Advertisment

ୟୁଟ୍ୟୁବ୍‌ରୁ ପଢି ୪୨୦ ରଖିଲେ ଦିବ୍ୟାଙ୍ଗ ଯୁବତୀ...ସ୍ୱପ୍ନ ଅଛି ଶିକ୍ଷୟିତ୍ରୀ ହେବେ

ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍‌ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠପଢ଼ାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...

author-image
Rajalaxmi Sahoo