/odishatv-khabar/media/post_attachments/uploadimage/library/16_9/16_9_0/Crime_1698580255.jpg)
Crime
ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଣତଖଣି ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ସାକର ଟୁଡୁ । ଅଭିଯୁକ୍ତ ବାପା ଜିତୁ ଟୁଡୁକୁ ଗିରଫ କରିଛି କପ୍ତିପଦା ପୋଲିସ । ସ୍ବାମୀ ମରିବାର ୧ ବର୍ଷ ପରେ ଝିଅ ସାକର ଗର୍ଭବତୀ ହେବାରୁ ବାପା ଜିତୁ ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଜିତୁ ଟୁଡୁକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅ ମୃତ । ମୟୂରଭଞ୍ଜ ଜିଲ୍ଲା ପଣତଖଣି ଗାଁରୁ ଆସିଛି ଅଭିଯୋଗ ମୃତକ ହେଲେ ସାକର ଟୁଡୁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)