ନିଜେ ଦିବ୍ୟାଙ୍ଗ...ତଥାପି ପିଲାଙ୍କୁ ସ୍କୁଲରେ ପାଠ ପଢାଇବା ସହ ପରିବେଶ ସୁରକ୍ଷା ଦେବା ଲାଗି ଦେଉଛନ୍ତି ତାଲିମ୍ । ନିଜ ସ୍କୁଲଠାରୁ ପଡୋଶୀ ସ୍କୁଲ ଯାଏ..ବୁଲିବୁଲି ଲଗାଉଛନ୍ତି ଗଛ
Published By: Rajalaxmi Sahoo
Last updated: 15 July 2023, 12:33 PM IST
ଗାର୍ସିଆ ୬ ବର୍ଷ ତଳେ ଦିନେ କାହାକୁ କିଛି ନ ଜଣାଇ ଆଉ ଅଫିସ ଆସି ନଥିଲେ । ଗାର୍ସିଆ ଚାକିରିରୁ ଇସ୍ତଫା ଦେଇ ନଥିଲେ କିମ୍ବା ଛୁଟି ଦରଖାସ୍ତ ମଧ୍ୟ ଦାଖଲ କରିନଥିଲେ । ତେଣୁ ଗାର୍ସିଆ ଆସୁନଥିବା ନେଇ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଅଧିକାରୀମାନେ ମଧ୍ୟ ଜାଣିପାରି ନଥିଲେ ।