Advertisment

ଚନ୍ଦ୍ରୟାନ-୩ ସଫଳତା ପଛରେ ଓଡ଼ିଆ

ଉତକ୍ଷେପଣ ଟିମ୍ ମେମ୍ବର ଏବଂ ତିଆରିଛନ୍ତି ଯନ୍ତ୍ରପାତି ଇସ୍ରୋର ଚନ୍ଦ୍ର ଅଭିଯାନରେ ଥିଲା ଉଲ୍ଲେଖନୀୟ ଅବଦାନ ।

author-image
Satyendu Shekher Mishra

ରହସ୍ୟମୟ ଚନ୍ଦ୍ରପୃଷ୍ଠରେ ଯେତେବେଳେ ପାଦ ଥାପୁଥିଲା ଚନ୍ଦ୍ରୟାନ-୩, ସେତେବେଳେ ଗର୍ବରେ ଫୁଲି ଉଠୁଥିଲା ଓଡ଼ିଶାର ଛାତି। କାରଣ, ଏହି ମାଟିର ସୁଯୋଗ୍ୟ ସନ୍ତାନଙ୍କର ବି ଇସ୍ରୋର ଚନ୍ଦ୍ର ଅଭିଯାନରେ ଥିଲା ଉଲ୍ଲେଖନୀୟ ଅବଦାନ। ବାଲେଶ୍ବରରୁ ତାଳଚେର, ବ୍ରହ୍ମପୁରରୁ ଭୁବନେଶ୍ବର। ଓଡ଼ିଆଙ୍କ ଅବଦାନକୁ ମିଳିଛି ବିପୁଳ ପ୍ରଶଂସା ସହ ସ୍ବୀକୃତି। 

Advertisment
ISRO Chandrayaan-3
Advertisment
Advertisment