ଏବେ ସବୁଠି ବୁଲାକୁକୁରଙ୍କ ଡର। ଅଚାନକ୍ ଗୋଡାଉଛନ୍ତି, ମେଳି ହୋଇ ଝାମ୍ପି ପକାଉଛନ୍ତି। କିଏ ଗାଡିରୁ ପଡି ଖଣ୍ଡିଆ ଖାବର ହେଉଛି ତ ଆଉ କାହାର ଜୀବନ ବି ଯାଉଛି। ଦିନକୁ ଦିନ ସହରରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ୁଥିଲେ ବି ଏମାନଙ୍କୁ କାବୁ କରିବାରେ ସତେ ଯେମିତି ଫେଲ୍ ମାରିଛି ପ୍ରଶାସନ।
Published By: Satyendu Shekher Mishra
Last updated: 19 July 2023, 09:24 PM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।