/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711681876.jpg)
Panchang Today
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ଦିବା ୦୨.୦୮ ଗତେ ବିଛା,ତିଥ- ୪ର୍ଥୀ ରାତ୍ରୀ ୦୮.୨୧ ଗତେ ୫ମୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ
Advertisment
ଶୁଭ ସମୟ:
ପ୍ରାତଃ-୦୫.୪୬ ରୁ ୦୬.୩୫
ପ୍ରାତଃ-୦୭.୨୩ ରୁ ୦୮.୪୮
ଦିବା-୧୨.୧୫ ରୁ ୦୨.୪୧
ଦିବା- ୦୪.୧୯ ରୁ ୦୫.୫୬
ରାତ୍ରି-୦୭.୩୧ ରୁ ୦୮.୫୩
ରାତ୍ରୀ- ୦୧.୪୯ ରୁ ୦୪.୧୦
ପଢନ୍ତୁ ଏହି ଖବର: ନୂଆ ଘରଟିଏ କରୁଛନ୍ତି କି, ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ
ଅଶୁଭ ସମୟ:
ରାହୁକାଳ - ଦିବା ୧୦.୨୦ ରୁ ୧୧.୫୧
କାଳବେଳା- ଦିବା ୧୦.୨୦ ରୁ ୧୧.୫୧
ବାରବେଳା- ଦିବା ୦୮.୪୮ ରୁ ୧୦.୨୦
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)