• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Puri Lord Jagannath
ଅବ୍ୟବସ୍ଥିତ ବନ୍ଦୋବସ୍ତରେ କଲବଲ ଜଗା ଭକ୍ତ, ମରିଚିକୋଟ ଯାଏଁ ଲମ୍ବିଲା ବ୍ୟାରିକେଡ୍

ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍‌ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।

New Year 2023
ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।

special story
ବୁଲିବାକୁ ଯାଇଥିବା ବୟଫ୍ରେଣ୍ଡ୍‌ ବଦଳରେ ପରୀକ୍ଷା ଦେଇ ଧରାପଡ଼ିଲେ ଯୁବତୀ, ତା’ପରେ...

ପ୍ରେମିକ ପାଇଁ ବିପଦରେ ଚାକିରି । ସରକାରୀ ଚାକିରି କରିଥିବା ଜଣେ ଯୁବତୀ ପ୍ରେମିକ ପାଇଁ ପରୀକ୍ଷା ଦେବାକୁ ଯାଇ ଧରାପଡ଼ି ଯାଇଛନ୍ତି ।

Puri Temple
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।

Sambalpur Court
ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ସମ୍ବଲପୁରରେ କେବେ ସ୍ବାଭାବିକ ହେବ ନ୍ୟାୟିକ ପ୍ରକ୍ରିୟା ?

Hockey
ଅବହେଳିତ ହକିର ଅନ୍ତୁଡିଶାଳ; ମାଟି ପଡ଼ିଆ-କାଠ ଗୋଲପୋଷ୍ଟରେ ଖେଳାଳି କରୁଛନ୍ତି ଅଭ୍ୟାସ

ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍‌ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ ।

SI Exam
SI ପରୀକ୍ଷାରେ ଅନିୟମିତତା ! DG ଅଫିସ ନିକଟରେ ଆଶାୟୀଙ୍କ ବିକ୍ଷୋଭ

ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।

Water Scarcity
ପାଣି ପାଇଁ ରାଜପଥ ଅବରୋଧ, ଯାତାୟତ ଠପ୍

ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।

monkey
ଝପଟି ଆସି ମହିଳାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼

ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍‌ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ

  • Monday, 26 December 2022
  • Monkey
special story
ରାଜ୍ୟପାଳ ଦେଲେ ନୂଆ ଜୀବନ : ଦୃଷ୍ଟିଶକ୍ତି ଫେରିପାଇଲେ ଦୁଇ ଦୃଷ୍ଟିବାଧିତ

ରାଜ୍ୟପାଳଙ୍କ ଉଦ୍ୟମରେ ହୋଇଥିବା ଅପରେସନ ସଫଳ ହୋଇଛି ।

driver
ଡ୍ରାଇଭର ପାଲଟିଗଲେ କୋଟିପତି : ଜିତିଲେ ୩୩ କୋଟି ଟଙ୍କାର ଲଟେରୀ

ରାତାରାତି କୋଟିପତି ପାଲଟିଗଲେ ଭାରତୀୟ ଡ୍ରାଇଭର ।

special story
ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ : ଦେଶବିଦେଶରେ ବଢ଼ୁଛି ଚାହିଦା

ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା

ola
ଇ-ସ୍କୁଟର ସାହାଯ୍ୟରେ କ୍ରିକେଟ୍‌ କମେଣ୍ଟ୍ରି ! ଓଡ଼ିଆ ଯୁବକଙ୍କ ବୁଦ୍ଧିକୁ ତାରିଫ୍‌ କଲେ ଓଲା ସିଇଓ

ଜୁଗାଡ଼ରେ ସବୁ କିଛି ସମ୍ଭବ । ଓଲା ଇ-ସ୍କୁଟରକୁ କମେଣ୍ଟ୍ରି ପାଇଁ ବ୍ୟବହାର କରି ଯୁବକ ଚର୍ଚ୍ଚାରେ ।

Solapur
ବାହାହେବାକୁ କନ୍ୟା ମିଳୁନାହାଁନ୍ତି . . .ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ୫୦ ଯୁବକ

ସରକାରୀ ଅବହେଳା ପାଇଁ ଲିଙ୍ଗଗତ ଭିନ୍ନତା ସୃଷ୍ଟି ହୋଇଛି । ଏବେ ଜିଲ୍ଲା ପ୍ରଶାସନ କନ୍ୟା ଖୋଜି ଆଣି ଦେଉ ବୋଲି ଦାବି ହୋଇଛି ।

2022 Flash Back: Top News
୨୦୨୨ର ଅଭୁଲା ଅଧ୍ୟାୟ: କେବେ ଖୁସି ଆଣିଛି ତ ଆଉ କେବେ ଦୁଃଖ...

ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

tragic story
ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . .

police
ହେଲମେଟ୍‌ ନପିନ୍ଧିଲେ ଅଳିଆ ସଫା କର

ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କୁ ସଫେଇ ଦଣ୍ଡ ।

Assistance
ପିଲାଙ୍କ ପେଟକୁ ଦାନା ଦେବାକୁ ୫୦୦ ଟଙ୍କା ମାଗିଥିଲେ, ମିଳିଲା ୫୧ ଲକ୍ଷ, ଜାଣନ୍ତୁ ପୂରା କାହାଣୀ...

ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।

Balloon Seller
ସବୁ ଦୁଃଖ ଯେମିତି ୟାଙ୍କ ପାଇଁ ଥିଲା ! ବେଲୁନ୍‌ ବିକିଲେ ଘର ଚଳିବ, ବ୍ଲଡ୍ କ୍ୟାନ୍‌ସର ପାଇଁ ଔଷଧ ବି ଖାଇବେ

ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍‌ ।

  • Thursday, 22 December 2022
PMAY
ଗାଁରେ କାହାକୁ ମିଳୁନି ଆବାସ ! କୁଆଡ଼େ ଯାଉଛି ସରକାରଙ୍କ ଟଙ୍କା, କିଏ ନେଉଛି ?

ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।

Muktikant
ହୋର୍ଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ, କହିଲେ ଜେଲରେ କରିବେ ଆମରଣ ଅନଶନ !

ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।

viral video
ଦାନରେ ଦରକାର ଗର୍ଲଫ୍ରେଣ୍ଡ୍‌ : ଜ୍ୟାକେଟ୍‌ ଉପରେ ପୋଷ୍ଟର ଲଗାଇ ବୁଲିଲେ ଯୁବକ

ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍‌ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ ।

Marriage
ଫୁଟବଲ ଫିଲ୍ଡରେ ନୁହେଁ, ବାହା ବେଦିରେ ଚମକିଲେ ମେସି-ଏମ୍ବାପେ

ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି ।