• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Indian Army
ସୈନିକ ହୋଇ ବି ଉପେକ୍ଷିତ ! ଜାଣନ୍ତୁ ଓଡ଼ିଶାର ଦୁଇ ସୈନିକଙ୍କ ଦୁଃଖ କାହାଣୀ...

୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ।

Flight Accident
କ୍ୟାବିନରେ ହେଲା ବିରାଟ ଧମାକା, ତାପରେ ଆଖି ପିଛୁଳାକେ ଖସି ପଡ଼ିଲା ବିମାନ !

ଯାତ୍ରୀଙ୍କ କହିବାନୁଯାୟୀ, କ୍ୟାବିନ୍‌ରେ ଏକ ‘ଜୋରଦାର ଧମାକା’ ହୋଇଥିଲା । ତାପରେ କିଛି ‘ପୋଡ଼ିବାର ଗନ୍ଧ’ ଜଣାପଡ଼ିଥିଲା । 

  • Monday, 14 August 2023
 har ghar tiranga campaign in Dhenkanal
ହର୍ ଘର୍ ତ୍ରିରଙ୍ଗାରେ ସାମିଲ ହେଲେ SHG ମହିଳା: ତିଆରି କଲେ ୧୦ହଜାରରୁ ଉର୍ଦ୍ଧ୍ୱ ପତାକା

ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି SHG ଗ୍ରୁପର ମହିଳା ମାନେ।

impoverished student crack NEET
ଡାକ୍ତର ବନିବାର ସ୍ବପ୍ନ ଆଗରେ ହାର୍ ମାନିଛି ଦାରିଦ୍ର୍ୟ

କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା ।

dengue
ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ ! କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ପଜିଟିଭ୍

'କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩ ଶହରୁ ୪ ଶହ ଡେଙ୍ଗୁ ପରୀକ୍ଷା ହେଉଛି'

Eye donation
ଛାତିକୁ ପଥର କରି ମୃତ୍ୟୁ ପରେ ସ୍ୱାମୀଙ୍କ ଆଖି ଦାନ କଲେ ପତ୍ନୀ

ପୂରଣ କଲେ ସ୍ୱାମୀଙ୍କ ଇଚ୍ଛା.. ମୃତ୍ୟୁ ପରେ ସ୍ୱାମୀଙ୍କ ଆଖି ଦାନ କଲେ ..ବାଲେଶ୍ୱର ନୀଳଗିରି ବ୍ଲକ୍ ନୂଆସାହି ଗାଁର ଘଟଣା

tragic story
ଆସାମ ସ୍ତ୍ରୀକୁ ଗାଁକୁ ତ ନେଇ ଆସିଲେ, ହେଲେ ଏବେ ରହିବେ କେଉଁଠି..ଚିନ୍ତାରେ ଲୁକ

ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା ମିଳିଲେ ବାକି ଜୀବନଟା ଶାନ୍ତିରେ କାଟନ୍ତେ ୪୦ ବର୍ଷ ପରେ ଗାଁକୁ ଫେରିଥିବା ଲୁକ ଦଳବେହେରା...

‘Team Shine
ସାବଧାନ୍ !! ରାଜଧାନୀ ଗଳିକନ୍ଦିରେ ବୁଲିବ ଟିମ୍ ସାଇନ୍

ଘର ବାହାରେ ମଇଳା ପକାଇଲେ ତ୍ରାହି ନାହିଁ, ଆକ୍ସନ୍‌ ନେବ ଟିମ୍ ସାଇନ୍

  • Sunday, 13 August 2023
  • BMC
CM Naveen Patnaik’s cousin brother
ବାର୍ଦ୍ଧକ୍ୟ ଭତ୍ତା ମାଗିଲେ ବିଜୁ ବାବୁଙ୍କ ପୁତୁରା, ଲୁହଭିଜା ଆଖିରେ ବଖାଣିଲେ ଯନ୍ତ୍ରଣା

ପରିଣତ ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ଶେଷରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ପାଇଁ ଆବେଦନ କରିଛନ୍ତି ଦିଲ୍ଲୀପ। କଟକ ଆନନ୍ଦଭବନରେ ନିଜ ବଡ଼ ଭଉଣୀଙ୍କ ସହ ବେଶ୍ କିଛି ଦିନ ଧରି ଶାରିରୀକ ଓ ଆର୍ଥିକ ଦୁଃସ୍ଥିତିରେ ଥିବା ଦିଲ୍ଲୀପ ଏବେ ପେନସନ୍ ପାଇଁ ଆବେଦନ କରିବାକୁ ନେଇ ଚର୍ଚ୍ଚା।

Netaji Bus Terminal
କଟକରେ ଖୋଲିବ ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ଆହାର କେନ୍ଦ୍ର : ଫାଇଭ୍‌ଷ୍ଟାର ହୋଟେଲର ଦେବ ଫିଲ୍‌

ଚକାଚକ୍ ପରିବେଶ, ସୁନ୍ଦର ସାଜସଜା । ବାହାରୁ ଦେଖିଲେ ଯେତିକ ମନୋରମ, ଭିତରେ ପ୍ରବେଶ ପରେ ଦୃଶ୍ୟ ଆଶାଠୁ ବି ଅଧିକ ଆକର୍ଷଣୀୟ । ଆମେ କହୁଛୁ, ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ CNBTରେ ଲୋକାର୍ପଣ ଅପେକ୍ଷାରେ ଥିବା ଆହାର କେନ୍ଦ୍ର କଥା ।

CM Naveen Patnaik’s cousin brother
ବାର୍ଦ୍ଧକ୍ୟ ଭତ୍ତା ମାଗିଲେ ବିଜୁ ବାବୁଙ୍କ ପୁତୁରା, ଲୁହଭିଜା ଆଖିରେ ବଖାଣିଲେ ଯନ୍ତ୍ରଣା

ଦରଖାସ୍ତରେ ନିଜକୁ ଜଣେ ଅସହାୟ ବୃଦ୍ଧ ବୋଲି ଦର୍ଶାଇଛନ୍ତି ଦିଲ୍ଲୀପ। ତାଙ୍କ ବୟସ ୭୬ ବର୍ଷ। ଏଣୁ ସେ ଏବେ ଏହି ଯୋଜନାରେ ଜଣେ ଯୋଗ୍ୟ  ହିତାଧିକାରୀ।

Fakir Mohan College
ବୁଢା କୁକୁରକୁ ଝୁରୁଛି ଫକୀର ମୋହନ କଲେଜ

ଚାଲିଗଲା ବୁଢା କୁକୁର.. ଛାଡ଼ିଗଲା ଅନେକ ସ୍ମୃତି.. ଏଇ କଲେଜକୁ ନିଜର ଘର, ଛାତ୍ରଛାତ୍ରୀ ଆଉ କର୍ମଚାରୀମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବୁଥିଲା.. ବିନା ଦରମାରେ ସମସ୍ତଙ୍କୁ ଜଗୁଥିଲା.. ତାର ଏକାଦଶାହରେ ସାରା କଲେଜ ଆଜି ତାକୁ ଝୁରୁଛି..

Nabodaya School
ନବୋଦୟ ସ୍କୁଲ ହଷ୍ଟେଲ ଖାଦ୍ୟ ବିଷାକ୍ତ ! ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ଗତ ୧୦ ତାରିଖ ରାତି ଭୋଜନରେ ଭାତ, ରୁଟି, ଡାଲି, ତରକାରୀ ସହ କ୍ଷିରୀ ଖାଇଥିଲେ ଛାତ୍ରଛାତ୍ରୀ ।

  • Saturday, 12 August 2023
Mid-Brain Activation
ଆଖି ବନ୍ଦ ଦେଖୁଛି ମସ୍ତିଷ୍କ !

ଚମତ୍କାରଠୁ କମ୍ ନୁହେଁ। ଆଖି ବନ୍ଦ ଅଛି, ହେଲେ ଛୁଇଁକି କହି ଦେଉଛନ୍ତି କେଉଁଟା କେଉଁ ରଙ୍ଗର। ଆଖିରେ ପଟିବାନ୍ଧି ବାଇକ୍ ଓ ସାଇକେଲ ମଧ୍ୟ ଚଳାଉଛନ୍ତି। ହେଲେ ଏସବୁ ଯାଦୁ ନୁହେଁ ଶିକ୍ଷା..

Deepika Dinesh
ଦୀପିକା-ଦିନେଶ ଲଢ଼େଇ; ପୁଅକୁ କିଏ ସାହା ?

ଦୀପିକାଙ୍କ ୩ ବର୍ଷର ଲଢ଼େଇରେ ଆସିଲା ବଡ଼ ଟୁଇଷ୍ଟ । ତାଙ୍କ ଗର୍ଭଜାତ ସନ୍ତାନ ଦିନେଶଙ୍କ ବୋଲି ଦର୍ଶାଇଲା DNA ରିପୋର୍ଟ । ଦିନେଶ ଏବେ ଆପଣାଇବେ ନା ଚାଲିବ ଆଇନଗତ ଲଢ଼େଇ ?

Financial crunch turns hurdle for meritorious student in Binika
କେମିତି ହେବି ଇଞ୍ଜିନିୟର ?

‘ସ୍ୱାମୀ ଚାଲିଗଲା ପରେ ମୂଲ ଲାଗି ଲାଗି ଝିଅକୁ ମାଟ୍ରିକ୍ ଯାଏ ପଢାଇଲି.. ୭୫ ପ୍ରତିଶତ ରଖି ଝିଅ ମୋର ପାସ୍ ହେଲା.. ଟଙ୍କା ତ ନାହିଁ କେମିତି ତାକୁ କରିବି ଇଞ୍ଜିନିୟର ?’

  • Friday, 11 August 2023
From Anganwadi didi to successful farmer, know her journey
ଅଙ୍ଗନବାଡ଼ି ଦିଦିରୁ ସଫଳ ଛତୁ ଚାଷୀ

ରୋଜଗାର କରି ଘର ଚଳାଇବାର ବୋଝ କେବଳ ପୁରୁଷ କାହିଁକି ନାରୀ ବି ଉଠାଇପାରେ...କିଛି ଏମିତି ଚିନ୍ତା କରି ଅଧିକ ଆୟ କରିବାକୁ ବାଟ ଖୋଜୁଥିଲେ...ଚେଷ୍ଟା କରୁ କରୁ ତାଙ୍କୁ ୟୁଟ୍ୟୁବ୍ ଦେଖାଇଲା ରାହା.. ଆଉ ତାପରେ ସେ ଅଙ୍ଗନବାଡ଼ି କର୍ମୀରୁ ବନିଗଲେ ଜଣେ ସଫଳ ଛତୁଚାଷୀ..

  • Friday, 11 August 2023
Independence Day Offer
ଦିଲ୍ଲୀରୁ ଆଗ୍ରା କି ଚଣ୍ଡିଗଡ଼ କି ଡେରାଡୁନ୍ ! ଯୁଆଡ଼େ ଗଲେ ବି ୧ ଟଙ୍କା

ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଏକ ପରିବହନ ସଂସ୍ଥା ଏଭଳି ଅଫର ଦେଇଛି । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥା ପକ୍ଷରୁ ଏଭଳି ଏକ ଜବରଦସ୍ତ ଅଫର ଦିଆଯାଇଛି ।

Poor road community affects normal life in Koida
ଖାଲି ପଚ ପଚ କାଦୁଅ

ଯଦି ସାମାନ୍ୟ ଅନ୍ୟମନସ୍କ ହେବେ ତାହେଲେ ‘ନଜର ହଟି ତୋ ଦୁର୍ଘଟନା ଘଟି’.. ହଁ ଆଜ୍ଞା.. ୟେ ରାସ୍ତା ନୁହେଁ..ଏ ହେଉଛି ମରଣଯନ୍ତା..

  • Friday, 11 August 2023
Ratnabhandar
ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ରତ୍ନ ? ସରକାରୀ ତଥ୍ୟରେ ନାହିଁ ତାଳମେଳ !

ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।

Prank Gone Wrong
ମଜାକ୍‌ ହେଲା ସଜା ! ସାଙ୍ଗ କାର୍‌ରେ ଖଞ୍ଜିଥିଲା ୧୨ କେଜିର ବିସ୍ଫୋରକ, ପୋଲିସ ଗିରଫ କଲା...

ଯଦି ମଜାକ୍ ଥିଲା ତେବେ ପୋଲିସ କାହିଁକି ଗିରଫ କଲା ? ଆଉ ଯଦି ସାଙ୍ଗ ସହ ମଜାକ୍ କରିବାର ଥିଲା ତେବେ ସେ କ’ଣ ସତ ସତିକା ବିସ୍ଫୋରକ ଖଞ୍ଜିଥିଲା କି, ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କଲା ?

  • Thursday, 10 August 2023
Ratna Bhandar
ରତ୍ନଭଣ୍ଡାର ମାମଲା: ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଦିଆଯାଇଛି ଭୁଲ ତଥ୍ୟ !

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।

Awas yojana
ସରକାରଙ୍କୁ ଦିବ୍ୟାଙ୍ଗ ପରିବାରର ଗୁହାରି ‘ଆମକୁ ଘର ଖଣ୍ଡେ ଦିଅ’

ସରକାରଙ୍କୁ ଗୁହାରି କରୁଛି । ଆମ ପ୍ରତି ଟିକେ ଦୟା ଧର୍ମ କରନ୍ତୁ, ମୋର ପୁଅ ଦିବ୍ୟାଙ୍ଗ ମୁଁ ମଧ୍ୟ ଜଣେ ଦିବ୍ୟାଙ୍ଗ। ଆମକୁ ଘର ଖଣ୍ଡେ ଦିଅନ୍ତୁ। ଆମେ ୫ ପ୍ରାଣୀ କୁଟୁମ୍ବ ଏହି ବଣ ଜଙ୍ଗଲ ପାହାଡ଼ରେ ଆଶ୍ରୟ ନେଇଛୁ..

News Fuse
ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ପ୍ରତିବାଦ

ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ପ୍ରତିବାଦ

Superstition
ଛୁଇଁ ଦେଲେ ରୋଗ ଭଲ ହେଇଯାଉଥିବା ନେଇ ଅନ୍ଧବିଶ୍ୱାସ

ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..