ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାର ଲାଗିଛି ।
ନିଜେ ଦିବ୍ୟାଙ୍ଗ...ତଥାପି ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ଦେବା ଲାଗି ଦେଉଛନ୍ତି ତାଲିମ୍ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏ..ବୁଲିବୁଲି ଲଗାଉଛନ୍ତି ଗଛ
ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ଦେଲେନି... ଏବେ ବିବାହିତ ନାରୀଙ୍କ ସହ ସ୍ୱାମୀ ରଖିଛନ୍ତି ସଂପର୍କ । ପାଦରେ ଅଳତା ଲିଭିନଥିବା ବେଳଠୁ ମତେ ଦିଆଯାଉଛି ନିର୍ଯାତନା । କାନ୍ଦି କାନ୍ଦି ଶାଶୂଘର ସାମ୍ନାରେ ବସିଛି ବୋହୂ, ସେପଟେ ଶାଶୂ କହୁଛନ୍ତି, ମୋ ପୁଅ ୫ଟା ରଖିଛି ।
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।
ଦୁଃଖ ୟାଙ୍କ ଭାଗ୍ୟରେ ଲେଖା ! ସ୍ୱାମୀ ଛାଡି ପଳେଲେ..ପାଖରେ କିଛି ନାହିଁ...ଭଡ଼ାଘରେ ରୋଗୀଣା ଆଈ ସହ ରହୁଛନ୍ତି ଅସହାୟ ମହିଳା । ଡାକ୍ତର ତ ଦେଖାଇଲେ, ହେଲେ ଔଷଧ ଦେବାକୁ ପାଖରେ ଟଙ୍କା ନାହିଁ
୪-୪ଟି ପୁଅ ଜନ୍ମ କରିଥିଲା । ୬ ଦିନ ହେଲାଣି ବୁଢୀ ମାଆ କହୁଛି ମତେ କିଛି ଖାଇବାକୁ ମିଳୁନି...ରାତି ହେଉ କି ଦିନ ଏମିତି ରାସ୍ତାରେ ଘୋଷାଡ଼ି ହୋଇ ବଞ୍ଚିଛନ୍ତି ଜୀବନ । ସେପଟେ ପୁଅ କହୁଛନ୍ତି, ଆମେ ଖାଇବାକୁ ଦେଉଛୁ କି ନାହିଁ ଗାଁ ଲୋକଙ୍କୁ ପଚାର...
ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।
ଲାଇଫ୍ ପାର୍ଟନର ଖୋଜିବା ପାଇଁ ସୋସିଆଲ୍ ମିଡିଆରେ ବିଜ୍ଞପ୍ତି ଦେଲେ ଜଣେ ମହିଳା । ଯୋଗ୍ୟ ବର ଖୋଜିଦେଲେ ଦେବେ ୪ ଲକ୍ଷ ଟଙ୍କା ।
ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମିର ପାଇଲାଣି ପରିଚୟ ।
ଗୋଟିଏ ହାତରେ ଟାଣୁଛନ୍ତି କାଠ ଗାଡ଼ି.. ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।
ଧୁମଧାମ୍ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।
ଓଟିଭିର ଏହି ପ୍ରୟାସକୁ ୟୁନିଭରସିଟି ଏବଂ ପ୍ରଶିକ୍ଷାର୍ଥୀ ଉଭୟେ ପ୍ରଶଂସା କରିଛନ୍ତି।
ରହିବା ପାଇଁ ଘର କରି ବ୍ୟବସାୟ କଲେ ଗଣିବେ ତଣ୍ଡ । ଘର ମାଲିକଙ୍କୁ ତାଗିଦ କଲା ଭୁବନେଶ୍ୱର ମହାନଗର ନିଗମ ।
ଦୁନିଆକୁ ଭଲ ଭାବେ ଦେଖିବା ଆଗରୁ ବୁଲା କୁକୁରର ଶିକାର ହୋଇଛନ୍ତି କୁନି ଛୁଆ ।
ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ..ସବୁବେଳେ ଲୋକଙ୍କର ବଞ୍ଚାଉଛି ଜୀବନ । ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟଲୋକଙ୍କର ଦାବି
ଲାଲ୍ ଓ ଧଳା ରଙ୍ଗର ପଥରରେ ନିର୍ମାଣ ହୋଇଥିବା ଆମର ଐତିହ୍ୟ ତାଜମହଲ ଦୁନିଆର ପ୍ରାୟ ସମସ୍ତ ଲୋକଙ୍କୁ ତା’ର ସୌନ୍ଦର୍ଯ୍ୟରେ ଆକୃଷ୍ଠ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଜମହଲର ନିର୍ମାଣ କାର୍ଯ୍ୟ ପାଇଁ...
ଶହଶହ ବର୍ଷର ପୁରୁଣା ଗଛ । ୧୯୭୧ ହେଉ କି ୯୯ ହେଉ...ସବୁବେଳେ ଲୋକଙ୍କର ଜୀବନ ବଞ୍ଚାଉଛି। ଗଛକୁ ସୁରକ୍ଷା ଦେବା ଲାଗି ସ୍ଥାନୀୟ ଲୋକଙ୍କ ଦାବି
ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।
୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।
ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏବର୍ଷର ପାୱାରକଟ୍ ସମସ୍ୟା ଆସନ୍ତାବର୍ଷ ନହେଉ କହିଲେ OERC । ନିର୍ଦ୍ଦିଷ୍ଟ ସମୟ ଭିତରେ ଭିତ୍ତିଭୂମି ସୁଧାରିବାକୁ ନିର୍ଦ୍ଦେଶ ।
ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI ।
ବିରଳ ଏ ସମ୍ପର୍କ.. ବିରଳ ଏ ବନ୍ଧନ...କାହିଁକି ସ୍ୱାମୀକୁ ବାରମ୍ବାର ଜେଲ୍ ପଠାଇ ବେଲ୍ରେ ଆଣୁଥିଲେ ସ୍ତ୍ରୀ ?
ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ...କିପରି ସମ୍ଭବ..ଏ ଖବର ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ସତ।