/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689597294.jpg)
Indian coast guard recruitment group c posts
ଇଣ୍ଡିଆନ୍ କୋଷ୍ଟଗାର୍ଡ ରିଜନ୍ ଉତ୍ତର ପୂର୍ବ ଗ୍ରୁପ୍ ସି ସିଭିଲିଆନ୍ ବର୍ଗ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ୧୫ ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି। ଏହି ପୋଷ୍ଟଗୁଡିକ ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ଅଣ ଗେଜେଟେଡ୍, ଅଣ ମନ୍ତ୍ରଣାଳୟ ଅଧୀନରେ ଉପଲବ୍ଧ।
Advertisment
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ୨୯ ଅଗଷ୍ଟ ୨୦୨୩ କିମ୍ବା ତା’ ପୂର୍ବରୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅନ୍ଲାଇନ୍ ଆବେଦନ କରିବା ପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ www.indiancoastguard.gov.in କୁ ଯିବାକୁ ପଡିବ।
ଖାଲି ପଦବୀ:
- ଷ୍ଟୋର୍ କିପର୍ -୧
- ପୋଷ୍ଟ୍ ଇଞ୍ଜିନ ଡ୍ରାଇଭର – ୧
- ପୋଷ୍ଟ୍ ସିଭିଲିଆନ୍ MT ଡ୍ରାଇଭର – ୨ପୋଷ୍ଟ୍
- ଫର୍କ ଲିଫ୍ଟ ଅପରେଟର୍ – ୧ ପୋଷ୍ଟ୍
- ସିଟ୍ ମେଟାଲ କର୍ମୀ (ଦକ୍ଷ) – ୧ପୋଷ୍ଟ
- କାର୍ପେଣ୍ଟର୍ (ଦକ୍ଷ) – ୧ପୋଷ୍ଟ୍
- ଅଣକୁଶଳୀ ଶ୍ରମିକ – ୧ ପୋଷ୍ଟ୍
- MT ଫିଟର – ୨ ପୋଷ୍ଟ୍
Advertisment
ଅଧିକ ପଢ଼ନ୍ତୁ: ଦଶମ ପାଶ୍ କରିଥିଲେ ସରକାରୀ କମ୍ପାନୀରେ ଚାକିରି ସୁଯୋଗ
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀମାନେ ଦଶମ / ଦ୍ୱାଦଶ ପାସ୍ କରିବା ଉଚିତ୍
- ସମ୍ପୃକ୍ତ ଟ୍ରେଡ୍ରେ ITI ସହିତ ଏବଂ କିଛି ଅଭିଜ୍ଞତା ଥିବା ଉଚିତ
ବୟସ ସୀମା:
- ଷ୍ଟୋର୍ କିପର୍ -୧୮ରୁ ୨୫ ବର୍ଷ
- ଇଞ୍ଜିନ ଡ୍ରାଇଭର - ୧୮ରୁ ୩୦ ବର୍ଷ
- ସିଭିଲିଆନ୍ MT ଡ୍ରାଇଭର - ୧୮ରୁ ୨୭ ବର୍ଷ
- ଫର୍କ ଲିଫ୍ଟ ଅପରେଟର୍ -୧୮ରୁ ୨୭ ବର୍ଷ
- ସିଟ୍ ମେଟାଲ୍ ୱାର୍କର୍ (ଦକ୍ଷ) - ୧୮ରୁ ୨୭ବର୍ଷ
- କାର୍ପେଣ୍ଟର (ଦକ୍ଷ) - ୧୮ରୁ ୨୭ ବର୍ଷ
- ଅଣକୁଶଳୀ ଶ୍ରମିକ - ୧୮ ରୁ ୨୭ ବର୍ଷ
- MT ଫିଟର୍ - ୧୮ ରୁ ୨୭ ବର୍ଷ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)