• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ssc Jobs

SSC CHSL Recruitment Apply for 3712 post
SSC CHSL Recruitment: କେନ୍ଦ୍ର ସରକାର ଅଧିନରେ ଚାକିରି ସୁଯୋଗ; ପୂରଣ ହେବ ୩୭୧୨ ପଦବୀ

ସରକାରୀ ଚାକିରି କରିବାକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ପ୍ରକାଶ କରିବା ସହ SSC ଏହାର ଆବେଦନ ଲିଙ୍କକୁ ମଧ୍ୟ ସକ୍ରିୟ କରିଛି।

junior engineer job in government of india apply for 968 post
SSC Recruitment 2024: SSC ରେ ପୂରଣ ହେବ ୯୫୦ରୁ ଅଧିକ ପୋଷ୍ଟ୍; ମାସକୁ ଦରମା ଏକ ଲକ୍ଷ ଟଙ୍କାରୁ ଅଧିକ

ଭାରତ ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। SSC ଚାକିରି ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଚୟନ ହେଲେ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ମିଳିବ।

Ssc delhi police capf si 2024 notice out registration begins for 4187 posts
SSC Recruitment: ପୋଲିସ୍ ବିଭାଗରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି, SSC ମାଧ୍ୟମରେ ପୂରଣ ହେବ ୪୧୮୭ ପଦବୀ

ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପୋଲିସ୍ ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ମଧ୍ୟରୁ ଜଣେ, ତେବେ ସୁଯୋଗ ଆପଣଙ୍କ ପାଖରେ। ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଷ୍ଟାଫ୍ ସିଲେକସନ କମିଶନ (SSC) ଏକ ବିଜ୍ଞପ୍ତି ପ୍ରକାଶ କରିଛି।

SSC Selection Post Phase 12 Recruitment Apply For 5369 Posts Notification
SSC Recruitment 2024: SSC ବିଜ୍ଞାପନ ପ୍ରକାଶ; ପୂରଣ ହେବ ୫ ହଜାରରୁ ଅଧିକ ପଦବୀ

SSC ଅନେକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ XII / 2024 ପାଇଁ ପ୍ରାର୍ଥୀ ଚୟନ ହେବେ। ଏହି ନିଯୁକ୍ତି ମାଧ୍ୟମରେ ୫୩୬୯ ପଦବୀ ପୂରଣ ହେବ।

SSC Recruitment 2023-24
SSC Recruitment 2023-24: SSCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଜାଣନ୍ତୁ କେଉଁ ପଦବୀ ହେବ ପୂରଣ

କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। SSC ଏନେଇ ବାହାର କରିଛି ବିଜ୍ଞପ୍ତି। ଏହି ପଦବୀ ପାଇଁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଗଲାଣି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୨୦ଟି ପଦବୀ ପୂରଣ ହେବ।

SSC Recruitment 2023 for Constable (General Duty)  job opportunity for 75,768 posts
SSC Recruitment: ଦଶମ ପାଶ୍ କରିଥିଲେ କନଷ୍ଟେବଳ ଚାକିରି, ଦରମା ପାଖାପାଖି ୭୦ ହଜାର

କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ଝାଳ ବୁହାଉଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ (SSC) ୭୫ ହଜାରରୁ ଅଧିକ କନଷ୍ଟେବଳ ଜିଡି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଚୟନ ହେଲେ ମାସିକ ଦରମା ପାଖାପାଖି ୭୦ ହଜାର।

stenographer job in the government of india
ssc ବାହାର କଲା ଷ୍ଟେନୋଗ୍ରାଫର୍ ପଦବୀ; ଦ୍ୱାଦଶ ପାଶ୍ ହୋଇଥିଲେ କରନ୍ତୁ ଆବେଦନ

ଭାରତ ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଯଦି ଆପଣଙ୍କର ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରଯୁଜ୍ୟ ଯୋଗ୍ୟତା ଅଛି, ତେବେ ଆପଣ କର୍ମଚାରୀ ଚୟନ ଆୟୋଗ(ssc)ର ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।