• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Child Marriage

Iraq Child Marriage Law
Iraq Child Marriage Law: ଇରାକ୍ ସରକାରଙ୍କ ବର୍ବର ନିଷ୍ପତ୍ତି, ମାତ୍ର ୯ ବର୍ଷରେ ବିବାହକୁ ଅନୁମତି

ମାତ୍ର ୯ ବର୍ଷର ଝିଅକୁ ବିବାହ ଅନୁମତି ! ଇରାକ୍‌ରେ ମାତ୍ର ୯ ବର୍ଷର ଛୋଟ ଝିଅଙ୍କୁ ବାଲ୍ୟ ବିବାହ କରିବାକୁ ଅନୁମତି ମିଳିଛି ।

Elderly man turns saviour
ନାବାଳିକା ନାତୁଣୀ ବାହାଘର ରୋକିଲେ ଅଜା; ବର ଫେରାର୍, ୨ ଦଲାଲ ଅଟକ

ନାବାଳିକାଙ୍କ ଅଜା ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ହେଲେ ପୋଲିସ ପହଞ୍ଚିବା ବେଳକୁ ବର ଫେରାର୍ ହୋଇଯାଇଥିଲା । ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣିଥିଲା ପୋଲିସ ।

Child marriage
ଇଏ କେମିତିକା ପରମ୍ପରା ? ଝିଅକୁ ୧୨, ପୁଅକୁ ୧୫ ହେଲେ ବାହାଘର !

ଅଜବ ପରମ୍ପରା । ପୁଅକୁ ୧୬, ଝିଅକୁ ୧୨ ହେବା ମାତ୍ରେ ହୁଏ ବାହାଘର । ଏତେ କମ୍‌ ବର୍ଷରୁ ବିବାହ ହେଉଥିବାରୁ ଅନେକଙ୍କ ସ୍ୱାମୀ ମରିଯାଉଛନ୍ତି ...ବିଧବା ହେବା ପରେ ବି ଏକାଏକା ଜୀବନ ବିତାଉଛନ୍ତି ଏମାନେ।

Crackdown on child marriage In Assam
ପୋଲିସ ଭାଙ୍ଗିଲା ବାହାଘର, ଆତ୍ମହତ୍ୟା କଲେ ଦୁଇ ନାବାଳିକା

ନାବାଳିକା ବିବାହ ରୋକିବାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ୧୭ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିଲା । ପରେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ବାପାଙ୍କୁ ପୋଲିସ ଗିରଫ କରିବାକୁ ନେଇ ଆତ୍ମହତ୍ୟାର ଧମକ ଦେଇଥିଲେ ।

Child Marriage
ବାଲ୍ୟ ବିବାହର ଖବର ଦେଲେ ୫୦ ହଜାର ପୁରସ୍କାର

ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କଲେ ଜିଲ୍ଲାପାଳ , ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ ପଚାଶ ହଜାର ଟଙ୍କା