୍ଣାୟକ ହେବ କି କଂଗ୍ରେସ ଭୋଟ୍ ?

ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି

Again GST Raid In Poll Bound Padampur
ରାତି ଅଧରେ ରେଡ୍‌ କଲେ, ହେଲେ ଖାଲି ହାତରେ ଫେରିଲେ...

ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।

Infighting in Padampur BJD leaves party in splits - OTV report
ପଦ୍ମପୁରରେ ବିଜେଡିକୁ ମହଙ୍ଗା ପଡିପାରେ ଗୋଷ୍ଠୀ କନ୍ଦଳ !

ବରିହାପାଲିର ଏକ ସଭାରେ ବରିହା ଗୋଷ୍ଠୀ ମହେନ୍ଦ୍ରଙ୍କୁ ମଂଚରୁ ଓହ୍ଲାଇ ଦେଇଥିବା ଖବର ଚର୍ଚ୍ଚା ସୃଷ୍ଟି କରିଥିଲା।

Padampur bypoll
ପଦ୍ମପୁରରେ ରେଡ୍‌ ରାଜନୀତି: ଜିଏସ୍‌ଟି ଅଧିକାରୀ ପାଇଲେ କଣ ?

ନିର୍ବାଚନ ପୂର୍ବରୁ ଏ ଅତର୍କିତ ଚଢାଉକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି।

Padampur politics
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ଆପଣ କଣ ହିଟଲର ?

ପୁରାସଭାରେ ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପୂର୍ବ କାମକୁ ବେସ୍ ବଖାଣିବା ସହ ସେ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର। 

Pratap Sarangi
ନନାଙ୍କ ସହ ଖଣ୍ଡା ଯୁଦ୍ଧ

ମଲା.. ନନାଙ୍କର କଣ ରାଜନୀତି ଶତ୍ରୁ କମ୍ ଥିଲେ ଯେ, ସେ ପଲିଟିକାଲ୍ ଛାଡ଼ି ନନପଲଟିକାଲ୍ ସାଙ୍ଗେ ଲଢିଲେ..

Special story
ଅପହୃତ ବିଜେପି ନେତା ଉଦ୍ଧାର ! ଶରୀରରେ ଲାଗିଛି ଆଘାତ

ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

Teachers Protest
୨ୟ ଦିନରେ ବି ଗର୍ଜିଲେ ପ୍ରାଥମିକ ଶିକ୍ଷକ, ପଦ୍ମପୁରରେ ପାନେ ଚଖାଇବାକୁ ଚେତାବନୀ

କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର ।